Daily Archives

May 2, 2021

୧୯୭୦ ମସିହାରୁ ପଲିଟିକାଲ୍ କ୍ୟାରିଅର ଆରମ୍ଭ କରିଥିଲେ ମମତା । ଏବେ ତୃତୀୟ ଥର ପାଇଁ ବସିବେ ମୁଖ୍ୟମନ୍ତ୍ରୀ ଆସନରେ!

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ରାଜନୈତିକ ଗୋଟି ଚାଳନା କରି ପୁଣି ଶାସନ କ୍ଷମତା ଅକ୍ତିଆର କରିବାକୁ ଯାଉଛନ୍ତି ତୃଣମୂଳ ନେତ୍ରୀ ମମତା ବାନାର୍ଜୀ । ଆଉ ତୃତୀୟ ଥର ପାଇଁ ବସିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ଆସନରେ । ଚଳିତଥରର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ବିଜୟ ଏକପ୍ରକାର…

ବିଜୟ ପରେ ସାମ୍ନାକୁ ଆସିଲେ ଦିଦି । କହିଲେ କରୋନା ପାଇଁ ହେବନି ବିଜୟ ଶୋଭାଯାତ୍ରା । ନିୟମ ମାନ, ଘରକୁ…

କନକ ବ୍ୟୁରୋ: ବିଜୟ ପରେ ସାମ୍ନାକୁ ଆସିଲେ ମମତା । ନନ୍ଦିଗ୍ରାମ ବିଜୟ ସହ ପଶ୍ଚିମବଙ୍ଗରେ ଟିଏମସି ଭଲ ପ୍ରଦର୍ଶନ ନେଇ ସମସ୍ତଙ୍କୁ ଧନ୍ୟବାଦ ଦେଲେ ମମତା । ମହାମାରୀ ପାଇଁ ବିଜୟ ଉତ୍ସବ ପାଳିବେନି ଦିଦି । କହିଲେ ସମସ୍ତେ ନିଜ ନିଜ ଘରକୁ ଫେରିଯାଅ । ମୁଁ ସନ୍ଧ୍ୟା ୬ଟା ପରେ ଗଣମାଧ୍ୟମରେ ସୂଚନା…

ହରିୟାଣାରେ ବଢୁଛି କରୋନା ସଂକ୍ରମଣ । ସପ୍ତାହେ ପାଇଁ ଲାଗୁ ହେଲା ଲକଡାଉନ୍ । 

କନକ ବ୍ୟୁରୋ: କରୋନାର ବଢୁଥିବା ଲହର ଭିତରେ ହରିୟାଣାରେ ଲାଗିଛି ସମ୍ପୂର୍ଣ୍ଣ ଲକଡାଉନ୍ । ହରିୟାଣା ସରକାରରେ ମନ୍ତ୍ରୀ ଥିବା ଅନିଲ ବିଜଙ୍କ ଘୋଷଣା ଅନୁଯାୟୀ, ଆଗାମୀ ୩ ତାରିଖରୁ ହରିୟାଣାରେ ୭ ଦିନ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ ରହିବ । ଏହା ପୂର୍ବରୁ ଶୁକ୍ରବାର ମଧ୍ୟ ସେଠାକାର ୯ ଜିଲ୍ଲାରେ…

ବଟଲରଙ୍କ ବିସ୍ଫୋରକ ଶତକ । ହାଇଦ୍ରାବାଦ ଆଗରେ ୨୨୧ ରନର ବିଶାଳ ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ରାଜସ୍ଥାନ ରୟାଲ୍ସ ।

କନକ ବ୍ୟୁରୋ : ଆଇପିଏଲର ୨୮ତମ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି ରାଜସ୍ଥାନ ରୟାଲ୍ସ ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଉଥିବା ହାଇଭୋଲଟେଜ୍ ମୁକାବିଲାରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା କେନ୍ ୱିଲିୟମସନଙ୍କ ନେତୃତ୍ୱରେ…

ନା ଭୂତାଣୁକୁ ଭୟ, ନା ନିୟମକୁ ଡର । କରୋନାରେ ଜୀବନ ବାଜିରେ ଲାଗୁଥିବା ବେଳେ ରେଜଲ୍ଟ ଆସୁ ଆସୁ ଏକାଠି ହୋଇ ଉତ୍ସବ…

କନକ ବ୍ୟୁରୋ : ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । ଆଉ ଏହାରି ଭିତରେ ସାମ୍ନାକୁ ଯେଉଁ ଚିତ୍ର ଆସିଛି, ତାହା ସମସ୍ତଙ୍କୁ ବିବ୍ରତ କରିଦେବ । ଗୋଟିଏ ପଟେ କରୋନା ଭୂତାଣୁର ଭୟ ଦିନକୁ ଦିନ ବଢିଚାଲିଥିବା ବେଳେ, ପ୍ରତିଦିନ କରୋନାରେ ଅନେକ…

ନନ୍ଦିଗ୍ରାମ ଆସନରୁ ବିଜୟୀ ହେଲେ ମମତା ବାନାର୍ଜୀ । ୧୨୦୦ ଭୋଟରେ ଜିତିଲେ ଦିଦି । ପରାଜୟ ଭୋଗିଲେ ବିଜେପି ନେତା…

କନକ ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନର ଭୋଟ୍ ଗଣତି ଭିତରେ ଯେଉଁ ଆସନ ଉପରେ ସମସ୍ତଙ୍କର ନଜର ଥିଲା, ତା’ର ରେଜଲ୍ଟ ଏବେ ଘୋଷଣା ହୋଇଛି । ନନ୍ଦିଗ୍ରାମ ଆସନରୁ ବିଜୟୀ ହୋଇଛନ୍ତି ତୃଣମୂଳ ନେତ୍ରୀ ମମତା ବାନାର୍ଜୀ । ନିଜର ବିରୋଧୀ ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଟକ୍କର ଦେଇ ମମତା…