Daily Archives

December 9, 2020

ଜରୁରୀ ଟିକାକରଣ ପାଇଁ ସିରମ ଓ ଭାରତ ବାୟୋଟେକର ଆବେଦନ ଝୁଲି ରହିଲା । ଦୁଇ ଟିକା ନିର୍ମାତାଙ୍କୁ ସରକାର ମାଗିଲେ ଅଧିକ…

କନକ ବ୍ୟୁରୋ : ଭାରତୀୟ ଔଷଧ ନିୟନ୍ତ୍ରକ କର୍ତୃପକ୍ଷଙ୍କ ନିକଟରେ ଜରୁରୀକାଳିନ ବ୍ୟବହାର ପାଇଁ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍ ମାଗିଥିବା ଅନୁମତିକୁ ନେଇ ଅଧିକ ତଥ୍ୟ ମଗାଯାଇଛି । ଭାକସିନ୍ ସଂପର୍କରେ ଏଯାଏଁ ମିଳିଥିବା ତଥ୍ୟ ଯଥେଷ୍ଟ ନୁହେଁ ବୋଲି ଦୁଇଟି କମ୍ପାନୀକୁ ଅବଗତ…

ପୁଣି ନିୟମ କଡ଼ାକଡ଼ି, ଫେରିଲା ଜୋରିମାନା । ସ୍କୁଟି ଚାଳକଙ୍କୁ ୨୬ ହଜାର ଟଙ୍କା ଫାଇନ କଲା କମିସନରେଟ୍ ପୁଲିସ

କନକ ବ୍ୟୁରୋ : ବେଶ କିଛି ମାସର ନିରବତା ପରେ ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ କଡ଼ାକଡ଼ି ହୋଇଛି ଟ୍ରାଫିକ୍ ନିୟମ । ଆଉ ପୁଲିସ୍ ଜାଲରେ ପଡ଼ିଛନ୍ତି ଜଣେ ନାବାଳକ । ଖଣ୍ଡଗିରି ଅଂଚଳରେ ସ୍କୁଟି ନେଇ ଯାଉଥିବା ଜଣେ ନାବାଳକକୁ ୨୬ ହଜାରର ଚାଲାଣ କାଟିଛନ୍ତି ପୁଲିସ୍ କର୍ମଚାରୀ । ନାବାଳକ…

ହୁ ହୁ ହୋଇ ବଢୁଛି ତେଲ ଦର, ଗାଡି ଚଲାଇବାକୁ ଲାଗୁଛି ଡର…ମୁମ୍ବାଇରେ ଯାହା ମାଲକାନଗିରିରେ ତାହା । ୯୦ ଟପିଲା…

କନକ ବ୍ୟୁରୋ: ଗତ ୬ଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର ଲଗାତର ବୃଦ୍ଧି ହେବା ପରେ ଦୁଇଦିନ ହେଲା ସ୍ଥିର ରହିଛି । ହେଲେ ଗତ ଦୁଇବର୍ଷରେ ସର୍ବାଧିକ ସ୍ତରକୁ ଛୁଇଁଛି ତେଲଦର । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ମୁମ୍ବାଇ ଭଳି ମେଟ୍ରୋ ସହରଠାରୁ ଅଧିକ ରହିଛି ଓଡିଶାରେ ପେଟ୍ରୋଲ ଦର । ଆଜି ମାଲକାନଗିରି…

୧୨ ପ୍ରସ୍ତାବ ଉପରେ ଲାଗିଲା ରାଜ୍ୟ କ୍ୟାବିନେଟ୍ ମୋହର । ନଜର ପକାନ୍ତୁ କେଉଁ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ ?

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଦେଶରେ କୃଷକ ଆନ୍ଦୋଳନ ଜୋର ଧରିଥିବା ବେଳେ ରାଜ୍ୟ ସରକାର ଆଜି କ୍ୟାବିନେଟରେ ଏ ସଂପର୍କିତ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ପାରିତ କରିଛନ୍ତି। ରାଜ୍ୟରେ ଏମଏସ୍ ସ୍ବାମୀନାଥନ୍ କମିଟିର…

ଦିବଙ୍ଗତ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ୧୫ ଲକ୍ଷ ସହାୟତା । ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କଲେ…

କନକ ବ୍ୟୁରୋ: ପ୍ରବୀରଙ୍କ ପରିବାରକୁ ସହାୟତା । କରୋନାରେ ଆଖି ବୁଜିଥିବା ଦିବଙ୍ଗତ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରବୀରଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କଲେ ରାଜ୍ୟ ସରକାର…

ଚାଷୀ ଆନ୍ଦୋଳନ ଭିତରେ ଓଡିଶା ସରକାରଙ୍କ ବଡ ନିଷ୍ପତ୍ତି । ଏମଏସପି ପାଇଁ କ୍ୟାବିନେଟ ସଂକଳ୍ପ । ରାଜ୍ୟ କ୍ୟାବିନେଟରେ…

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନ ଭିତରେ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏମଏସ ସ୍ୱାମୀ ନାଥନ କମିଟି ସୁପାରିଶ ଲାଗୁ ହେଉ ବୋଲି କହିଲେ ରାଜ୍ୟ ସରକାର । ଏମଏସପି ପାଇଁ କ୍ୟାବିନେଟ ସଂକଳ୍ପ ହୋଇଛି । ଏନେଇ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି, ଏହାସହ ଏନେଇ କେନ୍ଦ୍ରକୁ…