Daily Archives

November 12, 2020

ଉପନିର୍ବାଚନ ଫଳା ଫଳକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି । ସଂନ୍ଧ୍ୟାରେ ବାଲେଶ୍ୱର ଓ ତିର୍ତ୍ତୋଲର ଦଳୀୟ କର୍ମୀଙ୍କୁ ସମ୍ବୋଧନ…

କନକ ବ୍ୟୁରୋ: ଆଜି ସଂନ୍ଧ୍ୟାରେ ସମ୍ବୋଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଉପନିର୍ବଚନରେ ବିଜେଡିର ବାଜିମାତ୍ ପରେ ଆଜି ଉଭୟ ବିଧାନସଭାର ଭୋଟର ମାନଙ୍କୁ ସମ୍ବୋଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସଂନ୍ଧ୍ୟା ୬ ଟାରେ ମୁଖ୍ୟମନ୍ତ୍ରୀ ଭିଡିଓ…

ଭିଜିଲାନ୍ସ ଜାଲରେ କିରାଣି : ଭୁବନେଶ୍ୱର ସବ କଲେକ୍ଟର ଅଫିସର କିରାଣୀ ଉଦୟ ନାଥ ଜେନାଙ୍କ ଘରେ ଓ ଅଫିସରେ ରେଡ଼ 

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ କିରାଣୀ । ଭୁବନେଶ୍ୱର ସବ କଲେକ୍ଟର ଅଫିସର କିରାଣୀ ଉଦୟନାଥ ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ରେଡ କରାଯାଇଛି । ଉଦୟନାଥ ଜେନାଙ୍କ ଭୁବନେଶ୍ୱର ସୁନ୍ଦରପଦା ବାସଭବନ,କେନ୍ଦ୍ରାପଡା ରାଜନଗରରେ ଥିବା ଘର ଓ ଅଫିସରେ ରେଡ…

ବିନା ଗ୍ୟାରେଣ୍ଟିରେ ମିଳିବ ୫ ଲକ୍ଷ ଟଙ୍କାର ଋଣ । ଡିଜିଟାଲ ପ୍ଲାଟଫର୍ମରେ ଋଣ ଦେବ ପେମେଣ୍ଟ ଆପ୍ ପେଟିଏମ୍ । କ୍ଷୁଦ୍ର…

କନକ ବ୍ୟୁରୋ : ଏବେ ଋଣ କରିବା ହେଲା ଆହୁରି ସହଜ । ଆଉ ବ୍ୟାଙ୍କ ଆଗରେ ଋଣ ପାଇଁ ଗୋଡ ଭାଙ୍ଗି ଠିଆ ହେବାକୁ ପଡିବନି ଗ୍ରାହକ ମାନଙ୍କୁ । ଋଣ ଦେବାକୁ ବ୍ୟାଙ୍କ ଆଉ ମାଗି ପାରିବ ନାହିଁ ଗ୍ୟାରେଣ୍ଟର କି ଗ୍ୟାରେଣ୍ଟି । ଏବେ ବିନା ଗ୍ୟାରେଣ୍ଟର ଓ ବିନା ଗ୍ୟାରେଣ୍ଟିରେ ଆପଣଙ୍କୁ ମିଳିଯିବ ୫ ଲକ୍ଷ…

ଫାଷ୍ଟ ଟ୍ୟାଗ୍ ପାଇଁ ନୂଆ ଆଇନ୍ । ଏଣିକି ସବୁଗାଡି ପାଇଁ ବାଧ୍ୟତା ମୂଳକ ଫାଷ୍ଟଟ୍ୟାଗ,ପଞ୍ଜିକରଣ ଓ ବୀମା ପୂର୍ବରୁ…

କନକ ବ୍ୟୁରୋ : ଏବେ ସବୁ ଗାଡି ପାଇଁ ବାଧ୍ୟତାମୂଳକ ହେବ ଫାଷ୍ଟଟ୍ୟାଗ୍ ବ୍ୟବସ୍ଥା । ଏନେଇ ଅଧିସୂଚନା ଜାରି କଲେ କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ । ସୂଚନା ମୁତାବକ ୨୦୨୧ ସୁଦ୍ଧା ସମସ୍ତ ପୁରୁଣା ଗାଡି ପାଇଁ ବି ଫାଷ୍ଟଟ୍ୟାଗ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି । ଡିସେମ୍ବର…

୧୨ ବର୍ଷ ପରେ ସତ ମାନିଲା ପାକିସ୍ତାନ । ୨୬/୧୧ ମୁମ୍ବାଇ ଆକ୍ରମଣରେ ସାମିଲଥିଲେ ୧୧ ଲସ୍କର ଆତଙ୍କବାଦୀ । ଷଡଯନ୍ତ୍ର…

କନକ ବ୍ୟୁରୋ : ୨୬/୧୧ ମୁମ୍ବାଇ ଆକ୍ରମଣ ପଛରେ ପାକିସ୍ତାନର ହାତ । ଏହି କଥା ସ୍ୱିକାର କରିବାକୁ ପାକିସ୍ତାନ ନେଲା ୧୨ ବଷ ର୍ ସମୟ । ୨୬/୧୧ ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିଲେ ୧୧ ଜଣ ଲସ୍କର ଇ-ତୋଇବାର ଆତଙ୍କବାଦୀ । ଏ ସଂପର୍କରେ ପ୍ରଥମଥର ପାଇଁ ନିଜେ ସ୍ୱିକାର…

ଏମିତି ଆସେ ମୃତ୍ୟୁ : ସ୍କୁଟରେ ଯାଉଥିବାବେଳେ ଚଢିଗଲା ଅଜଣା ଗାଡି; ଘଟଣାସ୍ଥଳରେ ମା ଓ ଶିଶୁପୁତ୍ର ମୃତ

କନକ ବ୍ୟୁରୋ : ସୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଆଖି ବୁଜିଲେ  ମା, ଶିଶୁ ପୁତ୍ର । ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ବାପା ଗୁରୁତର ଆହତ ହୋଇଛନ୍ତି । ସୋରରୁ ବାଲେଶ୍ୱର ମେଡ଼ିକାଲ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଖନ୍ତାପଡ଼ା ନିକଟରେ ଘଟିଛି ଏହି…