Daily Archives

November 12, 2020

ଦେଶରେ ଆର୍ଥିକ ସ୍ଥିତି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଷ୍ଟିମୁଲେସ ପ୍ୟାକେଜ : କହିଲେ, ସୁଧୁରୁଛି କରୋନା…

କନକ ବ୍ୟୁରୋ : ଦେଶର ଅର୍ଥନୀତିକୁ ସୁଦୃଢ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଷ୍ଟିମୁଲସ ପ୍ୟାକେଜ ଘୋଷଣା କରିଛନ୍ତି । ନିଯୁକ୍ତିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ଘୋଷଣା କରିଛନ୍ତି । କୋଭିଡ କାଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା…

ଦୁଇବର୍ଷ ହେବ ଖାଲି ପଡିଛି ପୌରାଞ୍ଚଳର ଲୋକପ୍ରତିନିଧି ପଦବୀ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୬ ମାସ ମଧ୍ୟରେ ନିର୍ବାଚନ…

କନକ ବ୍ୟୁରୋ : ପୌର ନିର୍ବାଚନକୁ ନେଇ ୨ ବର୍ଷ ହେବ ଲାଗି ରହିଛି ଅଚଳାବସ୍ଥା । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୬ ମାସ ମଧ୍ୟରେ ନିର୍ବାଚନ କରିବାକୁ ସରକାରଙ୍କ ପ୍ରସ୍ତୁତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସଂରକ୍ଷଣ ହାର ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି…

ପାଟଣାଗଡ ସଅଁରାପଡାରେ ପରିବାରର ୬ଜଣଙ୍କ ମୃତ୍ୟୁ ଘଟଣା : ପାଟଣାଗଡ ଥାନାରେ ପହଞ୍ଚିଲେ ମୃତକଙ୍କ ୫ ପୁଅ ; ଘଟଣା…

କନକ ବ୍ୟୁରୋ : ବଲାଙ୍ଗୀର ପାଟଣାଗଡ ସଅଁରାରେ ଗୋଟିଏ ପରିବାର ୬ଜଣଙ୍କ ମୃତ୍ୟୁ ଘଟଣା ଏବେ ବି ରହସ୍ୟ ଘେରରେ ଅଛି ।  ୨୪ ଘଂଟା ପରେ ବି ପୁଲିସ କୌଣସି ଟେର ପାଉନାହିଁ । ସେପଟେ ପଟଣାଗଡରେ ପଂହଚିଛନ୍ତି ମୃତକଙ୍କ ୫ ପୁଅ । ସେପଟେ ସନ୍ଦେହରେ  ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ପୂର୍ବ…

ଘରକୁ ଫେରିଲେ ଅପହୃତ ବ୍ୟବସାୟୀ : ଅପହରଣର ୫ ଦିନ ପରେ ଝାଡ଼ଖଣ୍ଡରୁ ହେଲେ ଉଦ୍ଧାର

କନକ ବ୍ୟୁରୋ : ଘରକୁ ଫେରିଲେ ଅପହୃତ ବ୍ୟବସାୟୀ । ଅପହରଣ ୫ ଦିନ ପରେ ଘରକୁ ଫେରିଲେ ବ୍ୟବସାୟୀ ପ୍ରଦୀପ କୁଣ୍ଡୁ । ଝାଡ଼ଖଣ୍ଡରୁ ତାଙ୍କୁ ଉଦ୍ଧାର କରାଯାଇଛି । ପ୍ରେସମିଟରେ ଏନେଇ ବିସୃତ ସୂଚନା ଦେବ ପୋଲିସ । ଗତ ଶନିବାର ଦିନ ପ୍ରଦୀପଙ୍କୁ ଅପହରଣ କରାଯାଇଥିଲା । ଏହା ପରେ ପ୍ରଦୀପଙ୍କ ସ୍ତ୍ରୀକୁ…

ସ୍ୱାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରଣ ଜବତ : ୧୪୮ ରାଉଣ୍ଡ ଗୁଳି, ୧୪ଟି ହ୍ୟାଣ୍ଡ ଗ୍ରେନେଡ୍, ୨ଟି…

କନକ ବ୍ୟୁରୋ : ସ୍ୱାଭିମାନ ଅଂଚଳ ସ୍ଥିତ ଜୋଡାମ୍ବ ଥାନା ଅନ୍ତର୍ଗତ ଓରାପାଦର ଓ ଅଣ୍ଡ୍ରାପାଲି ଠାରେ ଚାଢାଓ କରି ବିପୁଳ ପରିମାଣ ରେ ମାଓ ସାମଗ୍ରୀ ଜବତ କଲେ ବିଏସଏଫ, ଡିଭିଏଫ ଓ ଏସଓଜି ଯବାନ । ଜବତ ସାମଗ୍ରୀ ମଧ୍ୟରେ ୯୩ ରାଉଣ୍ଡ ଥ୍ରୀ ନଟ୍ ଥ୍ରୀ ବନ୍ଧୁକ ଗୁଳି, ୫୩ ରାଉଣ୍ଡ ୯ ଏମ୍.ଏମ୍.…

ଗାଁକୁ ନାହିଁ ନେଟୱାର୍କ, ଅନଲାଇନ ପାଠପଢା ଠପ୍ : ପୁରୀ ଜିଲ୍ଲା ଖାଲକଟାପାଟଣା ଗାଁର ସମସ୍ୟା

କନକ ବ୍ୟୁରୋ : ଗାଁକୁ ନାହିଁ ନେଟୱାର୍କ । ଅନଲାଇନ ଦ୍ୱାରା ପାଠ ପଢ଼ିପାରୁ ନାହାନ୍ତି ଛାତ୍ରଛାତ୍ରୀ । ପୁରୀ ଜିଲ୍ଲା ଖାଲକଟାପାଟଣା ଗାଁରେ ଦେଖିବାକୁ ମିଳିଛି ଏହି ସମସ୍ୟ । କୋଣାର୍କ ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ ରାସ୍ତା କଡ଼ରେ ଥିବା ଏହି ଗାଁକୁ ମୋବାଇଲ ନେଟୱାକ ଆସୁନଥିବାରୁ ଅନଲାଇନ ପାଠ…