Daily Archives

December 1, 2020

କୂଳ ଲଂଘୁଛି ନଦୀ । ନଦୀ ଗର୍ଭରେ ଲୀନ ହେବାକୁ ବସିଛି ଶହ ଶହ ହେକ୍ଟର ଚାଷଜମି

କନକ ବ୍ୟୁରୋ : କୂଳ ଲଂଘୁଛି ନଦୀ । ନଦୀ ଗର୍ଭରେ ଲୀନ ହେବାକୁ ବସିଛି ଶହ ଶହ ହେକ୍ଟର ଚାଷଜମି । ନଦୀ ବନ୍ଧରୁ ବଡ ବଡ ଅତଡା ଖସି ପଡୁଛି । ଫଳରେ ଫସଲ ନଷ୍ଟ ହେଉଛି । ଖାଲି ସେତିକି ନୁହେଁ ନଦୀରେ ବନ୍ୟା ଆସି ଚାଷ ଜମିରେ ବାଲି ଚରି ଯାଉଛି । ନଦୀର ଏପରି କରାଳ ରୁପକୁ ଦେଖି ଚିନ୍ତାରେ ନଦୀ…

ନୟାଗଡଠୁ ବଳିଗଲା ନୀଳଗିରି ‘ପରୀ’ କାହାଣୀ । ପୋଖରୀ ହୁଡାରୁ ଟେକିନେଲେ, ଦୁଷ୍କର୍ମ ପରେ ବିଷ ପିଆଇ ଦେଲେ । ମୃତ୍ୟୁ ସହ…

କନକ ବ୍ୟୁରୋ: ନୟାଗଡ ପରେ ନୀଳଗିରିରୁ ଆସିଲା ପରୀ ପରି କାହାଣୀ । ପରୀକୁ କେମିତି ଅପହରଣ ପରେ ହତ୍ୟା ହୋଇଥିଲା ତାଠୁ ଅତି ଅମାନୁଷିକ ଭାବେ ନୀଳଗିରିର ପରୀ ସହ ଘଟଣା ଘଟିଛି । ଦୁଷ୍କର୍ମ ପରେ ବିଷ ପିଆଇ ନାବାଳିକାଙ୍କୁ ହତ୍ୟା ଅଭିଯୋଗ ହୋଇଛି । ପରୀ ହତ୍ୟା ନେଇ ସାରାରାଜ୍ୟରେ ଉତ୍ତେଜନା ଥମି…

ଗହୀରମଥାରେ ଗୋଳମାଳିଆ ଗଣିତ: ଅଧିକାରୀ କହୁଛନ୍ତି ଗୋଟିଏ ତଥ୍ୟ, ସରକାରୀ ଖାତା କହୁଛି ଆଉ ଗୋଟିଏ ତଥ୍ୟ । ସରକାରଙ୍କୁ…

କନକ ବ୍ୟୁରୋ: ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାର ନିଷିଦ୍ଧାଂଚଳରେ ବେଆଇନ ଭାବେ ମାଛ ମାରୁଥିବା ଟ୍ରଲର ଏବେ ବିଭାଗୀୟ ବନ ଅଧିକାରୀଙ୍କ ପାଇଁ ସୁନା ଅଣ୍ଡାଦିଆ କୁକୁଡା ସଦୃଶ୍ୟ ହୋଇଛି । ଅଭୟାରଣ୍ୟ ଅଂଚଳରେ ଶହଶହ ଟ୍ରଲର ବେଧଡକ ଭାବେ ମାଛ ମାରୁଥିବା ବେଳେ ବନବିଭାଗର ନିରବତାକୁ ନେଇ ପ୍ରଶ୍ନ…

‘ପରୀ’ ପିଶାଚ ଧରିବାକୁ ନୟାଗଡରେ ଅରୁଣ ବୋଥ୍ରା । ମୃତଦେହ ମିଳିଥିବା ସ୍ଥାନରେ ଖୋଜୁଛନ୍ତି ଖିଅ, ଫିଟିପାରେ ରହସ୍ୟ ?

କନକ ବ୍ୟୁରୋ: ନୟାଗଡରେ ପହଞ୍ଚିଲେ ଅରୁଣ ବୋଥ୍ରା । ପରୀ ମୃତ୍ୟୁ ମାମଲାର ଖୋଳତାଡ ପାଇଁ ନୟାଗଡରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ନୟାଗଡ ଯଦୁପୁର ଗାଁକୁ ଯାଇ ଅରୁଣ କରୁଛନ୍ତି ତଦନ୍ତ । ଯେଉଁ ଜାଗାରେ ପରୀର ମୃତଦେହ ମିଳିଥିଲା ସେହି ସ୍ଥାନରେ ସୁରାକ ଖୋଜୁଛନ୍ତି ଏସଆଇଟି ମୁଖ୍ୟ ବୋଥ୍ରା ।…

ବିଦ୍ୟାଳୟ ବନ୍ଦ ନିଷ୍ପତିକୁ ବିରୋଧ । କଟକ ନିଆଳିରେ ଅଭିନବ ଢଙ୍ଗରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ନିବେଦନ । କହିଲେ,…

କନକ ବ୍ୟୁରୋ : ରାଜ୍ୟ ସରକାର ତୁମକୁ କୋଟି କୋଟି ପ୍ରଣାମ । ଫେରାଇ ଦିଅ ଆମ ବିଦ୍ୟାଳୟ । କାହିଁକି ଖେଳୁଛ କୁନି କୁନି ପିଲା କୁନେଇ ଖେଳ । ଏପରି ଢଙ୍ଗରେ ନିବେଦନ କରିବା ସହିତ ନିଜର ଗୁହାରୀ ଜଣେଇଛନ୍ତି ଅଭିଭାବକ । ଗାଁରେ ଥିବା ସ୍କୁଲ ବନ୍ଦ ହେବା ପରେ ଚିନ୍ତାରେ ଅଛନ୍ତି ନିଆଳି ବ୍ଲକର…

ସମ୍ବଲପୁରରେ ଖରିଫ ଧାନ କିଣାକୁ ନେଇ ପୁଣି ଚାଷୀଙ୍କ ମନରେ ଅସନ୍ତୋଷ । ଧାନ କିଣାରେ ଆଗରୁ କ୍ୱିଣ୍ଟାଲ ପିଛା କରାଯାଉଛି…

କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲାରେ ଧାନ କିଣାରେ ଆରମ୍ଭ ହୋଇଛି କଟନି ଛଟନି । ଜିଲ୍ଲାର ଅଧିକାଂଶ ମଣ୍ଡିରେ ଓଜନ ବ୍ୟବସ୍ଥା ନଥିବାରୁ ଏହାର ଫାଇଦା ନେଉଛନ୍ତି କିଛି ଅସାଧୁ ମିଲର୍ । ସମ୍ବଲପୁର ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଥିବା ବେଳେ ଟୋକନ ଅବ୍ୟବସ୍ଥା ଚାଷୀଙ୍କ ଚିନ୍ତା ବଢାଉଛି । ଠିକ୍…