Daily Archives

May 13, 2021

କରୋନା ଭିତରେ ଆଶ୍ୱସ୍ତିକର ଖବର । ଲଗାତାର ତିନି ଦିନ ହେଲା ଦେଶର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ତଳେ

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । କିନ୍ତୁ ଏହା ଭିତରେ ଟିକିଏ ଆଶ୍ୱସ୍ତି କଲା ଭଳି ଖବର ସାମାନକୁ ଆସିଛି । ଲଗାତାର ତିନି ଦିନ ହେଲା ଦେଶର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ତଳେ ରହିଛି । ମଙ୍ଗଳବାର ୩ଲକ୍ଷ ୨୯ ହଜାର ୯୪୨ , ବୁଧବାର ୩ଲକ୍ଷ ୪୮ ହଜାର ୪୨୧…

ସହର ପରେ ଗାଁ ମୁହାଁ ହେଉଛି ଦ୍ୱିତୀୟ ଲହର । ଓଡିଶା ସମେତ ୧୩ଟି ରାଜ୍ୟରେ ଗାଁରୁ ଆସୁଛି ଅଧିକ ସଂକ୍ରମଣ । 

କନକ ବ୍ୟୁରୋ : ଏକ ମାସରୁ ଅଧିକ ଦିନ ଧରି କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚୁଥିବା ବେଳେ ସାମନାକୁ ଆସିଛି ଆଉ ଏକ ସାଂଘାତିକ ତଥ୍ୟ । ଦେଶର ବିଭିନ୍ନ ସହରାଂଚଳରେ ସଂକ୍ରମଣ ଧୀରେ ଧୀରେ ତଳମୁହାଁ ହେଉଥିବା ବେଳେ ଗ୍ରାମାଂଚଳରେ ହୁ ହୁ ହୋଇ ବଢ଼ିଚାଲିଛି ସଂକ୍ରମଣ । ବଡ଼ ବଡ଼ ସହରରେ ଲକଡାଉନ୍…

ସମାଲୋଚନା ପରେ ସରକାରଙ୍କ ପଶିଲା ଚେତା ।ନୀତି ଆୟୋଗ ସଦସ୍ୟ କହିଲେ, ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଉତ୍ପାଦନ ହେବ ୨୦୦…

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରରେ ଅନେକ କ୍ଷତି ସହିବା ପରେ ଭାରତ ସରକାର ଟିକା କ୍ଷେତ୍ରରେ ଅନେକ ଗୁଡିଏ ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ପ୍ରେସମିଟରେ କୁହାଯାଇଛି, ଆସନ୍ତା ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୨ଶହ କୋଟି ଟିକା ଉତ୍ପାଦନ କରାଯିବ । ବିଭିନ୍ନ କମ୍ପାନୀ…

ଭୁବନେଶ୍ୱରରେ ଭୂତାଣୁ ଭୟ । ଆଜି ଚିହ୍ନଟ ହେଲେ ୧,୧୦୯ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୧,୦୭୭ ଜଣ

କନକ ବ୍ୟୁରୋ: ଭୁବନେଶ୍ୱରରେ ବଢି ଚାଲିଛି ଭୂତାଣୁ ଭୟ । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୧,୧୦୯ କରୋନା ଆକ୍ରାନ୍ତ । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୭୪ ଜଣ ଚିହ୍ନଟ ହୋଇଥିବା ବେଳେ ୯୩୫ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୧,୦୭୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…

ଭୂତାଣୁ ଭିତରେ ଆଶ୍ୱସ୍ତିକର ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୮,୬୬୫ କରୋନା ଆକ୍ରାନ୍ତ

କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୮ ହଜାର ୬୬୫ କରୋନା ପଜିଟିଭ । ହେଲେ ଯେଉଁ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା ଆଗରେ ଏହି ସୁସ୍ଥ ସଂଖ୍ୟା କିଛି ବି ନୁହେଁ । ଆଜି ଗୋଟିଏ ଦିନରେ ୧୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ…

କରୋନା ସ୍ଥିତି ନେଇ ମେ ୧୮ ଓ ୨୦ ତାରିଖରେ ଜିଲ୍ଲା ଅଧିକାରୀ ମାନଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

କନକ ବ୍ୟୁରୋ : କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୧୮ ଓ ୨୦ ତାରିଖରେ ଜିଲ୍ଲା ଅଧିକାରୀ ମାନଙ୍କ ସହ ଭର୍ଚୁଆଲ ବୈଠକ କରିବେ । ଏହି ବୈଠକରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ବି ସାମିଲ ହେବେ ବୋଲି କୁହାଯାଇଛି    । କୁହାଯାଇଛି କି ଏହି ବୈଠକ ଦୁଇଟି ଗ୍ରୁପରେ ହେବ ।…