Daily Archives

April 8, 2021

ଚିକିତ୍ସା ଅପେକ୍ଷାରେ କାକଟପୁରର ଆଶିଷ । ଆଜି ବି କଅଁଳ ଶିଶୁଙ୍କ ଭଳି ଶେଜରେ ପଡି ରହିଛି ୫ ବର୍ଷର ଶିଶୁ ପୁତ୍ର,…

କନକ ବ୍ୟୁରୋ : ପୁଅ ଜନ୍ମ ହେବା ପରେ ବାପା-ମାଆ ଓ ପରିବାର ଲୋକେ ଖୁସିରେ ନାଚି ଉଠିଥିଲେ । ଗରିବ ପରିବାରରେ କୂଳକୁ ଉଜ୍ୱଳ କରିବା ପାଇଁ ଜନ୍ମ ହୋଇଛି କୁଳନନ୍ଦନ ଆଶିଷ । ହେଲେ ବାପା ମାଆଙ୍କ ଏହି ଖୁସି ଅଧିକ ସମୟ ପାଇଁ ନଥିଲା । ଜନ୍ମ ପରେ ଶିଶୁଟି ଅସୁସ୍ଥ ଥିବା କହିଥିôଲେ ଡାକ୍ତର ।…

ମଶାଣି ପ୍ରେମରେ ପଡିଛନ୍ତି ଶିକ୍ଷକ । ସ୍କୁଲରେ ପାଠ ପଢାଇବା ପରେ ଶ୍ମଶାନକୁ କରୁଛନ୍ତି ରକ୍ଷଣାବେକ୍ଷଣା । ରାଜ୍ୟ…

କନକ ବ୍ୟୁରୋ: ସୁସ୍ଥ ସମାଜରେ ଅନେକ ମାନବପ୍ରେମୀ ଲୋକ ଅଛନ୍ତି । ମାନବ ସେବାକୁ ମାଧବସେବା ରୂପେ ବାଛି ନେଇଥିବା ବିରଳ ବ୍ୟକ୍ତିତ୍ୱଙ୍କୁ ମାନବପ୍ରେମୀ ବୋଲି କୁହାଯାଏ । ହେଲେ ରାୟଗଡା ସହରରେ ଏମିତି ବ୍ୟକ୍ତି ଅଛନ୍ତି ଯିଏ, ଶ୍ମଶାନ ପ୍ରେମୀ । ନିଜ ଉଦ୍ୟମରେ ସହରର ଉପକଣ୍ଠରେ ଏକ ସ୍ୱର୍ଗଧାମ…

ପଦ୍ମପୁରରେ ମାତିଛନ୍ତି ଇଟା ମାଫିଆ । ବେଆଇନ୍ ଭାବେ ଚାଲିଛି ଇଟା ତିଆରି । ସବୁ ଜାଣି ବି ନିରବ ପ୍ରଶାସନ ।

କନକ ବ୍ୟୁରୋ: ପରିବେଶ ପ୍ରଦୂଷଣ ଓ ଜଙ୍ଗଳ କ୍ଷୟକୁ ରୋକିବା ପାଇଁ ସରକାର ମାଟି ଇଟା ତିଆରି କରିବା ତଥା ପୋଡିବା ଉପରେ ରୋକ ଲଗାଇଛନ୍ତି । ହେଲେ ବରଗଡ ଜିଲ୍ଲା ଉପଖଣ୍ଡ ପଦ୍ମପୁର ଅଂଚଳରେ ଅବାଧରେ ବେଆଇନ ଭାବେ ଇଟା ପକାଇ ଚାଲିଛନ୍ତି ଦଲାଲ । ରାଜସ୍ୱ ବିଭାଗର କିଛି ଅସାଧୁ କର୍ମଚାରୀ ଓ ଇଟା…

ଜିଲ୍ଲାରେ ଥିବା ଅବ୍ୟବହୃତ  ସରକାରୀ ସମ୍ପତ୍ତିକୁ ମିଶନ ଶକ୍ତି ମହାସଂଘକୁ ହେବ ହସ୍ତାନ୍ତର । ଦୁଇ ମାସ ଭିତରେ…

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ମାନଙ୍କରେ ଥିବା ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ସମ୍ପୃକ୍ତ ଜିଲ୍ଲାରେ ଥିବା  ମିଶନ ଶକ୍ତି ମହାସଂଘ ମାନଙ୍କୁ ଦୁଇ ମାସ ମଧ୍ୟରେ  ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଜିଲ୍ଲାପାଳମାନଙ୍କୁ  ନିର୍ଦ୍ଦେଶ…

ସଂକ୍ରମଣ ବଢିଲାଣି, ସୁବ୍ରତ ବାଗଚୀ ଖୋଜା ପଡିଲେଣି… କରୋନା ନେଇ ସତର୍କ କରାଉଛନ୍ତି ସରକାର, ମାନୁ ନାହାନ୍ତି…

କନକ ବ୍ୟୁରୋ: ସୁବ୍ରତ ଆସନ୍ତୁ, ସଚେତନ କରାନ୍ତୁ । ବଢିଲାଣି ସଂକ୍ରମଣ ପୁଣି ଫେରନ୍ତୁ ବାଗଚୀ । ସଂକ୍ରମଣ ବଢୁଛି, ଭୟ ବଢୁଛି । କରୋନାର ୨ୟ ଲହର ସଙ୍ଘାତିକ ହେଉଥିବା ବେଳେ ଏବେ ସାରା ଦେଶ ସହ ବିଭିନ୍ନ ରାଜ୍ୟର ଚିନ୍ତାର ବି ବଢୁଛି । ସଂକ୍ରମଣକୁ ପ୍ରତିହତ କରିବାକୁ ଓଡିଶା ସରକାର ସଜାଗ…

ୟୁପି ବିଜନୋର ଠାରେ ଏକ ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ୫ ଶ୍ରମିକଙ୍କ ମୃତ୍ୟୁ, ୪ ଜଣ ଗୁରୁତର । ମାଲିକ ଗିରଫ୍

କନକ ବ୍ୟୁରୋ : ଉତ୍ତରପ୍ରଦେଶ ବିଜନୋର ଜିଲ୍ଲା ବକ୍ସିବାଲା ଅଞ୍ଚଳରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ କାରଖାନାରେ କାମକରୁଥିବା ୫ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ସୂଚନା ମୁତାବକ ଗୁରୁବାର ଦ୍ୱିପ୍ରହର…