ଇଶାନ କିଷାନଙ୍କ ଦମଦାର ବ୍ୟାଟିଂ । ୯ ୱିକେଟରେ ବିଜୟ ହାସଲ କଲା ମୁମ୍ବାଇ । ଶୀର୍ଷ ସ୍ଥାନ ବଜାୟ ରଖିଲା ମୁମ୍ବାଇ…
କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ଇଶାନ କିଷାନଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ମୁମ୍ବାଇ ଏହି ମ୍ୟାଚରେ ୯ ୱିକେଟରେ ବିଜୟ ହାସଲ କରିଛି । ବିଜୟ ହାସଲ ସହ ମୁମ୍ବାଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି ।
ଏହି ମ୍ୟାଚରେ ମୁମ୍ବାଇ ଟସ୍ ଜିତି ବୋଲିଂ ନିଷ୍ପତ୍ତି…