Daily Archives

January 23, 2021

ନେତାଜୀଙ୍କୁ ନେଇ ଉଦବୋଧନ ରଖିଲେ ମୋଦୀ । କହିଲେ ସାରା ଦେଶବାସୀ ସୁଭାଷଙ୍କ ପାଖରେ ଋଣୀ । ପ୍ରତିବର୍ଷ ପାଳନ ହେବ…

କନକ ବ୍ୟୁରୋ: ନେତାଜୀଙ୍କ ପାଖରେ ଏ ସାରା ଦେଶ ଋଣୀ । ୧୩୦ କୋଟିରୁ ଅଧିକ ଲୋକଙ୍କ ଦେହରେ ଆଜି ଯେଉଁ ରକ୍ତ ବିନ୍ଦୁ ବୋହୁଛି ତା ସୁଭାଷ ବୋଷଙ୍କ ପାଖରେ ଋଣୀ । ଆଜି ପ୍ରତିିଟି ଭାରତୀୟ ନିଜ ଛାତିରେ ହାତ ରଖିଲେ ସୁବାଷ ବୋଷଙ୍କ ନାଁ ଶୁଭିବ । ଶନିବାର ପଶ୍ଚିମବଙ୍ଗରେ ନେତାଜୀ ଜୟନ୍ତୀ ଉତ୍ସବ ପାଳନ…

ନେତାଜୀ ଜୟନ୍ତୀରେ ଉଦବୋଧନ ଦେବାକୁ ମନା କରିଦେଲେ ମମତା ବାନାର୍ଜୀ । ଲୋକେ ଜୟ ଶ୍ରୀ ରାମ ନାରା ଦେବାରୁ ରାଗିଗଲେ ମମତା…

କନକ ବ୍ୟୁରୋ : ନେତାଜୀ ଜୟନ୍ତୀରେ ଉଦବୋଧନ ଦେବାକୁ ମନା କଲେ ମମତା । ଶନିବାର କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ନେତାଜୀ ଜୟନ୍ତୀ ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକମାନଙ୍କୁ ଉଦବୋଧନ ଦେବାକୁ ସିଧା ସିଧା ମନା କରିଦେଇଛନ୍ତି । ଏହି…

ଜାତୀୟଉଦ୍ୟାନ ଚାଲିଛି କୁମ୍ଭୀର ଗଣନା । ବରିଷ୍ଠ ପ୍ରାଣୀ ବୈଜ୍ଞାନିକ କହିଲେ, ପାଣି ଭିତରେ କେମିତି ହୁଏ କୁମ୍ଭୀର ଗଣା

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକାରେ ଚାଲିଛି କୁମ୍ଭୀର ଗଣନା । ଏହି ଗଣନା କାର୍ଯ୍ୟ ଜାନୁଆରୀ ୧୫ରୁ ଆରମ୍ଭ ହୋଇଛି । ଆସନ୍ତା ୨୩ ତାରିଖରେ ଏହି ପ୍ରକ୍ରିୟା ଶେଷ ହେବ । ବିଶିଷ୍ଠ ପ୍ରାଣୀ ବୈଜ୍ଞାନିକ ତଥା ବଉଳା କୁମ୍ଭୀର ବିଷାରଦ ଡକ୍ଟର ସୁଧାକର କରଙ୍କ ନେତୃତ୍ୱରେ…

କାଲି ଭାରତ ଦେଖିବ ଦିନିକିଆ ମୁଖ୍ୟମନ୍ତ୍ରୀ । ୨୪ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବେ କଲେଜ୍ ପଢୁଆ ଛାତ୍ରୀ ।…

କନକ ବ୍ୟୁରୋ : ଫିଲ୍ମ 'ନାୟକ'ର କାହାଣୀ ହୁଏତ ଆପଣଙ୍କର ମନେ ଥିବ । କିପରି ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ବନିଥିଲେ ଅନିଲ କାପୁର । ଦିନିକିଆ ମୁଖ୍ୟମନ୍ତ୍ରୀ କଥା ଉଠିଲେ ମନକୁ ଆପେ ଆପେ ଚାଲିଆସେ 'ନାୟକ' ଫିଲ୍ମର କାହାଣୀ । କିନ୍ତୁ ଆଜି ଆମେ ଆପଣଙ୍କୁ କୌଣସି ଫିଲ୍ମର କାହାଣୀ ନୁହେଁ, ବରଂ…

ଭାରତକୁ ଟିକା ମାଗିବାକୁ ଆତଙ୍କୀ ଦେଶ ପାକିସ୍ତାନକୁ ଲାଗୁଛିି ଲାଜ ? କରୋନା କାଳରେ ଲୋକଙ୍କ ଜୀବନ ପଛେ ବାଜିରେ…

କନକ ବ୍ୟୁରୋ : ଟିକା ପାଇଁ ନାହିଁ କି ଟଙ୍କା ? ନା ଭାରତକୁ ଟିକା ମାଗିବାକୁ ପାକିସ୍ତାନକୁ ଲାଗୁଛିି ଲାଜ ? ଭାରତକୁ ଭ୍ୟାକସିନ୍ ମାଗୁନି ପଡୋଶୀ ପାକିସ୍ତାନ ? କରୋନା ମହାମାରୀ ଭିତରେ ଯେତେବେଳେ ପୂରା ବିଶ୍ୱ ଅସହାୟ ହୋଇପଡିଥିଲା, ସେତେବେଳେ କରୋନା ଲଢ଼େଇରେ ଭୁତାଣୁକୁ ପରାସ୍ତ କରିବା ପାଇଁ…

ରାସ୍ତା ଉପରେ ଛାତ୍ରଛାତ୍ରୀଙ୍କୁ ଅତର୍କିତ ଆକ୍ରମଣ । ବାଲେଶ୍ୱର ସୋରରେ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ମାଡ ମାରିଲେ…

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ । ଛାତ୍ରଛାତ୍ରୀ ରାସ୍ତାକଡରେ ଠିଆ ହୋଇ କଥା ହେଉଥିବା ବେଳେ କିଛି ଯୁବକ ଅତର୍କିତ ଭାବେ ସେମାନଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହାକୁ ସେମାନଙ୍କ ପରିବାର ଲୋକ ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ…