Daily Archives

December 9, 2020

କରୋନା ଅଟକାଇ ପାରିଲାନି ବାହାଘର । ବାହାଘର ଦିନ ବରକୁ ହେଲା କରୋନା । ପିପିଇ କିଟ୍ ପିନ୍ଧି ବାହା ହେଲା ବର

କନକ ବ୍ୟୁରୋ : କରୋନା ମହାମାରୀ କାହାକୁ ବର୍ବାଦ କରିଦେଇଛି ତ କାହାକୁ ରାସ୍ତା ଉପରକୁ ନେଇ ଆସିଛି । ହେଲେ ରାଜସ୍ଥାନରେ ଏମିତି ଏକ ଘଟଣା ଘଟିଛି ଯେଉଁଥିରେ କରୋନା ମହାମାରୀର କାୟା ଫିକା ପଡିଯାଇଛି । କରୋନା ମହାମାରୀ ଅଟକାଇ ପାରିନାହିଁ ବାହାଘର । କରୋନା ପଜିଟିଭ ଥାଇ ବି ପିପିଇ କିଟ ପିନ୍ଧି…

ଆସିଲା ସହରୀ ଶାସନ ପରିଚାଳନା ସୂଚକାଙ୍କ ରିପୋର୍ଟ କାର୍ଡ଼ । ପ୍ରଥମ ସ୍ଥାନରେ ଓଡ଼ିଶା । ୪୦ଟି ସହର ୨୯ଟି ରାଜ୍ୟକୁ ନେଇ…

କନକ ବ୍ୟୁରୋ : ସହରୀ ପରିଚାଳନା ସୂଚକାଙ୍କ ରିପୋର୍ଟ କାର୍ଡରେ  ଓଡିଶା ହାସଲ କରିଛି ଏକ ନମ୍ବର ।  ଏନଜିଓ ପ୍ରଜା ଫାଉଣ୍ଡେସନ ପକ୍ଷରୁ କରାଯାଇଥିବା  ସର୍ଭେରେ  ମହାରାଷ୍ଟ୍ରକୁ ପଛରେ ପକାଇ ଆଗରେ ରହିଛି ଓଡିଶା । ଦେଶର ବଛା ବଛା ୪୦ ସହର ଓ ୨୯ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳରେ  ୩ ବର୍ଷ…

ଡିସେମ୍ବର ୧୪ରେ ଦେଶବ୍ୟାପୀ ପୁଣି ହେବ ଆନ୍ଦୋଳନ । ପୂରା ଦେଶରେ ଧାରଣା, ପ୍ରତିବାଦ ପାଇଁ ଚାଷୀ ସଂଗଠନ ଦେଲା ଡାକରା ।

କନକ ବ୍ୟୁରୋ : ତେଜୁଛି କୃଷି ଆନ୍ଦୋଳନ । ଆଜି ସରକାରଙ୍କ ପ୍ରସ୍ତାବକୁ ନା ମଞ୍ଜୁର କରିଛନ୍ତି କୃଷକ ସଂଗଠନ । ସରକାରଙ୍କ ପ୍ରସ୍ତାବକୁ ଖାରଜ କରିବା ସହ ଡିସେମ୍ବର ୧୪ ତାରିଖରେ ସାରା ଦେଶରେ ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି । ଏହି ଦିନ ପୂରା ଦେଶରେ ଧାରଣା ଓ ପ୍ରତିବାଦ ସହ ଜୟପୁର ଓ ଦିଲ୍ଲୀ…

ଚାଷୀ ଆନ୍ଦୋଳନ ନେଇ ରାଷ୍ଟ୍ରପତିଙ୍କୁ ଭେଟିଲେ ମିଳିତ ବିରୋଧୀ । ରାହୁଲ ଗାନ୍ଧୀ କହିଲେ, ସରକାରଙ୍କ ଉପରୁ ଭରସା…

କନକ ବ୍ୟୁରୋ: ଗୋଟେ ପଟେ ସରକାରଙ୍କ ପ୍ରସ୍ତାବକୁ ଚାଷୀ ସଙ୍ଗଠନ ଖାରଜ କରିଥିବା ବେଳେ ଅନ୍ୟପଟେ ଚାଷୀ ଆନ୍ଦୋଳନ ନେଇ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ମିଳିତ ବିରୋଧୀ । କଂଗ୍ରେସ, ଏନସିପି, ସିପିଆଇ, ସିପିଆଇଏମ ସହ ବିରୋଧୀ ରାଜନୈତିକ ଦଳର ଏକ ପ୍ରତିନିଧି ଧଳ ରାଷ୍ଟ୍ରପତିଙ୍କୁ ଭେଟିଛି ।…

ଭାରତରେ କରୋନା ଟିକା ପ୍ରସ୍ତୁତି ବୁଲି ଦେଖିଲେ ବିଶ୍ୱର ୬୦ ଦେଶର ପ୍ରତିନିଧି । ହାଇଦ୍ରାବାଦ ଭାରତ ବାୟୋଟେକରେ ହେଲା…

କନକ ବ୍ୟୁରୋ : ଭାରତରେ କେମିତି ଚାଲିଛି କରୋନା ଟିକାର ପ୍ରସ୍ତୁତି କାମ । ସ୍ଥିତି ଦେଖିବାକୁ ଭାରତରେ ଆଜି ପହଁଚିଛନ୍ତି ସାରା ବିଶ୍ୱର ୬୪ ଦେଶର ରାଷ୍ଟ୍ରଦୂତ । ବିଶ୍ୱର ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଆଜି ହାଇଦ୍ରାବାଦରେ ପହଁଚି ଭାରତ ବାୟୋଟେକରେ ଟିକା ପ୍ରସ୍ତୁତି ଦେଖିଛନ୍ତି । ଏହି ଟିମ୍…

ପରୀ ପାଇଁ ଦିଲ୍ଲୀ ଏନସିପିସିଆରରେ ହାଜର ହେଲେ ନୟାଗଡ ଏସପି ଓ ଜିଲ୍ଲାପାଳ । ଭିଡିଓ କନଫରେନ୍ସିରେ ରଖିଲେ ମତ । ପରୀର…

କନକ ବ୍ୟୁରୋ : ପରୀ ହତ୍ୟା ମାମଲା । ଏହି ମାମଲାରେ ଦିଲ୍ଲୀ ଏନସିପିସିଆରରେ ହାଜର ହୋଇଛନ୍ତି ନୟାଗଡ ଏସପି ଓ ଜିଲ୍ଲାପାଳ । ଭିଡିଓ କନଫରେନ୍ସିରେ ହାଜର ହୋଇ ଆଜି ଦିଲ୍ଲୀ ଏମସିପିସିଆରରେ ଆଜି ମତ ରଖିଛନ୍ତି ଜିଲ୍ଲାପାଳ ଓ ଏସପି । ଏହି ମାମଲାରେ ଏବେ ଏସଆଇଟି କରୁଛି ଅଧିକ ଖୋଳତାଡ । ପରୀର…