Daily Archives

May 9, 2021

ଲାଲ କରିଡରରେ ପଶିଲା କରୋନା ଭୂତାଣୁ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ମାଓ ସଂଗଠନର ଛାମୁଆ ନେତା…

କନକ ବ୍ୟୁରୋ: ମାଓବାଦୀଙ୍କୁ କୋରୋନା । ଲାଲବାହିନୀ ଙ୍କୁ ଏବେ ଘାରିଛି ଆନ୍ଦ୍ର ଷ୍ରେନ ଚିନ୍ତା । ଔଷଧ ପାଇଁ ଜଗଂଲ ଭିତରେ ସଂଘର୍ଷ କରୁଛନ୍ତି ମାଓବାଦୀ । ଜଙ୍ଗଲ ଭିତରେ ୫୦ ରୁ ଉର୍ଧ ମାଓବାଦୀ କୋରୋନା ସଂକ୍ରମିତ ହୋଇ ଥିବା ବେଳେ ଏବେ ଆତ୍ମ ସମର୍ପଣ କରି ସ୍ୱାସ୍ଥ ସେବା ର ଲାଭ ଉଠାଇବାକୁ…

ଶୀର୍ଷରେ ଚାଲିଛି କି କରୋନା ସଂକ୍ରମଣ । କିଛି ଦିନ ହେଲା ସାମାନ୍ୟ ଉପର ତଳ ହେଉଛି ଦୈନିକ ପଜିଟିଭ ମାମଲା ।…

କନକ ବ୍ୟୁରୋ: କରୋନା ସଂକ୍ରମଣର ଦ୍ୱିତୀୟ ଲହାରି ଭୟଙ୍କର ରୁପ ନେଇଥିବା ବେଳେ, ଏହା କେବେ କମିବ, ତାକୁ ସାରା ଭାରତବର୍ଷ ଚାହିଁ ରହିଛି । ଆଉ ଭୁତାଣୁର ଧାରା କହୁଛି, ସଂକ୍ରମଣ ଶୀର୍ଷରେ ପହଂଚିଲେ, ସଂଖ୍ୟା କମିବା ଆରମ୍ଭ ହୁଏ । - ଦ୍ୱିତୀୟ ଲହରି ଆରମ୍ଭ ହେବା ଦିନଠାରୁ ପ୍ରଥମ ଥର ପାଇଁ…

ଦୁଇ ଦିନ ହେଲା ରାଜ୍ୟରେ ସାମାନ୍ୟ ହ୍ରାସ ପାଉଛି ଦୈନିକ ସଂକ୍ରମଣ । ବିଶେଷଜ୍ଞଙ୍କ ମତରେ ସରକାରଙ୍କ କଟକଣା ଯୋଗୁଁ ଧୀରେ…

କନକ ବ୍ୟୁରୋ: ଗତ ଦୁଇ ଦିନ ହେଲା ସାମାନ୍ୟ ହ୍ରାସ ପାଇଛି ରାଜ୍ୟର ଦୈନିକ ସଂକ୍ରମଣ । ସଂକ୍ରମଣ ହାର ମଧ୍ୟ ସାମାନ୍ୟ କମିଛି । ଯଦି ଏହି ପ୍ରକ୍ରିୟା କିଛି ଦିନ ଜାରି ରହେ, ତେବେ ରାଜ୍ୟରେ କରୋନା ଚେନ୍ ଧୀରେ ଧୀରେ ଭାଙ୍ଗୁଛି ବୋଲି କୁହାଯାଇପାରିବ । ଅନ୍ୟପଟେ ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ହାର…

ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକବ୍ୟକ୍ତ । କହିଲେ, ରଘୁନାଥଙ୍କ ଦେହାନ୍ତରେ ମୁଁ ଦୁଃଖିତ…

କନକ ବ୍ୟୁରୋ: ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି, ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ଦେହାନ୍ତରେ ମୁଁ ଦୁଃଖିତ । ବିଶ୍ୱ କଳା ଓ ସ୍ଥାପତ୍ୟକୁ ରଘୁନାଥଙ୍କ ଅବଦାନ ଅତୁଳନୀୟ । ପାରମ୍ପରିକ ଶିଳ୍ପକଳାକୁ ଲୋକପ୍ରିୟ…

ଶିଳ୍ପୀ ରଘୁନାଥଙ୍କ ବିୟୋଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ ପ୍ରକାଶ । କହିଲେ, ଓଡିଶା ପାଇଁ ଅପୂରଣୀୟ କ୍ଷତି ।

କନକ ବ୍ୟୁରୋ: ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ସହ ମୋ ବ୍ୟକ୍ତିଗତ ସମ୍ପର୍କ ନିବିଡ ଥିଲା । ନିଜର ନିଖୁଣ କାରୁ କାର୍ଯ୍ୟ…

ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ଦେହାନ୍ତରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । କହିଲେ, ସର୍ବଦା ସ୍ମରଣୀୟ ରହିବେ ରଘୁନାଥ…

କନକ ବ୍ୟୁରୋ: ରାଜ୍ୟ ସଭା ସାଂସଦ ତଥା ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକରେ ଶୋକ ପ୍ରକାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ରଘୁନାଥ ମିଶ୍ର କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ନବୀନ ଟ୍ୱିଟ କରି ଲେଖିଛନ୍ତି,…