Daily Archives

April 20, 2021

ହରିୟାଣା ଗୃହମନ୍ତ୍ରୀଙ୍କ ବଡ ନିଷ୍ପତ୍ତି । କୃଷକଙ୍କୁ ଆନ୍ଦୋଳନ ସ୍ଥଳରେ ଦିଆଯିବ କରୋନା ଟିକା । କୋଭିଡ ଟେଷ୍ଟ ପାଇଁ…

କନକ ବ୍ୟୁରୋ : ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ୍ ଆଜି ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ରାଜ୍ୟରେ ଯେତେ ସ୍ଥାନରେ କୃଷକମାନେ ଆନ୍ଦୋଳନ କରୁଛନ୍ତି ସବୁ ଆନ୍ଦୋଳନ ସ୍ଥଳରେ ସେମାନଙ୍କୁ କୋଭିଡ ଟିକା ଦିଆଯିବାର ବ୍ୟବସ୍ଥା କରାଯିବ । ଏହାସହ ଆନ୍ଦୋଳନରତ କୃଷକ ମାନଙ୍କର କିଭଳି କୋଭିଡ…

କାହିଁକି ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ : ଆଇଏଲଏସ ନିର୍ଦ୍ଦେଶକ କହିଲେ, ଛତିଶଗଡ଼ ସଂକ୍ରମଣ ପ୍ରମୁଖ କାରଣ

କନକ ବ୍ୟୁରୋ : ଓଡିଶାରେ କାହିଁକି ବଢୁଛି କରୋନା । ଏହାର କାରଣ କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ । ଅଜୟ ପରିଡା କହିଛନ୍ତି, ରାଜ୍ୟର ସୀମାବର୍ତୀ ଜିଲ୍ଲାଗୁଡିକରେ ସଂକ୍ରମଣ ବଢୁଥିବାରୁ ସେଠାରୁ ଆସୁଥିବା ଲୋକଙ୍କ ଦ୍ୱାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଛତିଶଗଡରେ ସଂକ୍ରମଣ…

ବଢ଼ିଲା ଅଟୋରିକ୍ସା ଭଡ଼ା : ୩କିମି ପାଇଁ ଯାତ୍ରୀ ପିଛା ୨୦ ଟଙ୍କା, ରିଜର୍ଭେସନ୍‌ରେ ୫୦ ଟଙ୍କା

କନକ ବ୍ୟୁରୋ : ପେଟ୍ରୋଲ, ଡିଜେଲ ଦରବୃଦ୍ଧି ଓ କୋଭିଡ୍‌ ପାଇଁ ମାତ୍ର ୨ଜଣ ଯାତ୍ରୀ ପରିବହନକୁ ଦୃଷ୍ଟିରେ ରଖି ରାଜଧାନୀ ଅଟୋରିକ୍ସା ମହାସଂଘ ଦରବୃଦ୍ଧି କରିଛି । ମହାସଂଘର ନିଷ୍ପତ୍ତି ଅନୁସା‌ରେ, ସର୍ବନିମ୍ନ ୩ କିଲୋମିଟର ପାଇଁ ଯାତ୍ରୀ ପିଛା ୨୦ ଟଙ୍କା ଓ ତା’ଠାରୁ ଅଧିକ ହେଲେ ୧…

କରୋନା ମହାମାରୀ ଭିତରେ ରକ୍ଷା ମନ୍ତ୍ରଣାଳୟର ବଡ ନିଷ୍ପତ୍ତି । ଏବେ ସେନା ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ ସାଧାରଣ…

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରରେ ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ସୁନାମୀ ଭଳି ଆଗକୁ ମାଡି ଚାଲିଛି । ଏହାକୁ ନଜରରେ ରଖି ରକ୍ଷା ମନ୍ତ୍ରଣାଳୟ ଏକ ବଡ ନିଷ୍ପତ୍ତି ନେଇଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ଏବେ ସେନା ହସ୍ପିଟାଲରେ ବି ସାଧାରଣ ଲୋକ ଚିକିତ୍ସିତ ହୋଇପାରିବେ ।…

ଆସନ୍ତାକାଲି ଠାରୁ ବନ୍ଦ ରହିବ ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି…

କନକ ବ୍ୟୁରୋ : ଭୁବନେଶ୍ୱରରେ ବନ୍ଦ ରହିବ ଧାର୍ମାନୁଷ୍ଠାନ । ଆସନ୍ତାକାଲି ଠାରୁ ସମସ୍ତ ଧାର୍ମିକ ଅନୁଷ୍ଠାନ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ବନ୍ଦ ରହିବ । କେବଳ ସେବାୟତଙ୍କ ଦ୍ୱାରା ନୀତିକାନ୍ତି କରାଯିବ । ରାଜ୍ୟରେ ବେକାବୁ ହୋଇଛି କରୋନ ସଂକ୍ରମଣ । ଗତ ୨୪ ଘଂଟାରେ ରାଜ୍ୟରେ ୪ ହଜାର ୭୬୧ ଜଣ…

କରୋନା କାଳରେ ବେଙ୍ଗାଲୁରୁ ବିମାନବନ୍ଦରରୁ ଆସିଲା ଭିନ୍ନ ଚିତ୍ର : ସବୁବେଳେ ଭିଡ ରହୁଥିବା ବିମାନବନ୍ଦର ଏବେ ଖାଁ ଖାଁ

କନକ ବ୍ୟୁରୋ : କରୋନା ବଦଳାଇଦେଲା ବିମାନବନ୍ଦରର ଚିତ୍ର । ଖାଁ ଖାଁ ହୋଇଯାଇଛି ବେଙ୍ଗାରୁଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦର ।  ଦିନରେ ଏହି ଏୟାରପୋର୍ଟରେ ବିଦେଶକୁ ଯିବା ଲାଗି ଭିଡ ଲାଗୁଥିଲା । କିନ୍ତୁ ଆଜି ଏହି ବିମାନବନ୍ଦର ଶୂନଶାନ ହୋଇଯାଇଛି । ଏହି ଏୟାରପୋର୍ଟରୁ ମାତ୍ର ଅଳ୍ପ ବିମାନ…