Daily Archives

January 29, 2021

ବିଏମସି କୋଭିଡ଼୍ ସେଲରୁ ଫେରିଯିବେ ଡାକ୍ତର ଓ ଏଏସଓ । କୋଭିଡ ସ୍ଥିତିକୁ ଅନୁଧ୍ୟାନ କରି ନିଷ୍ପତ୍ତି ନେଲା ବିଏମସି

କନକ ବ୍ୟୁରୋ : ଏବେ ବିଏମସି କୋଭିଡ଼୍ ସେଲରୁ ଫେରିଯିବେ ଅଣ ବିଏମସି ଅଧିକାରୀ ଓ କର୍ମଚାରୀ । କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ଼ର ସ୍ଥିତିକୁ ଅନୁଧ୍ୟାନ କରି ଏହି ନିଷ୍ପତ୍ତି ନେଇଛନ୍ତି ସହରାଞ୍ଚଳ କର୍ତ୍ତୃପକ୍ଷ । ଭିନ୍ନ ଭିନ୍ନ ସମୟରେ ଆବଶ୍ୟକ ଅନୁସାରେ ରାଜ୍ୟ…

ଦିଲ୍ଲୀରେ ଶେଷ ହେଲା ଧ୍ୱଜାବତରଣ ସମାରୋହ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ତିନି ସେନାର ମୁଖ୍ୟ ଉପସ୍ଥିତ

କନକ ବ୍ୟୁରୋ: ଦିଲ୍ଲୀ ବିଜୟ ଚୌକରେ ଆୟୋଜିତ ହୋଇଛି ଧ୍ୱଜାବତରଣ ସମାରୋହ । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତିନି ସେନାର ମୁଖ୍ୟଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସାଧାରଣତନ୍ତ୍ର ଦିବସ ୩ ଦିନ ପରେ ଧ୍ୱଜାବତରଣ…

ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରିଙ୍କ ବହିକୁ ନେଇ ବିବାଦ । ‘ବାଏ ମେନି ଏ ହାପି ଆକସିଡେଂଟ’ରେ ମୋଦିଙ୍କୁ…

କନକ ବ୍ୟୁରୋ: ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରିଙ୍କ ବହିକୁ ନେଇ ଏକ ବିବାଦ ଦେଖାଦେଇଛି । ଏହାର କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଏଥିରେ ଅନସାରି ଲେଖିଥିବା କିଛି କଥା । ଏହି ବହିର ନାଁ ରହିଛି ‘ବାଏ ମେନି ଏ ହାପି ଆକସିଡେଂଟ’ । ସେ ଏଥିରେ ଲେଖିଛନ୍ତି ଯେ, ଉପରାଷ୍ଟ୍ର୍ରତି…

କରୋନା ସଂକଟ ଭିତରେ ଆରମ୍ଭ ହେଲା ସଂସଦର ବଜେଟ୍ ଅଧିବେଶନ । ରାଷ୍ଟ୍ରପତି କହିଲେ ଚାଷୀଙ୍କ ସ୍ୱାର୍ଥ ରକ୍ଷା କରିବ ୩ଟି…

କନକ ବ୍ୟୁରୋ: କରୋନା ସଂକଟ ଓ କୃଷକମାନଙ୍କ ଆନ୍ଦୋଳନ ଭିତରେ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧନ ସହିତ ଅଧିବେଶନ ଆରମ୍ଭ ହୋଇଛି । ରାଷ୍ଟ୍ରପତି ତାଙ୍କ ସମ୍ବୋଧନରେ ପ୍ରଥମେ କରୋନା ସମୟରେ ହରାଇଥିବା ଲୋକଙ୍କୁ ମନପକାଇ ଦୁଃଖ ପ୍ରକାଶ କରିଥିଲେ । ଏହା…

ବଳ ଗୋଟାଇବା ପାଇଁ ଚାଷୀଙ୍କ ମହାପଂଚାୟତ । ରାକେଶ ଟିକାୟତଙ୍କ ଡାକରାରେ ଉତ୍ତରପ୍ରଦେଶ ମୁଜାଫରନଗରରେ ବସିଛି ଚାଷୀଙ୍କ…

କନକ ବ୍ୟୁରୋ: କଣ ରହିବ କୃଷକଙ୍କ ଆଗାମୀ ରଣନୀତି? ସେ ନେଇ ଉତରପ୍ରଦେଶ ମୁଜାଫରନଗରରେ ବସିଛି ଚାଷୀଙ୍କ ମହା ପଂଚାୟତ । ବିଶେଷ କରି ୨୬ ଜାନୁଆରୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ପରେ ବ୍ୟାକଫୁଟରେ ଅଛନ୍ତି କୃଷକ ସଂଗଠନ । ତଥାପି କୃଷି ଆଇନ ପ୍ରତ୍ୟାହାର ଦାବିରେ ଜାରି ରଖିଛନ୍ତି ଆନ୍ଦୋଳନ ।…

ଯାଜପୁର ଜିଲ୍ଲା ବିଂଝାରପୁର ଅଂଚଳରେ ନିଖୋଜ କୁନି ଝିଅ ପିହୁ । ମନ୍ତ୍ରୀ ଟୁକୁନି ସାହୁଙ୍କ ବାସଭବନ ଆଗରେ ଧାରଣା ଦେଲେ…

କନକ ବ୍ୟୁରୋ: ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଘର ଆଗରେ ଧାରଣାରେ ବସି  ନେହୁରା ହୋଇଛନ୍ତି ଜଣେ ଜଣେ ମାଆ । ଆଉ ଅନୁରୋଧ କରୁଛନ୍ତି, ତାଙ୍କ ଅଲିିଅଳ ଝିଅକୁ ତାଙ୍କ କୋଳକୁ ଫେରାଇ ଦିଆଯାଉ । ଯାଜପୁର ଜିଲ୍ଲା ବିଝାଂରପୁରର କୁନି ଝିଅ ପିହୁ, ନିଖୋଜ ହେବାର ୬ ମାସ ବିତିଗଲାଣି । ହେଲେ…