Daily Archives

January 23, 2021

ଯୁବ ଓ ଛାତ୍ର ଗୋଷ୍ଠୀଙ୍କୁ ଆଖି ଆଗରେ ରଖି ବିଜେଡିର ଗୋଟି ଚାଳନା । ପ୍ରତି ଜିଲ୍ଲାରେ କ୍ରିକେଟ୍, ଫୁଟବଲ୍…

କନକ ବ୍ୟୁରୋ: ଖେଳ କରିବ ବିଜେଡି । କଥାଟି ଆପଣଙ୍କୁ ରୋଚକ ଲାଗିଥାଇପାରେ । ହେଲେ ଏହା ପଛର କଥାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ରାଜ୍ୟରେ କ୍ରମାଗତ ବଢିଚାଲିଛି । ହେଲେ ବିଭିନ୍ନ ସର୍ଭେ ରିପୋର୍ଟ କହୁଛି, ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଦିନ ଦ୍ୱିପହରରେ ବୋମାମାଡ କରି ଡକାୟତି । ବଲାଙ୍ଗୀର ଖପ୍ରାଖୋଲରେ ଦୁର୍ବୃତ୍ତଙ୍କ କାଣ୍ଡ । ପୁଲିସର ଛାନଭିନ୍ ଆରମ୍ଭ

କନକ ବ୍ୟୁରୋ: ଦିନ ଦ୍ୱିପହରରେ ବୋମାମାଡ଼ କରି ଡକାୟତି । ବଲାଙ୍ଗୀର ଖପ୍ରାଖୋଲ ଶାନ୍ତିପୁର ଗାଁର ଭରତ ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା ଲୁଟ କରିଛନ୍ତି ଡକାୟତ । ଦୁର୍ବୃତ୍ତ ମାନେ ପ୍ରଥମେ ବନ୍ଧୁକ, ଭୁଜାଲି ଦେଖାଇ ଘରେ ପଶି ଲୁଟ କରିଥିଲେ । ଏହା ପରେ ଗାଁରେ ବୋମା ମାଡ଼…

ଆସାମ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ଏକ ଲକ୍ଷ ଲୋକଙ୍କ ପାଇଁ ଭୂମିପଟ୍ଟା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ।

କନକ ବ୍ୟୁରୋ: ଗରିବ ଲୋକଙ୍କୁ ଭୂମି ପଟ୍ଟା ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି । ଶନିବାର ପ୍ରଧାନମନ୍ତ୍ରୀ ଆସାମ ଗସ୍ତ କରି ସେଠାରେ ଏକ ଲକ୍ଷ ଲୋକଙ୍କ ପାଇଁ ଭୂମିପଟ୍ଟା ଆବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ନିଜର ସମ୍ବୋଧନ ରଖି ଆସାମବାସୀଙ୍କୁ ଭୂୟସୀ ପ୍ରଂଶସା କରିଛନ୍ତି । ମୋଦି…

ବ୍ରାଣ୍ଡ ଅସଲି…ମାଲ ନକଲି : ଖାଲି ନକଲି ମଦ ନୁହେଁ ପାନ ମସଲା ବି ଭେଜାଲ; ଚଢାଉ ବେଳେ ଗଜପତି, ଜଳେଶ୍ବର ଏବଂ…

କନକ ବ୍ୟୁରୋ : ସାରା ରାଜ୍ୟରୁ ନକଲି ଖାଦ୍ୟ ସାମଗ୍ରୀ ଜବତ ନେଇ ପ୍ରତିଦିନ ଖବର ସାମନାକୁ ଆସୁଥିବା ବେଳେ ଚିନ୍ତାରେ ପଡିଗଲେଣି ଖାଉଟି । କେଉଁଟା ଅସଲି କେଉଁଟା ନକଲି ତାକୁ ନେଇ ଦ୍ୱଦ୍ୱରେ ପଡୁଛନ୍ତି । ଆଉ ଏତିକିବେଳେ ନିଶା ଦ୍ରବ୍ୟର ନକଲି କାରବାର ସାମନାକୁ ଆସିଛି । ଜାଣିଲେ ଆଶ୍ଚର୍ଯ୍ୟ…

ତାମିଲନାଡୁରେ ମେ ମାସରେ ହେବ ବିଧାନସଭା ନିର୍ବାଚନ । ପ୍ରଚାର ଆରମ୍ଭ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମୋଦିଙ୍କୁ…

କନକ ବ୍ୟୁରୋ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ତାମିଲନାଡୁରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଆସନ୍ତା ମେ ମାସରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ କୋଏମ୍ବାଟୁରରେ ଆଜି ରୋଡ ଶୋ କରି ପ୍ରଚାରର ଶୁଭାରମ୍ଭ କରିଛନ୍ତି ରାହୁଲ । ଏହି ଅବସରରେ ସେ…

ନେତାଜୀ ଜୟନ୍ତୀରେ ମମତାଙ୍କ ଶକ୍ତି ପ୍ରଦର୍ଶନ । ୯ କିଲୋମିଟର ବ୍ୟାପୀ ପଦଯାତ୍ରା ଆରମ୍ଭ । ଦେଶନାୟକ ଦିବସ ପାଳୁଛି…

କନକ ବ୍ୟୁରୋ: ନେତାଜୀ ଜୟନ୍ତୀରେ ପଶ୍ଚିମବଙ୍ଗରେ ଶକ୍ତି ପ୍ରଦର୍ଶନ କଲେ ମମତା । ଦୀର୍ଘ ୯ କିଲୋମିଟର ବ୍ୟାପୀ ଆରମ୍ଭ କଲେ ପଦଯାତ୍ରା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରିବା ସହିତ ଶ୍ୟାମ ବଜାରରୁ ରେଡ୍ ରୋଡ୍ ପର୍ଯ୍ୟନ୍ତ…