Daily Archives

October 17, 2020

ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ । ୭ ୱିକେଟରେ ବିଜୟ ହାସଲ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

କନକ ବ୍ୟୁରୋ : ଆଜିର ମ୍ୟାଚରେ ଏବି ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ବାଙ୍ଗାଲୋର ଏହି ମ୍ୟାଚକୁ ରାଜସ୍ଥାନଠାରୁ ୭ ୱିକେଟରେ ବିଜୟୀ ହୋଇଛି । ଫଳରେ ବାଙ୍ଗାଲୋର ୨ ପଏଣ୍ଟ ପାଇ ପଏଣ୍ଟ ଟେବୁଲରେ ନିଜ ସ୍ଥାନ ସୁରକ୍ଷିତ ରଖିଛି । ଏହି ମ୍ୟାଚରେ ରାଜସ୍ଥାନ ପ୍ରଥମେ…

ଟସ୍ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବାକୁ ଆସିବ ଦିଲ୍ଲୀ କ୍ୟାପିଟାଲ । 

କନକ ବ୍ୟୁରୋ : ଆଜିର ଆଇପିଏଲ ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ଓ ଦିଲ୍ଲୀ । ଏହି ମ୍ୟାଚରେ ଚେନ୍ନାଇ ଟସ୍୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବୋଲିଂ ପାଇଁ ଆସିବ ଦିଲ୍ଲୀ ଦଳ । ଚେନ୍ନାଇ ପକ୍ଷରୁ ଦୁଇ ଓପନର ବ୍ୟାଟିଂ ପାଇଁ ଆସିବେ । ଚେନ୍ନାଇ ପାଇଁ ଏହି ମ୍ୟାଚ…

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତ ସଂଖ୍ୟା । ଆଜି ଆଉ ୨୧୬ ପଜିଟିଭ ଚିହ୍ନଟ । କ୍ୱାରେଣ୍ଟାଇନ ସେଣ୍ଟରରୁ ୫୫, ଲୋକାଲ…

କନକ ବ୍ୟୁରୋ : ଭୁବନେଶ୍ୱରରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାସହ ସୁସ୍ଥ ସଂଖ୍ୟା ବଢିବାରେ ଲାଗିଛି । ଆଜି ଭୁବନେଶ୍ୱରରୁ ୨୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୫୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟରୁ ୧୬୧ ଜଣ ଚିହ୍ନଟ ହୋଇଛନ୍ତି । ଏହା…

ହିଂସା ଉଦ୍ରେକକାରୀ ଟ୍ୱିଟ୍‌କୁ ନେଇ କଙ୍ଗନାଙ୍କ ବିରୋଧରେ ମାମଲା କରିବାକୁ କୋର୍ଟଙ୍କ ଆଦେଶ ପରେ ଶିବସେନାକୁ ପପୁସେନା…

କନକ ବ୍ୟୁରୋ : ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ନେଇ ଆରାମ୍ଭ ହୋଇଥିବା ରାଜନୈତିକ ବାକ୍ ବିତଣ୍ଡା ଏବେ ବ୍ୟକ୍ତିଗତ ସ୍ଥରକୁ ଓହ୍ଲାଇ ସାରିଛି । ଆଳୁ ଖୋଳୁ ଖୋଳୂୁ ମହାଦେବ ବାହାରିବା ଭଳି ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାର ତଦନ୍ତ ହେଉ ହେଉ ତାହା ବଲଉଡର ଡ୍ରଗ୍ସ କାରବାର ଯାଏଁ…

ଭୁବନେଶ୍ୱରରେ ବସ ମାଲିକଙ୍କୁ ବଟି ମାଗି ୪ ଗିରଫ । ‘ଦାଦାବଟିକୁ ନାଁ ଅଭିଯାନ’ରେ ଗିରଫ କଲା ପୋଲିସ । କ୍ୟୁଏଟ ଓ…

କନକ ବ୍ୟୁରୋ : ଭୁବନେଶ୍ୱରରେ ବସ ମାଲିକଙ୍କୁ ବଟି ମାଗି ୪ ଜଣ ଗିରଫ ହୋଇଛନ୍ତି । ଦାଦାବଟିକୁ ନାଁ ଅଭିଯାନରେ କମିଶନରେଟ ପୋଲିସ ତାଙ୍କୁ ଗରିଫ କରିଛି । ବରମୁଣ୍ଡା ବସ ଷ୍ଟାଣ୍ଡରୁ କ୍ୟୁଏଟ ଓ ଖଣ୍ଡଗିରି ଥାନା ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ସେହିପରି ଆଜି ଭୁବନେଶ୍ୱରରୁ ଦାଦାବଟି…

କେତେ ବାଟ ଆଗେଇଛି ଉନ୍ନତୀକରଣ କାମ ? ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କନକ ବ୍ୟୁରୋ: ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ କରଣ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପୁରୀରେ ପହଞ୍ଚି ମନ୍ଦିର ଚାରିପାଖ ଉନ୍ନତୀକରଣ କାମର ସମୀକ୍ଷା କରିଛନ୍ତି ନବୀନ । ସନ୍ଧ୍ୟା ୫ଟାରେ ପହଞ୍ଚି ଶ୍ରୀମନ୍ଦିର ଆଗରେ ବୁଲି ବୁଲି କାମ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ…