Daily Archives

April 20, 2021

ପୂରଣ ହେଲାନି ଦାବି : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କର୍ମଚାରୀଙ୍କ ଆତ୍ମାହୂତି ଉଦ୍ୟମ

କନକ ବ୍ୟୁରୋ : ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଶାସନିକ ବିଭାଗରେ କାର୍ଯ୍ୟରତ କିରାଣୀ ଦୀନବନ୍ଧୁ ମିଶ୍ର ଆତ୍ମାହୂତି ଉଦ୍ୟମ କରିଛନ୍ତି । ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଚାମ୍ବର ସମ୍ମୁଖରେ ଥିବା ସମ୍ମିଳନୀ କକ୍ଷ ପାଖରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି । ଗୁରୁତର…

ଭାରତରୁ ବିମାନ ଚଳାଚଳ ବନ୍ଦ କଲା ହଂକ କଂଗ । ଦିଲ୍ଲୀରୁ ଯାଇଥିବା ଯାତ୍ରୀଙ୍କ ମଧ୍ୟରୁ ୪୯ ଜଣ ପଜିଟିଭ୍ ଚିହ୍ନଟ

କନକ ବ୍ୟୁରୋ : ଭାରତରୁ ହଂକ କଂଗ ଯାଉଥିବା ସମସ୍ତ ବିମାନ ଚଳାଚଳ ଉପରେ ରୋକ ଲଗାଇଲା ହଂକ କଂଗ ସରକାର । ଅଧିକାରୀଙ୍କ ତରଫରୁ ମଙ୍ଗଳବାର ଦିନ ଦିଆଯାଇଥିବା ସୂଚନା ମୁତାବକ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ନୂଆଦିଲ୍ଲୀରୁ ହଂକ କଂଗ ଯିବା ପାଇଁ…

ସରକାରୀ ଓ ଶିଶୁ ମନ୍ଦିର ପିଲାଙ୍କ ମାଟ୍ରିକ୍ ପରୀକ୍ଷା ବାତିଲ ପ୍ରସଙ୍ଗ : ଗଣଶିକ୍ଷା ମନ୍ତ୍ରୀ କହିଲେ, ବିଭିନ୍ନ ଦିଗକୁ…

କନକ ବ୍ୟୁରୋ : ଅନିଶ୍ଚିତତା ଘେରରେ ଦଶମ ପରୀକ୍ଷା । କୋଭିଡ ସଂକ୍ରମଣ ପାଇଁ ପରୀକ୍ଷା ସ୍ଥଗିତ ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ପରୀକ୍ଷା ହେବକି ନାହିଁ ସେନେଇ ବାହାରି ପାରୁନି ନିଷ୍କର୍ସ । ଯାହାକୁ ନେଇ ଦଶମ ଶ୍ରେଣୀ ପରୀକ୍ଷାର୍ଥୀ ନବୀନ ନିବାସ ଆଗରେ ଧାରଣାରେ ବସିଥିଲେ । ଭୁବନେଶ୍ୱରର…

ଉଚ୍ଚଶିକ୍ଷିତା ଯୁବତୀଙ୍କ ହାତରେ ଅଳିଆ ଗାଡ଼ିର ହ୍ୟାଣ୍ଡଲ୍ : ସକାଳ ହେବା ମାତ୍ରେ ସ୍ୱଚ୍ଛ ସବାରୀ ନେଇ ବାହାରି ପଡନ୍ତି…

କନକ ବ୍ୟୁରୋ : ଘରେ ଘରେ ବୁଲି ଅଳିଆ ଗୋଟାଉଛନ୍ତି ପାଠୁଆ ଝିଅ । ସକାଳ ହେବା ମାତ୍ରେ ସ୍ୱଚ୍ଛ ସବାରୀ ବା ଇ-ରିକ୍ସା ନେଇ ବାହାରି ପଡନ୍ତି ମାଲକାନଗିରି ପୌରାଂଚଳର ଗ୍ରାଜୁଏଟ ସ୍ୱଚ୍ଛ କର୍ମୀ । ଆଉ ଓଦା ଓ ସୁଖିଲା ବର୍ଜ୍ୟବସ୍ତୁକୁ ଅଲଗା ଅଲଗା ସଂଗ୍ରହ କରି ବର୍ଜ୍ୟ ବସ୍ତୁ ପରିଚାଳନା କେନ୍ଦ୍ରକୁ…

ଅହମ୍ମଦାବାଦ ଟ୍ରେନରେ ଅଭାବନୀୟ ଘଟଣା : ସୁରଟରୁ ଗାଁକୁ ଫେରିବା ବାଟରେ ଚାଲିଗଲା ଶ୍ରମିକଙ୍କ ଜୀବନ

କନକ ବ୍ୟୁରୋ : ସୁରଟରୁ ଗାଁକୁ ଫେରିବା ବାଟରେ ରାସ୍ତାରେ ଟ୍ରେନରେ ଉଡିଗଲା ଶ୍ରମିକଙ୍କ ପ୍ରାଣବାୟୁ । ଆଜି ଏଭଳି ଘଟଣା ଘଟିଛି ଅହମ୍ମଦାବାଦ ଟ୍ରେନରେ । ମୃତ ବ୍ୟକ୍ତି ଜଣକ ହେଲେ ଗଂଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଖଣ୍ଡ ଦେଉଳି ଗାଁର ବିଶ୍ୱନାଥ ଜେନା । ସେ ଗତକାଲି ସୁରତରୁ ଜଣେ…

ମହାମାରୀର ମୃତ୍ୟୁ ଜାଲରେ ଫସି ଯାଉଛି ମଣିଷ : ଶେଷ ଠିକଣାରେ ଶବକୁ ବି ମିଳୁନି ଜାଗା; ନବରଙ୍ଗପୁରରୁ ଆସିଛି କରୋନା କାଳର…

କନକ ବ୍ୟୁରୋ : ମହାମାରୀର ମୃତ୍ୟୁ ଜାଲରେ ଫସି ଯାଉଛି ମଣିଷ । ଜୀବନ ଶେଷ ଠିକଣାରେ ଶବକୁ ବି ମିଳୁନି ଜାଗା । କରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ଶବକୁ ମଶାଣିରେ ସ୍ଥାନ ଦେଲେ ନାହିଁ ଲୋକେ । ଏଭଳି ଏକ ସମ୍ବେଦନଶୀଳ ଖବର ଆସିଛି ନବରଙ୍ଗପୁରରୁ । ସୂଚନା ଅନୁଯାୟୀ, ନବରଙ୍ଗପୁର ସହରର ଜଣେ…