Daily Archives

May 2, 2021

ପୁଣି ଫେରିଲା ଲକଡାଉନ୍ । ମେ ୫ ରୁ ୧୯ ଯାଏଁ ତାଲାବନ୍ଦ । ସକାଳ ୬ରୁ ୧୨ଟା ଯାଏଁ ଅଧ କିଲୋମିଟର ଭିତରେ ଚାଲିଚାଲି ଯାଇ…

କନକ ବ୍ୟୁରୋ : ଗୋଟିଏ ପଟେ ୫ ରାଜ୍ୟରେ ନିର୍ବାଚନ ଫଳାଫଳକୁ ନେଇ ଚର୍ଚ୍ଚା ଚାଲିଥିଲା, ଆଉ ଗୋଟିଏ ପଟେ, କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଓଡିଶା ସରକାର ପଦକ୍ଷେପ ଘୋଷଣା କରିଥିଲେ । ସଂକ୍ରମଣ ବଢ଼ୁଥିବାରୁ ଚେନ ଭାଙ୍ଗିବା ପାଇଁ ପୁଣି ଥରେ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର ।…

ପଶ୍ଚିମବଙ୍ଗରେ ଚାଲିଲା ମମତାଙ୍କ ଯାଦୁ । ବହୁମତଠାରୁ ବହୁ ଆଗରେ ଟିଏମସି । ନିଶ୍ୱାସ ଅଟକାଇ ଥିଲା ନନ୍ଦିଗ୍ରାମର ଫଳାଫଳ,…

କନକ ବ୍ୟୁରୋ : ଗୋଟିଏ ପଟେ ଥିଲେ ମୋଦି ଓ ଅମିତ ଶାହା ଏବଂ ଅନ୍ୟପଟେ ଥିଲେ ମମତା ବାନାର୍ଜୀ । ଲଢେଇଥିଲା ପଶ୍ଚିମବଙ୍ଗ ପାଇଁ । ଗତଥର ମାତ୍ର ୩ଟି ଆସନରେ ବିଜୟୀ ହୋଇଥିବା ବିଜେପି ଏଥର ପୁରା ଦମରେ ପୁରା ପଶ୍ଚିମବଙ୍ଗ ଜିତିବା ପାଇଁ ଅଂଟା ଭିଡିଥିଲା । ନନ୍ଦିଗ୍ରାମ ହାରିଯାଇଥିଲେ ମଧ୍ୟ ତୃତୀୟ…

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ କିଙ୍ଗସ ।

କନକ ବ୍ୟୁରୋ : ଆଇପିଏଲର ୨୯ ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗସ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଏହି ହାଇଭୋଲଟେଜ୍ ମୁକାବିଲା । ତେବେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ ।…

ନନ୍ଦିଗ୍ରାମ ଆସନରୁ ଜିତିଲେ ଶୁଭେନ୍ଦୁ ଅଧିକାରୀ, ହାରିଲେ ମମତା ବାନାର୍ଜୀ । ନନ୍ଦିଗ୍ରାମ ଆସନ ହାତେଇଲେ ଶୁଭେନ୍ଦୁ ।

କନକ ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନ ଭୋଟ୍ ଗଣତିରେ ବଡ ଖବର । ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କୁ ପରାସ୍ତ କଲେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନରେ ବିଜୟୀ ହୋଇଛନ୍ତି । ନନ୍ଦିଗ୍ରାମ ଫଳାଫଳକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା ଏବଂ ଶେଷ…

ପଞ୍ଜାବ କିଙ୍ଗସକୁ ବଡ଼ ଝଟକା । ଚଳିତ ସିଜିନରୁ ବାହାରିଗଲେ ଅଧିନାୟକ କେଏଲ ରାହୁଲ, ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ…

କନକ ବ୍ୟୁରୋ : ପଞ୍ଜାବ କିଙ୍ଗସକୁ ଲାଗିଲା ବଡ଼ ଝଟକା । ଦଳର ଅଧିନାୟକ କେଏଲ ରାହୁଲ ଆଇପିଏଲର ୧୪ତମ ସଂସ୍କରଣ ଅର୍ଥାତ ଚଳିତ ସିଜିନରୁ ବାହାରି ଯାଇଛନ୍ତି । ରାହୁଲଙ୍କୁ ଆପେଣ୍ଡିକ୍ସ ହୋଇଥିବା ବେଳେ ତାଙ୍କୁ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବଂ ଖୁବ ଶୀଘ୍ର ତାଙ୍କର ଅପରେସନ୍ ହେବାକୁ…

ମରିଗଲା ମାନବିକତା । ଶବକୁ ଶଶ୍ମାନକୁ ନବାକୁ ମାତ୍ର ୬କିମି ପାଇଁ ୧୪ ହଜାର ଟଙ୍କା ମାଗିଲେ ଆମ୍ବୁଲାନ୍ସ ଚାଳକ ।

କନକ ବ୍ୟୁରୋ : ଅଦୃଶ୍ୟ ଭୂତାଣୁ ସହ ସାରା ବିଶ୍ୱ ଲଢୁଥିବା ବେଳେ, ଏକ ଏମିତି ଘଟଣା ସାମ୍ନାକୁ ଆସିଛି, ଯାହା ମଣିଷପଣିଆ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମାତ୍ର ୬ କିଲୋମିଟର ବାଟ ଯିବାକୁ ୧୪ ହଜାର ଟଙ୍କା ଦାବି କରିଛନ୍ତି ଜଣେ ଆମ୍ବୁଲାନ୍ସ ଚାଳକ । ମାନବିକତାକୁ ମାରିଦେଇଥିବା ଏହି…