Daily Archives

January 29, 2021

ଉପକୂଳ ରାଜପଥ ପ୍ରକଳ୍ପକୁ ନେଇ ରାଜନୈତିକ ବୟାନାବାଜି ସରଗରମ । ବିଜେଡି ଉପରେ ଦୋଷ ଲଦିଲା ବିଜେପି

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଭାରତମାଳା ଯୋଜନାର କୋଷ୍ଟାଲ ହାଇୱେର ନକ୍ସାରେ ବାରମ୍ବାର ପରିବର୍ତନ ହେଉଥିବା ନେଇ ବିଜେଡି କରିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ଦଳ କହିଛି, ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ସଂପୂର୍ଣ୍ଣ ତଥ୍ୟ ନଜାଣି…

ସନ୍ଧ୍ୟା ସାଢେ ୫ଟା ପରେ କାର୍ଯ୍ୟାଳୟ ଛାଡିବେ ମହିଳା । ସିଭିଲ୍ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିର୍ଦ୍ଦେଶନାମା ପଛର କାରଣ ଓ…

କନକ ବ୍ୟୁରୋ: ସଂଧ୍ୟା ସାଢ଼େ ୫ଟାରେ ଅଫିସ ଛାଡ଼ିବେ ମହିଳା କର୍ମଚାରୀ । ସିଭିଲ୍ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଚାନକ କାହିଁକି ଏପରି ଏକ ନିର୍ଦ୍ଦେଶନାମା ଦିଆଗଲା, ଏହାକୁ ନେଇ ସଂଦେହ ବଢ଼ିବାରେ ଲାଗିଛି । ଏହି ନିର୍ଦ୍ଦେଶନାମା ସପକ୍ଷରେ ସର୍ବୋଚ୍ଚ ଯନ୍ତ୍ରୀ ଯେଉଁ ଯୁକ୍ତି…

ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ? ତାହା ଏବେ ବି ରହସ୍ୟ ଘେରରେ । ପୁଲିସ ଏବେ ମୁଖ୍ୟ ଅଭିଯୁକ୍ତ…

କନକ ବ୍ୟୁରୋ: ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ଏବେ ବି ତା ଉପରୁ ପରଦା ହଟିନି । ଏହାରି ଭିତରେ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । କାହାଣୀ ହତ୍ୟାକାଣ୍ଡର ମୋଡ ନେବା ପଛର କାରଣ ହେଲା ଅଭିଯୁକ୍ତ ରାକେଶ ବିରୋଧରେ ଲାଗିଛି ଦଫା ୩୦୨…

ଦୀର୍ଘ ବର୍ଷ ହେବ ପକ୍ଷୀମାନଙ୍କ ଅନ୍ନଦାତା ସାଜିଛନ୍ତି ଜୋସେଫ ସେକର । ଲକଡାଉନରେ ବି ପକ୍ଷୀଙ୍କୁ ରଖିନଥିଲେ ଭୋକିଲା । ୪…

କନକ ବ୍ୟୁରୋ : ସେ ବୁଝନ୍ତି ପକ୍ଷୀଙ୍କ ମନ ଆଉ ପେଟ କଥା । ସେଥିପାଇଁ ସକାଳ ହେଲେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ହଜାର ହଜାର ପକ୍ଷୀ ଆସି ତାଙ୍କ ଛାତ ଉପରେ ବସିଥାନ୍ତି । ଆଉ ସେହି ପକ୍ଷୀମାନଙ୍କୁ ନିଜ ହାତରେ ଖାଇବାକୁ ଦେଇଥାନ୍ତି ଏହି ବ୍ୟକ୍ତି । ପକ୍ଷୀମାନଙ୍କ ପ୍ରତି ଥିବା ତାଙ୍କର ଏଭଳି…

୧୬୪୮ରୁ ୨୦୨୧ ମସିହାକୁ ଦେଖିଛି ଦିଲ୍ଲୀର ଲାଲକିଲ୍ଲା । ସିପାହୀ ବିଦ୍ରୋହଠାରୁ ଚାଷୀ ଆନ୍ଦୋଳନର ମୁକସାକ୍ଷୀ ଏହି ଲାଲଗଡ

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀର କେନ୍ଦ୍ରରେ ଅବସ୍ଥିତ ଲାଲ କିଲ୍ଲା । ଆମ ଦେଶର ସୌନ୍ଦଯ୍ୟ, ଭବ୍ୟତା ଓ ସ୍ୱାଧୀନତାର ପ୍ରତୀକ । ଦୀର୍ଘ ୪ ଶତାବ୍ଦୀ ଧରି ଏହି ଲାଲକିଲ୍ଲା ଭାରତର ଇତିହାସକୁ ଦେଖିଆସିଛି । ସେଇଥିପାଇଁ ତ ଏହି କିଲ୍ଲାକୁ ଦେଖିବାକୁ ଚାରିଆଡୁ ଲୋକମାନେ ଦିଲ୍ଲୀକୁ ଧାଇ ଆସନ୍ତି ।…

ଭାରତୀୟ ସାମ୍ବାଦିକତାରେ ଜାନୁଆରୀ ୨୯

ଭାରତୀୟ ସାମ୍ବାଦିକତା ତଥା ସମ୍ବାଦପତ୍ର ଦୁନିଆରେ ଜାନୁଆରୀ ୨୯ର ସ୍ଥାନ ସର୍ବଦା ସ୍ୱତନ୍ତ୍ର । କାରଣ ଏହିଦିନ ୧୭୮୦ ମସିହାରେ ପ୍ରକାଶିତ ହୋଇଥିଲା ଭାରତ ତଥା ଏସିଆ ମହାଦେଶର ପ୍ରଥମ ମୁଦ୍ରିତ ସମ୍ବାଦପତ୍ର ବେଙ୍ଗଲ ଗେଜେଟ୍ । ଯାହାର ଅନ୍ୟନାମ ଥିଲା କାଲକାଟା ଜେନେରାଲ୍ ଆଡଭେଟାଇଜର । ସେତେବେଳର…