Daily Archives

May 13, 2021

କରୋନା ଯୁଦ୍ଧ ଜିତିଲେ ୯୮ ବର୍ଷର ବୃଦ୍ଧା  । ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଂଶସା କଲେ ପରିବାର । 

କନକ ବ୍ୟୁରୋ : କରୋନା ଏବେ ପୂରା ବିଶ୍ୱକୁ କରୁଛି କଲବଲ । ଆଉ ଭାରତ ଉପରେ ଏବେ କରୋନାର କୋପ ସବୁଠୁ ଅଧିକ  । ଗତବର୍ଷ ଅପେକ୍ଷା ଚଳିତ ବର୍ଷ କରୋନାରେ ଅଧିକରୁ ଅଧିକ ଲୋକଙ୍କ ଜୀବନ ଯାଉଛି । ଖାସକରି ଅଧିକ ସଂଖ୍ୟକ ଯୁବବର୍ଗ କରୋନା ସଂକ୍ରମଣରେ ପ୍ରାଣ ହରାଉଛନ୍ତି । ଯାହା ଲୋକଙ୍କ ମନରେ ଭୟର…

 ସ୍କାଏମେଟର ଆକଳନ । ଚଳିତ ମାସ ଶେଷ ସୁଦ୍ଧା କେରଳ ଛୁଇଁବ ମୌସୁମୀ

କନକ ବ୍ୟୁରୋ : ଦେଶର ଚାଷୀ ମାନଙ୍କ ପାଇଁ ଖୁସି ଖବର ଆଣିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ । ସ୍କାଏମେଟର ସୂଚନା ମୁତାବକ ଚଳିତ ମାସ ଶେଷ ସୁଦ୍ଧା କେରଳ ଛୁଇଁବ ମୌସୁମୀ ବାୟୁ । ଏହାସହ ଚଳିତ ବର୍ଷ ସ୍ୱାଭାବିକ ବର୍ଷା ହେବ ବୋଲି ସଂସ୍ଥା ତରଫରୁ ପୂର୍ବାନୁମାନ କରାଯାଇଛି । ସ୍କାଏମେଟର…

ଆସନ୍ତା ସପ୍ତାହରେ ଭାରତରେ ମିଳିବ ସ୍ପୁଟନିକ-ଭି ଭ୍ୟାକ୍ସିନ । ଜୁଲାଇରୁ ଦେଶରେ ହେବ ଉତ୍ପାଦନ ।

କନକ ବ୍ୟୁରୋ: କରୋନା ସଙ୍କଟ ବେଳେ ଆଉ ଏକ ଆଶ୍ୱସ୍ତିକର ଖବର । ଆସନ୍ତା ସପ୍ତାହରେ ଦେଶରେ ମିଳିବ ସ୍ପୁଟନିକ-ଭି ଭ୍ୟାକ୍ସିନ । ଏହାସହ ଋଷର କମ୍ପାନୀ ଭାରତ କମ୍ପାନୀ ମାନଙ୍କ ସହ ମିଶି ଜୁଲାଇ ମାସରୁ ଦେଶରେ ସ୍ପୁଟନିକ-ଭି ଭ୍ୟାକ୍ସିନ ଉତ୍ପାଦନ ଆରମ୍ଭ କରିବେ । ତେବେ ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ…

ଆତ୍ମସମର୍ପଣକାରୀ ମାଓ ଦମ୍ପତ୍ତି କରୋନା ପଜିଟିଭ୍ । ସଂକ୍ରମଣ ଭୟରେ ବିଏସଏଫ କ୍ୟାମ୍ପରେ ଆତ୍ମସମର୍ପଣ କରିଥିଲେ ମାଓ…

କନକ ବ୍ୟୁରୋ : ଆତ୍ମସମର୍ପଣକାରୀ ମାଓ ଦମ୍ପତି କରୋନା ପଜିଟିଭ । ଛତିଶଗଡ କାଂକେର ଜିଲ୍ଲାରେ ମାଓ ଦମ୍ପତି କରୋନା ଭୟରେ ଆତ୍ମସମର୍ପଣ କରିଥିଲେ । ଗତକାଲି କାଂକେର ଜିଲ୍ଲା କୋୟାବାଡି ଥାନା ଅନ୍ତର୍ଗତ କାମତେଡା ବିଏସଏଫ କ୍ୟାମ୍ପରେ ମାଓନେତା ଅର୍ଜୁନ ତାତି ଓ ତାଙ୍କ ପତ୍ନୀ ଲକ୍ଷ୍ମୀ…

ଲୋକ ଓ ପ୍ରଶାସନର ବେଖାତିର ମନୋଭାବ ପାଇଁ ବଢିଲା ସଂକ୍ରମଣ । ଭାରତରେ କରୋନା ସଂକ୍ରମଣ ପାଇଁ ଧାର୍ମିକ ଓ ରାଜନୈତିକ…

କନକ ବ୍ୟୁରୋ : ଭାରତରେ କାହିଁକି ହୁ ହୁ ହୋଇ ବଢିଗଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ଭୂତାଣୁର ବେଗ ବଢିବା ପାଇଁ କିଏ ଦାୟୀ । କେଉଁ ପରିସ୍ଥିତିରେ ଦେଶରେ କରୋନା କାୟା ମେଲିଲା । ଏହାକୁ ନେଇ ପ୍ରତିକ୍ରିୟା ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଭାରତରେ କରୋନା ସଂକ୍ରମଣ ପାଇଁ ଧାର୍ମିକ ଓ…

ବର୍ଷ ଶେଷ ସୁଦ୍ଧା ଦୂର ହେବ ଟିକା ଅଭାବ । ବିଭିନ୍ନ କମ୍ପାନିରୁ ମିଳିବ ପାଖାପାଖି ୨୧୬ କୋଟି ଡୋଜ ଟିକା । 

କନକ ବ୍ୟୁରୋ : ଆସନ୍ତା ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଦେଶରେ ଥିବା କରୋନା ଟିକାର ଅଭାବ ଦୂର ହୋଇଯ଼ିବ । ଏହି ସମୟ ସୁଦ୍ଧା ଦେଶରେ ପ୍ରାୟ ୨୧୬ କୋଟି ଡୋଜ୍ ଟିକା ଉପଲବ୍ଧ ହୋଇଥିବା ଆଶା କରାଯ଼ାଉଛି ବୋଲି ସରକାରଙ୍କ କୋଭିଡ ଟାସ୍କଫୋର୍ସର ମୁଖ୍ୟ ଡାକ୍ତର ଭି.କେ. ପଲ କହିଛନ୍ତି । କେନ୍ଦ୍ର…