Daily Archives

May 8, 2021

ଯୋଗୀ ସରକାରଙ୍କ ବଡ ଘୋଷଣା । କରୋନାରେ ଦେହାନ୍ତ ହେଲେ ମଶାଣୀରେ ମିଳିବ ନିଶୁଳ୍କ ସେବା

କନକ ବ୍ୟୁରୋ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଯଥା ସମ୍ଭବ ସରକାରୀ ସହାୟତା ଯୋଗାଇ ଦେଇଆସୁଛନ୍ତି । ଏହି କ୍ରମରେ ଶନିବାର ଦିନ କୋଭିଡ ପରିଚାଳନା ପାଇଁ ରାଜ୍ୟରେ ଗଠିତ ଟିମ୍ କୁ କିଛି ଦିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି କି…

ପାଟନାର ମହାବୀର ମନ୍ଦିରରେ ଆରମ୍ଭ ହେଲା ୪୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ । ସରକାରୀ ଦରରେ ସଂକ୍ରମିତଙ୍କୁ କରାଯିବ…

କନକ ବ୍ୟୁରୋ : ବିହାରରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାବୀର ନ୍ୟାସ କମିଟି ପକ୍ଷରୁ ମହାବୀର ମନ୍ଦିର ନିକଟରେ ଏକ ୪୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଆରମ୍ଭ କରାଯାଇଛି । ଏହି ହସ୍ପିଟାଲରେ ସଂକ୍ରମିତ ମାନେ ସରକାରୀ ଦରରେ ଚିକିତ୍ସା ପାଇପାରିବେ ବୋଲି କୁହାଯାଇଛି । ମହାବୀର…

ଲକଡାଉନରେ କେଉଁମାନେ ଆସିବେ ଅଫିସ? ସବୁ ବେସରକାରୀ ସଂସ୍ଥାକୁ କର୍ମଚାରୀଙ୍କ ତାଲିକା ମାଗିଲେ ପୋଲିସ କମିଶନର ।

କନକ ବ୍ୟୁରୋ : ସଂକ୍ରମଣର ଚେନ୍ ଭାଙ୍ଗିବାକୁ ରାଜ୍ୟ ସରକାର ୧୯ ତାରିଖ ଯାଏଁ ଲକଡାଉନ ଘୋଷଣା କରିଥିବା ବେଳେ ବିଭିନ୍ନ କାର୍ଯ୍ୟକଳାପ ଉପରେ କଟକଣା ଲଗାଇଛନ୍ତି । ଚଳିତ ଲକଡାଉନରେ କୌଣସି ଯାତାୟତ ପାଇଁ କୌଣସି ପାସ୍ ବ୍ୟବସ୍ଥା କରାଯାଇନାହିଁ । ଯାହାଦ୍ୱାରା ଅନେକ ଅମାନିଆ କମ୍ପାନି ପରିଚୟପତ୍ର…

ପ୍ରଥମ ଥର ପାଇଁ ମଲରେ ଆରମ୍ଭ ହେଲା ଟିକାକରଣ । ବିଏମସି ପକ୍ଷରୁ ଏସପ୍ଲାନେଡ ମଲରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଗଲା…

କନକ ବ୍ୟୁରୋ : କୋଭିଡ ଟିକା ନେବାକୁ ବିଭିନ୍ନ ସ୍ଥାନରେ ଭିଡ ଜମୁଥିବା ବେଳେ ବହୁ ଲୋକ ଟିକା ପାଇଁ ସ୍ଲଟ ପାଉ ନଥିବା ଅଭିଯୋଗ କରୁଛନ୍ତି । ଟିକା ଦାନ କେନ୍ଦ୍ରରେ ଅବ୍ୟବସ୍ଥା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ୪୫ ବର୍ଷରୁ ଅଧିକ ଲୋକଙ୍କ ପାଇଁ ଏସପ୍ଲାନେଡ ମଲ…

ପୁରୀ କାକଟପୁରରେ ନକଲି ଆରଟିପିସିଆର ରିପୋର୍ଟ ରାକେଟ । ଲ୍ୟାବ ମାଲିକଙ୍କୁ ଗିରଫ କଲା ପୋଲିସ, ମୋଟା ଅଙ୍କର ଟଙ୍କା ନେଇ…

କନକ ବ୍ୟୁରୋ : ପୁରୀ ଜିଲ୍ଲା କାକାଟପୁର ଅଞ୍ଚଳରେ ନକଲି କରୋନା ଆରଟିପିସିଆର ରିପୋର୍ଟ ରାକେଟ । ଏନେଇ ଅଭିଯୋଗ ହେବା ପରେ କାକଟପୁର ବଜାର ନିକଟରେ ଥିବା ମା ପ୍ୟାଥ ଲ୍ୟାବରେ କାକଟପୁର ଥାନା ପୋଲିସ ଓ ତହସିଲଦାର ଚଢ଼ାଉ କରିଥିଲେ । ଚଢ଼ାଉ ପରେ ପୂରା ଘଟଣା ସାମନାକୁ ଆସିଛି । ଚଢାଉ ବେଳେ…

ଶୋଇଥିବା ବେଳେ ସାପ କାମୁଡ଼ାରେ ଭାଇ ଭଉଣୀ ମୃତ । ରାଜନଗରରୁ ଆସିଲା ହୃଦୟ ବିଦାରକ ଚିତ୍ର

କନକ ବ୍ୟୁରୋ : ଏମିତି ଆସେ ମୃତ୍ୟୁ । ଶୋଇଥିବା ବେଳେ ସାପ କାମୁଡ଼ାରେ ଚାଲିଗଲା ଭାଇଭଉଣୀଙ୍କ ଜୀବନ । କେନ୍ଦ୍ରାପଡ଼ା ଆଳି ଥାନା ଗୋବିନ୍ଦପୁର ଗାଁରୁ ଆସିଲା ହୃଦୟ ବିଦାରକ ଚିତ୍ର । ଅରୁଣ କୁମାର ଦାସଙ୍କ ୮ବର୍ଷର ପୁଅ ଅଭିଷେକ ଦାସ , ୩ବର୍ଷର ଝିଅ ଭୂମିକା ଦାସ ମଶାରୀ ଭିତରେ ଶୋଇଥିବା ବେଳେ ଏକ…