Daily Archives

December 1, 2020

ଟାଟା ମୋଟର୍ସରେ ଆକାଶ ପାଠକଙ୍କ ନିଯୁକ୍ତି ଠକେଇ ନେଇ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚର ଛାନଭିନ୍ । ୯ ଜଣିଆ ଟିମ କରୁଛି…

କନକ ବ୍ୟୁରୋ : ଆକାଶ ପାଠକଙ୍କୁ ନେଇ ବ୍ରହ୍ମପୁରରେ ତନାଘନା କରୁଛି କ୍ରାଇମବ୍ରା । ଟାଟା ମୋଟର୍ସରେ ନିଯୁକ୍ତି ନେଇ ହୋଇଥିବା ଠକେଇ ତଦନ୍ତ କରୁଛନ୍ତି । କ୍ରାଇମବ୍ରାଞ୍ଚ ଡିଏସପି ବିକାଶଙ୍କ ନେତୃତ୍ୱରେ ୯ ଜଣିଆ ଟିମ ତଦନ୍ତ କରୁଛନ୍ତି । ଏଥିରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ…

ସରକାରଙ୍କ ନିର୍ଦ୍ଦେଶକୁ ଫୁ କରି ଚାଲିଥିଲା ସ୍କୁଲ । ପଢା ଚାଲିଥିଲା, ପରୀକ୍ଷା ବି ହେଉଥିଲା… ନିୟମ…

କନକ ବ୍ୟୁରୋ: ମାନିଲେନି କୋଭିଡ୍ ନିୟମ, ସିଲ ହେଲା ସ୍କୁଲ । ଭୁବନେଶ୍ୱରରେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସ୍କୁଲ ସିଲ ହୋଇଛି । ଭୁବନେଶ୍ୱର ଚିନ୍ତାମଣିଶ୍ୱରରେ ଥିବା ସାଇ ସରସ୍ୱତୀ ବିଦ୍ୟା ମନ୍ଦିରକୁ ସିଲ କଲା ବିଏମସି । କରୋନା ପାଇଁ ସ୍କୁଲ ଖୋଲିବାକୁ କଟକଣା ଲାଗିଥିଲେ ବି ନିୟମ…

ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୨୭ ଜଣ ପଜିଟିଭ୍, ସୁସ୍ଥ ହେଲେ ୪୧ ଜଣ ।

କନକ ବ୍ୟୁରୋ: ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୨୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୧୦ଟି ପଜିଟିଭ୍ କେସ୍ ଆସିଥିବାବେଳେ ୧୭ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ…

ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପର, ଅନୁଗୁଳରେ ଏକା ସାଙ୍ଗରେ ଚାଲିଛି ଯାଞ୍ଚ । ଅଭୟକାନ୍ତଙ୍କ ଆର୍ଥିକ କାରବାର ନେଇ…

କନକ ବ୍ୟୁରୋ : ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ କେଳେଙ୍କାରୀ ଘଟଣାରେ ଭିଜିଲାନ୍ସ ଖୋଳତାଡ ଆରମ୍ଭ କରିଛି । ଅଭୟକାନ୍ତଙ୍କ ସରକାରୀ ବାସଭବନରେ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ ପକ୍ଷରୁ ଚଢାଉ କରାଯାଇଛି । ଅଭୟକାନ୍ତଙ୍କ ବନବିଭାଗ ଅଫିସରେରେ ମଧ୍ୟ ରେଡ଼ କରାଯାଇଛି । ସେହିପରି ସମ୍ବଲପୁରରେ…

ଆଉ ଟଙ୍କା ପାଇଁ ଅଟକିଯିବନି ଗରିବ ପିଲାଙ୍କ ପାଠପଢା । ଏଣିକି ଗରିବ କୁଡିଆରୁ ଡାକ୍ତର ବନିବାର ସ୍ୱପ୍ନ ହେବ ସତ, ୫ ଲକ୍ଷ…

କନକ ବ୍ୟୁରୋ : ପିଲାଦିନେ ଆମେ ଅନେକ ସ୍ୱପ୍ନ ଦେଖିଥାଉ । କିଏ ବୈଜ୍ଞାନିକ ହେବାକୁ ଆଶା ରଖିଥାଏ ତ ଆଉ କିଏ ଡାକ୍ତର, ଇଞ୍ଜିନିୟର । ହେଲେ ଟଙ୍କା ଅଭାବରୁ ଅନେକ ମେଧାବୀ ଛାତ୍ରଙ୍କ ସ୍ୱପ୍ନ ପୂରା ହୋଇପାରେ ନାହିଁ । ଏବେ କିନ୍ତୁ ଟଙ୍କା ଅଭାବରୁ ଆଉ ପାଠପଢାରୁ କେହି ବଂଚିତ ହେବେ ନାହିଁ । ଗରିବ…

ବଢୁଛି ପରୀ ତାତି: ସିବିଆଇ ତଦନ୍ତ ସହ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି; ସେପଟେ ଅରୁଣ…

କନକ ବ୍ୟୁରୋ: ପରୀ ମୃତ୍ୟୁ ମାମଲାରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ପରେ ବି ଏହି ମାମଲା ଥମିବାର ନାଁ ନେଉନି । ଗତକାଲି ନୟାଗଡ଼ ଜିଲ୍ଲା ଯଦୁପୁର ଗାଁରେ ପରୀ ବାପା ମାଆଙ୍କୁ ଭେଟିବା ପରେ ଆଜି ରାଜ୍ୟପାଳଙ୍କୁ ଭେଟିଛନ୍ତି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ଏସଆଇଟି ନୁହେଁ ଏହି ମାମଲାର…