Daily Archives

April 8, 2021

ମାଓବାଦୀଙ୍କ କବଜାରୁ ଯବାନ ରାକେଶ୍ୱର ସିଂ ମୁକୁଳିବା ପରେ ଖୁସିରେ ଆତ୍ମହରା ହେଲେ ଯବାନଙ୍କ ପତ୍ନୀ । କହିଲେ ଆଜି ମୋ…

କନକ ବ୍ୟୁରୋ : ‘ହିମ୍ମତ ହରାଇନଥିଲି, ଧୈର୍ଯ୍ୟ ରଖିଥିଲି । ମୋ ସ୍ୱାମୀ ଫେରିଆସିବେ ବୋଲି ବିଶ୍ୱାସ ଥିଲା, କିନ୍ତୁ କେବେ ଫେରିବେ ଜଣାନଥିଲା । ଆଜି ଆମେ ବହୁତ ଖୁସି । ସରକାର କିଛି କହୁନଥିଲେ, କିନ୍ତୁ ତାଙ୍କ କାମ କରୁଥିଲେ । ଏହା ଆମ ପାଇଁ ବଡ଼ କଠିନ ସମୟ ଥିଲା ।’ କୋବ୍ରା ବାଟାଲିୟନର ବୀର…

ବାହୁଡିଲେ ବୀର ପୁଅ… ବାସାଗୁଡା କ୍ୟାମ୍ପରେ ଯବାନ ରାକେଶ୍ୱର । ମାଓବାଦୀଙ୍କ ଠାରୁ ମୁକୁଳିବା ପରେ ପହଞ୍ଚିଲେ…

କନକ ବ୍ୟୁରୋ: ବାସାଗୁଡାରେ ପହଞ୍ଚିଲେ ବୀର ଯବାନ ରାକେଶ୍ୱର ସିଂହ । ମାଓବାଦୀଙ୍କ କବଳରୁ ମୁକୁଳିବା ପରେ ବାସାଗୁଡାରେ ପହଞ୍ଚିଲେ । ଏକ ଆମ୍ବୁଲାନ୍ସରେ ଆସିଲେ ବୀର ଯବାନ । ଅପହୃତ ଯବାନ ମାଓବାଦୀଙ୍କ କବଳରୁ ମୁକ୍ତ ହେବା ପରେ ସବୁଠି ଖୁସିର ମାହୋଲ । ସ୍ୱାମୀ ଫେରିବା କଥା ଶୁଣିବା ପରେ…

ଅପହୃତ ଯବାନ ରାକେଶ୍ୱରଙ୍କୁ ଛାଡିଲେ ମାଓବାଦୀ । ଏପ୍ରିଲ ୩ରେ ବିଜାପୁର ଘଟଣା ପରେ ଅପହୃତ ହୋଇଥିଲେ ଯବାନ ।

କନକ ବ୍ୟୁରୋ: ମାଓବାଦୀଙ୍କ କବଳରୁ ମୁକୁଳିଲେ ଅପହୃତ ଯବାନ । କୋବ୍ରା ଯବାନ ରାକେଶ୍ୱର ସିଂହ ମନହାସଙ୍କୁ ଛାଡିଲେ ନକ୍ସଲ ।  ବିଜାପୁର ନକ୍ସଲ ଆକ୍ରମଣ ପରେ ଏପ୍ରିଲ ୩ରୁ ଅପହୃତ ହୋଇଥିବା ଯବାନ ରାକେଶ୍ୱର ସିଂହ ମନହାସ ମାଓବାଦୀଙ୍କ କବଳରୁ ମୁକ୍ତ ହୋଇଥିବା ନେଇ ଖବର ମିଳିଛି । CoBRA…

ଢୋଲ ବଜାଇ ଅଭିଯୁକ୍ତର ଘରେ ପହଂଚିଲା ପୋଲିସ । ନାବାଳିକାକୁ ଧର୍ଷଣ ପରେ ଭିଡିଓ କରିଥିଲା ଭାଇରାଲ

କନକ ବ୍ୟୁରୋ : ଜଣେ ଅଭିଯୁକ୍ତର ଚକିତ କରିଦେବା ଭଳି କାର୍ଯ୍ୟ ପରେ ବିହାର ବୈଶାଳି ଜିଲ୍ଲାର ପୋଲିସ ଅଭିଯୁକ୍ତର ଘରେ ଢୋଲ ନଗଡା ସହ ପହଞ୍ଚିଥିଲା । ପୋଲିସ ସେଠାରେ ପହଂଚି ଅଭିଯୁକ୍ତର ଘର ଆଗରେ ଢୋଲ ବଜାଇଥିଲା, ଅଭିଯୁକ୍ତକୁ ଆତ୍ମସମର୍ପଣ କରିବାକୁ ଡାକରା ଦେଇଥିଲା ଓ ତା’ର କାନ୍ଥରେ ନୋଟିସ…

ଦେଶରେ ବଢୁଛି କୋଭିଡର ଦୈନିକ ସଂକ୍ରମଣ ।  ଚେନ୍ ଭାଙ୍ଗିବାକୁ ୧୦ ରାଜ୍ୟରେ ଲାଗୁ ହେଲାଣି ରାତି କର୍ଫ୍ୟୁ । 

କନକ ବ୍ୟୁରୋ: ସାରା ଦେଶରେ କରୋନା ସଂକ୍ରମଣ ଉଦବେଗଜନକ ଭାବେ ବଢିବାରେ ଲାଗିଛି । ଦୈନିକ ସଂକ୍ରମଣ ଏକ ଲକ୍ଷରୁ ଅଧିକ ଚିହ୍ନଟ ହେବା ପରେ ରାଜ୍ୟ ସରକାରଗୁଡିକ ଚିନ୍ତାରେ ପଡିଛନ୍ତି । ଅନ୍ୟପଟେ ସଂକ୍ରମଣର ଚେନ ଭାଙ୍ଗିବାକୁ ୧୦ ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ ହୋଇଛି । ଆସନ୍ତୁ ଦେଖିବା, କେଉଁ…

ଏସଏସସି-ଆସିଷ୍ଟାଂଟ ଅଡିଟ ଅଫିସର ପରୀକ୍ଷାରେ ଟପ୍ପର ହେଲେ ଓଡିଆ ପୁଅ । ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅକ୍ତିଆର…

କନକ ବ୍ୟୁରୋ: ଚମକ ଦେଖାଇଲେ ଓଡିଆ ପୁଅ । ଏସଏସସି-ଆସିଷ୍ଟାଂଟ ଆଡିଟ ଅଫିସର ପରୀକ୍ଷାରେ ରାଜ୍ୟର ଗୌରବ ବଢାଇଲେ ଖୋର୍ଦ୍ଧାର ରୋଶନ ଜେନା । ୧୩ଲକ୍ଷ ପରୀକ୍ଷାର୍ଥୀଙ୍କୁ ପଛରେ ପକାଇ ଜଟଣୀର ରୋଶନ ହାସଲ କରିଛନ୍ତି ସର୍ବଭାରତରେ ପ୍ରଥମ ସ୍ଥାନ । ଆଇଏଏସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ରୋଶନ…