Daily Archives

October 15, 2020

ଚୀନ୍ କରୁଛି ସାଂଘାତିକ ଷଡଯନ୍ତ୍ର । ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଡ୍ରାଗନବାହିନୀକୁ ଚୀନ୍ ରାଷ୍ଟ୍ରପତିଙ୍କ…

କନକ ବ୍ୟୁରୋ :  ସୀମା ସେପାଖରେ ଷଡଯନ୍ତ୍ର କରୁଛି ଡ୍ରାଗନ୍  । ଏକଥା ଆମେ ଏଥିପାଇଁ କହୁଛୁ, କାରଣ ଏବେ ଚୀନ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ । ଲଦାଖରେ ସୀମା ବିବାଦ, ଦକ୍ଷିଣ ଚୀନ୍ ସାଗରରେ ଆମେରିକା ସହିତ ବିବାଦ ଭିତରେ…

ଆମେରିକା ବୈଜ୍ଞାନିକଙ୍କ ଦାବି । ଦ୍ୱିତୀୟ ଥର କରୋନା ସଂକ୍ରମଣ ଅତ୍ୟନ୍ତ ବିରଳ । ଥରେ ସଂକ୍ରମଣ ହେଲେ ଶରୀରରେ ସୃଷ୍ଟି…

କନକ ବ୍ୟୁରୋ : ଥରେ କରୋନା ମୁକ୍ତ ହେଲେ ପୁଣିଥରେ ସଂକ୍ରମଣ ହୋଇଥାଏ କି? ଯଦି ହୋଇଥାଏ ତେବେ କେତେ ଦିନ ପରେ ହୋଇଥାଏ? ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଛି । କାରଣ ଯଦି ଦ୍ୱିତୀୟ ବାର କରୋନା ହେଉଥିବା କଥା ସତ ତେବେ କରୋନା ସମ୍ପୂର୍ଣ୍ଣ ଭାବେ କେବେ ଯିବ, ତାହା କଳ୍ପନା କରିବା…

ଟିଆରପି ସ୍କାମ ଚର୍ଚ୍ଚା ପରେ ବାର୍କ ବନ୍ଦ କଲା ସବୁ ନ୍ୟୁଜ ଚ୍ୟାନେଲର ଟିଆରପି ।୩ ମାସ ପାଇଁ ବନ୍ଦ ହେଲା ରେଟିଂ ।

କନକ ବ୍ୟୁରୋ : ଟିଆରପି ସ୍କାମ ଚର୍ଚ୍ଚା ପରେ ବାର୍କ ବନ୍ଦ କରିଛି ସବୁ ନ୍ୟୁଜ ଚ୍ୟାନେଲର ଟିଆରପି । ଟେଲିଭିଜନ ରେଟିଂ ଏଜେନ୍ସି ‘ବାର୍କ’ ୩ ମାସ ପାଇଁ ଏହି ରେଟିଂ ପ୍ରକ୍ରିୟା ବନ୍ଦ କରିବା ନେଇ ସୂଚନା ଦେଇଛି । ବାର୍କ କହିଛି, ବର୍ତମାନର ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଏହି ପଦକ୍ଷେପ…

ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଭାଇରାଲ ଭିଡିଓ ମାମଲାରେ ନୂଆ ମୋଡ଼ । ଓଟିଭି ସାମ୍ବାଦିକ ରମେଶ ରଥଙ୍କୁୁ ଉଠାଇନେଲା…

କନକ ବ୍ୟୁରୋ : ସାଂସଦ ଚନ୍ଦ୍ରାଣି ମୁର୍ମୁ ଭାଇରାଲ ଭିଡିଓ ମାମଲାରେ ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ଆଜି ଉଠାଇ ନେଇଥିଲା ପୋଲିସ୍ । ଚନ୍ଦ୍ରାଣି ମୁର୍ମୁ ଭାଇରାଲ ଭିଡିଓ ମାମଲାରେ ଆଇପି ଆଡ୍ରେସ ଟ୍ରାକିଂ କରି ପୋଲିସ ରମେଶ ରଥଙ୍କ ଲିଙ୍କ ପାଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା…

ଉପନିର୍ବାଚନ ପାଇଁ ପାଗ ଭିଡୁଛନ୍ତି ନେତା । ବାଲେଶ୍ୱରରେ ନାମାଙ୍କନ ଭରିଲେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ।…

କନକ ବ୍ୟୁରୋ: ବାଲେଶ୍ୱର, ତିର୍ତୋଲ ଉପ ନିର୍ବାଚନରେ କାହାକୁ ମିଳିବ ଜନତାଙ୍କ ଭୋଟ, କାହାର ହେବ ବାଜିମାତ । ଆରମ୍ଭ ହୋଇଯିବ ଘମାଘୋଟ ଲଢେଇ । ପାଗ ଭିଡିଲାଣି ରାଜନୀତି । ବାଲେଶ୍ୱର ବିଜେଡିରେ ଥିବା ଗୋଷ୍ଠୀ କନ୍ଦଳକୁ ପଛରେ ପକାଇ ଆଜି ବିଜେଡି ପ୍ରାର୍ଥୀ ସ୍ୱରୁପ ଦାସଙ୍କୁ ଜିତାଇବା ପାଇଁ…

ମନ୍ଦିର ଖୋଲିବା ଉଚିତ କି ନୁହେଁ, ଯଦି ଖୋଲିବ କ’ଣ କଟକଣା ରହିବା ଆବଶ୍ୟକ?

କନକ ବ୍ୟୁରୋ: ମନ୍ଦିର ଖୋଲିବା ଉଚିତ କି ନୁହେଁ, ଯଦି ଖୋଲିବ କେମିତି କଟକଣା ରହିବା ଉଚିତ୍, ଏମିତି ପ୍ରସଙ୍ଗ ଉପରେ ମତାମତ ନେଉଛନ୍ତି ମନ୍ଦିର ଓ ଜିଲ୍ଲା ପ୍ରଶାସନ । ମରାଜ୍ୟ ସରକାରଙ୍କଠାରୁ ପ୍ରସ୍ତାବ ପାଇବା ପରେ ଏଭଳି ଆଲୋଚନା ପ୍ରକ୍ରିୟା ଆରମ୍ଭ କରିଛି ମନ୍ଦିର ପ୍ରଶାସନ । ପ୍ରଥମେ…