Daily Archives

May 8, 2021

କରୋନା ଟେଷ୍ଟ ବି ନକଲି । ପୁରୀ କାକଟପୁରରେ ନକଲି ଆରଟିପିସିଆର ରିପୋର୍ଟ ରାକେଟ । ଲ୍ୟାବ ମାଲିକଙ୍କୁ ଗିରଫ କଲା ପୋଲିସ…

କନକ ବ୍ୟୁରୋ: ପୁରୀ ଜିଲ୍ଲା କାକଟପୁର ରେ ଚାଂଚଲ୍ୟକର ଘଟଣା ସାମ୍ନାକୁ ଆସିଛି । କାକଟପୁର ବଜାର ନିକଟରେ ଥିବା ମା ପ୍ୟାଥ ଲ୍ୟାବ ରେ ବେଆଇନି ଭାବେ କୋରନାକିଟ ରେ ଟେଷ୍ଟ କରି ନେଗେଟିଭି ଆଉ ପଜିଟିଭ ରିପୋର୍ଟ ଦେଇ ଟଙ୍କା ଆଦାୟ କରିବା ଘଟଣା ସାମ୍ନାକୁ ଆସିବା ପରେ ଆଜି କାକଟପୁର ଥାନା ପୋଲିସ…

କିପରି ହେବ ଯୁକ୍ତ ଦୁଇ ନାମ ଲେଖା । ମେଧାବୀଙ୍କୁ ଭଲ ଶିକ୍ଷାନୁଷ୍ଠାନରେ ଆଡମିସନ ସୁଯୋଗ ଦେବା ପାଇଁ ପ୍ରବେଶିକା…

କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷା ବାତିଲ ହୋଇଥିବାରୁ କିପରି ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ହେବ, ସେ ନେଇ ଚୂଡ଼ାନ୍ତ ପଦ୍ଧତି ନିର୍ଦ୍ଧାରଣ କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ନବମ ଓ ଦଶମ ଶ୍ରେଣୀ ଅଭ୍ୟାସ ପରୀକ୍ଷା ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯିବ ଏବଂ ସେମାନଙ୍କୁ ଗ୍ରେଡେସନ୍ ଦିଆଯିବ…

ଆଶା ଦେଖାଇଲା ଭାରତର ନୂଆ କରୋନା ଔଷଧ । ଡିଆରଡିଓ ପ୍ରସ୍ତୁତ ଟୁ-ଡି-ଜି କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲେ…

କନକ ବ୍ୟୁରୋ: ଦେଶରେ ବଢୁୁଥିବା କରୋନା ସଂକ୍ରମଣ ସଂଖ୍ୟା ଭିତରେ, ସମସ୍ତଙ୍କୁ ଆଶ୍ୱସ୍ତିକଲା ଭଳି ଏକ ଖବରଟିଏ ଆସିଛି, ଯେତେବେଳେ ଡ୍ରଗ୍ କଂଟ୍ରୋଲର ଜେନୋଲ ଅଫ୍ ଇଣ୍ଡିଆ ବା ଡିସିଜିଆଇ, କରୋନା ଚିକିତ୍ସା ପାଇଁ ଡିଆର୍ଡିଓ ପ୍ରସ୍ତୁତ କରିଥିବା ଔଷଧର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି…

ଦ୍ୱିତୀୟ ଲହରରେ ରକ୍ତ ଜମାଟ କରୁଛି କରୋନା । ୭୧ ପ୍ରତିଶତ ମୃତ୍ୟୁ ପାଇଁ ପାଲଟିଛି କାରଣ । ଫୁସଫୁସ ଓ ହୃଦୟରେ ବାନ୍ଧୁଛି…

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହରରେ ଏକ ନୂଆ ପ୍ରକାର ସମସ୍ୟା ଚିନ୍ତା ବଢ଼ାଇଦେଇଛି । ଫୁସଫୁସ କିମ୍ବା ହୃଦୟରେ ରକ୍ତ ଜମାଟ ବାନ୍ଧୁଛି । ଏହି ସମସ୍ୟା ଆକ୍ରାନ୍ତଙ୍କ ମୃତ୍ୟୁର ଏକ ମୁଖ୍ୟ କାରଣ ପାଲଟୁଛି । ଏପରିକି ୭୧ ପ୍ରତିଶତ ମାମଲାରେ ଏହି କାରଣରୁ ରୋଗୀଙ୍କ ଜୀବନ ଚାଲିଯାଉଛି । ପ୍ରଥମ…

ଭୁବନେଶ୍ୱରରେ କାୟା ମେଲାଉଛି କରୋନା । ଆଜି ୧ ହଜାର ୩୪ କରୋନା ପଜିଟିଭ ଚିହ୍ନଟ । 

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡି ଚାଲିଛି କରୋନା ସଂକ୍ରମଣ । ଆଜି ରାଜଧାନୀ ଭୁବନେଶ୍ୱରରୁ ୧୦୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୮୦ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୧୦୧୯ ଜଣ ସୁସ୍ଥ ହୋଇ ଘରକୁ…

ବିଜେପି ସାଂସଦଙ୍କ ଅଫିସ ବାହାରେ ପଡି ରହିଛି ଆମ୍ବୁଲାନ୍ସ । ପଚାରିଲେ ଏମିତି କାରଣ ଦେଲେ ସାଂସଦ ।

କନକ ବ୍ୟୁରୋ : କରୋନା ମହାମାରୀ ସମୟରେ ଏବେ ଅକ୍ସିଜେନ ସଙ୍କଟ ସାଙ୍ଗକୁ ଆମ୍ବୁଲାନ୍ସ ଅଭାବର ରୋଗୀ ସାମ୍ନା କରୁଛନ୍ତି । ଆଉ କମ ଆମ୍ବୁଲାନ୍ସ ସାଙ୍ଗକୁ ଅଧିକ ରୋଗୀ ଥିବାବେଳେ ଆମ୍ବୁଲାନ୍ସ ମାଲିକମାନେ ମନଇଚ୍ଛା ଦର ନେଉଛନ୍ତି । ଅଧିକାଂଶ କ୍ଷେତ୍ରରେ ଠିକ ସମୟରେ ଆମ୍ବୁଲାନ୍ସ…