Daily Archives

May 8, 2021

ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା । ଆୟୁଷ ଡାକ୍ତର ଅନେକ କରୋନା ରୋଗୀଙ୍କୁ ଭଲ କରିଥିଲେ ଲିଙ୍ଗରାଜ, କିନ୍ତୁ ନିଜେ…

କନକ ବ୍ୟୁରୋ : ଚିକିତ୍ସା କରି ଅନେକ ଲୋକଙ୍କୁ ଆରୋଗ୍ୟ କରୁଥିଲେ । ହେଲେ କରୋନାରେ ଆକ୍ରାନ୍ତ ହୋଇ ନିଜେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜି ଦେଇଛନ୍ତି ଡାକ୍ତର ଲିଙ୍ଗରାଜ ସାମନ୍ତରାୟ । ପରିବାର ଲୋକଙ୍କ ଉପସ୍ଥିତିରେ କୋରାପୁଟ ଜିଲ୍ଳା ପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୋଭିଡ୍…

କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆଉ ଏକ ଔଷଧକୁ ମିଳିଲା ମଞ୍ଜୁରୀ । ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଏହି ମେଡିସିନ…

କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ଶନିବାର ଦିନ ଏକ ଶୁଭ ଖବର ଆସିଛି । ଡ୍ରଗ୍ସ କଣ୍ଟ୍ରୋଲର ଜେନରଲ ଅଫ୍ ଇଣ୍ଡିଆ (ଡିସିଜିଆଇ) କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆଉ ଏକ ଔଷଧକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ଔଷଧ ଡିଆଡିଓର ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିୟର…

କନ୍ଦାଉଛି କରୋନା ।ସଂକ୍ରମଣ ଭୟରେ ଆସିକାରେ ପଡିରହିଲା ଶବ, ମା ପାଖରେ ବସି କାନ୍ଦିଲା କୁନି ପିଲା । ଅନ୍ୟପଟେ…

କନକ ବ୍ୟୁରୋ : ପଡୋଶୀ ପାଖ ପଶିଲେନି, ପ୍ରଶାସନିକ ଅଧିକାରୀ କାନ୍ଧରେ ବୋହି ମଶାଣିକୁ ନେଲେ, ଓ ଅନ୍ତିମ ସଂସ୍କାର କଲେ । କରୋନା ସଂକ୍ରମଣ ଭୟରେ ଯେଉଁମାନେ ଦିନେ ଆପଣାର କହୁଥିଲେ ସେମାନେ ଆଜି ମୁହଁକୁ ଚାହୁଁନାହାଁନ୍ତି । ପରିସ୍ଥିତି ଏମିତି ହୋଇଛି ପାଖ ବି ପଶୁ ନାହାଁନ୍ତି । ପ୍ରତିଦିନ…

କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ବଦଳିଲା ହସ୍ପିଟାଲ ଆଡମିସନ ନିୟମ । ଏଣିକି ଦରକାର ନାହିଁ କୋଭିଡ୍ ପଜିଟିଭ୍ ରିପୋର୍ଟ,…

କନକ ବ୍ୟୁରୋ : କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ବଦଳିଲା ହସ୍ପିଟାଲର ନିୟମ  । ଏଣିକି ହସ୍ପିଟାଲରେ ଆଡମିସନ ପାଇଁ ଆଉ ଦରକାର ନାହିଁ କୋଭିଡ୍ ପଜିଟିଭ୍ ରିପୋର୍ଟ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିୟମ ବଦଳାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।  ପୂର୍ବରୁ କୋଭିଡ୍ ଆକ୍ରାନ୍ତ…

ଓଲଟିଲା ସ୍ପିରିଟ ବୋଝେଇ ଟ୍ରକ, ଲିକ୍ ହେଉଛି ସ୍ପିରିଟ୍ । ଜାତୀୟ ରାଜପଥରେ ଅଟକିଛି ଶତାଧିକ ଗାଡି ।

କନକ ବ୍ୟୁରୋ : ଗାଙ୍ଗପୁର ଥାନା ଅଧୀନସ୍ଥ ଗୋବରା ମୁଖ୍ୟ ସଡ଼କ ଠାରେ ଥିବା ଏକ ଢାଵା ନିକଟରେ ସ୍ପିରିଟ ବୋଝେଇ ଟ୍ୟାଙ୍କର ଓଲଟିପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏକ ସ୍ଫିରିଟ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଚାଳକ ରୋହିତ କୁମାର ରାଉତ ସାମାନ୍ୟ ଆହତ ହୋଇଛନ୍ତି।…

ଚିନ୍ତା ବଢାଉଛି ମହାମାରୀ । ସଙ୍କଟରେ ରାଜ୍ୟର ୧୪ ହଜାର ଘରୋଇ ବସ୍ ମାଲିକ ।

କନକ ବ୍ୟୁରୋ : କରୋନା ଜୀବନ ନେଉଛି, ତାହା ସହିତ ହଜାର ହଜାର ଲୋକଙ୍କ ଜୀବିକାକୁ ଛଡାଇ ନେଇଛି। ସମସ୍ତଙ୍କ ଜୀବିକା ଏବେ ସଙ୍କଟରେ ରହିଛି। ତେବେ କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ସର୍ବାଧିକ ପ୍ରଭାବିତ ହୋଇଥିବା ଯାତ୍ରୀ ପରିବହନ ବ୍ୟବସ୍ଥା ପୁଣିଥରେ ପ୍ରଭାବିତ ହୋଇଛି। ପ୍ରଥମ ଲହରରେ ୭…