Daily Archives

May 15, 2024

ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ବିଜେପି ମହିଳାକର୍ମୀଙ୍କ ସହ ସୁଭଦ୍ରା ଯୋଜନା ବାବଦରେ ଆଲୋଚନା କଲେ ଜେପି…

କନକ ବ୍ୟୁରୋ : ବିଜେପିର କେନ୍ଦ୍ରୀୟ ନେତାମାନେ ଓଡିଶାକୁ ଫୋକସ କରିଛନ୍ତି । ଗୋଟିଏ ପଟେ ଆଜି ବିଜେପି ନେତା ଅମିତ୍ ଶାହା ଓଡିଶାରେ ନିର୍ବାଚନ ପ୍ରଚାର କରିବା ସହ କଟରେ ରୋଡ ସୋ କରିଛନ୍ତି । ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଜେପି ତାର ଇସ୍ତାହାରରେ ଦେଇଥିବା ସୁଭଦ୍ରା…

ପୁଣି କମାଲ କଲେ ନୀରଜ ଚୋପ୍ରା । ଅଲମ୍ପିକ ପୂର୍ବରୁ ଫର୍ମକୁ ଫେରିଲେ ନୀରଜ, ଜିତିଲେ ସ୍ୱର୍ଣ୍ଣ

କନକ ବ୍ୟୁରୋ : ଆଥଲେଟିକ୍ସ ଫେଡେରେଶନ କପ୍ ୨୦୨୪ ରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଭୁବନେଶ୍ୱରରେ ଚାଲିଥିବା ଏହି କପରେ ନୀରଜ ୮୨.୨୭ ମିଟର ଜାଭଲିନ୍ ଥ୍ରୋ କରି ସଫଳତା ହାସଲ କରିଛନ୍ତି । ଡୋପୀ ମନୁଙ୍କୁ ପଛରେ ପକାଇ ନୀରଜ ସ୍ୱର୍ଣର୍ ପଦକ ଜିତିଛନ୍ତି । ଭାରତର ଅଲମ୍ପିକ…

ଝାରସୁଗୁଡାରେ ବଢିଲା ବିଜେଡିର ଶକ୍ତି । ବିଜେପି ଛାଡି ବିଜେଡିରେ ଯୋଗଦେଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା

କନକ ବ୍ୟୁରୋ : ନିର୍ବାଚନ ଯେତେ ପାଖେଇ ଆସୁଛି ଝାରସୁଗୁଡା ଲୋକସଭା କ୍ଷେତ୍ରରେ ବିଜେଡି ମଜବୁତ ହେବାରେ ଲାଗିଛି । ଜଣଙ୍କ ପରେ ଜଣେ ବିଜେପିର ବରିଷ୍ଠ ନେତା ଦଳଛାଡି ବିଜେଡିରେ ଯୋଗ ଦେବାରେ ଲାଗିଛନ୍ତି । ବିଜେପି ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ବିଜେଡିରେ ମିଶିଥିଲେ , ଆଜି ପୁଣି…

କଂଗ୍ରେସ ନେତା ତଥା ଝାଡଖଣ୍ଡ ମନ୍ତ୍ରୀ ଆଲମଗିରି ଆଲମ ଗିରଫ । -ଦୁଇଦିନର ପଚରାଉଚରା ପରେ ଇଡିର କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : କଂଗ୍ରେସ ନେତା ତଥା ଝାଡଖଣ୍ଡର ମନ୍ତ୍ରୀ ଆଲମଗିରି ଆଲମକୁ ପ୍ରବର୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରିବା ପରେ ଗିରଫ କରିଛି । ଆଲମଙ୍କ ସଚିବଙ୍କ ଚପରାଶିଙ୍କ ଘରୁ କିଛିଦିନ ତଳୁ ୩୭ କୋଟିରୁ ଅଧିକ ଟଙ୍କା ମିଳିଥିଲା । ଏହାପରେ ଆଲମଗିରି ଆଲମଙ୍କୁ ପଚରାଉଚରା କରିଥିଲା ପ୍ରବର୍ତନ…

କିଏ ହେବେ ଟିମ୍ ଇଣ୍ଡିଆର ପରବର୍ତୀ ମୁଖ୍ୟ ପ୍ରଶିକ୍ଷକ? । ଷ୍ଟିଫେନ୍ ଫ୍ଲେମିଂ, ଜଷ୍ଟିନ ଲାଙ୍ଗରଙ୍କୁ ନେଇ ଚର୍ଚ୍ଚା,…

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ପରେ ଶେଷ ହେବାକୁ ଯାଉଛି । ଟିମ୍ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ । ପରବର୍ତୀ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି ନେଇ ବିସିସିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ରାହୁଲ ଦ୍ରାବିଡ ଚାହିଁଲେ ପୁଣିଥରେ ଆବେଦନ କରିପାରିବେ ବୋଲି…

ବିଜେପି ସରକାରଙ୍କୁ ଅଭିନେତ୍ରୀ ରଶ୍ମୀକା ମନ୍ଦାନାଙ୍କ ପ୍ରଂଶସା । ଦଶନ୍ଧି ମଧ୍ୟରେ ଭାରତ ବିକାଶ ପଥରେ ଦୌଡୁଥିବା ବୟାନ

କନକ ବ୍ୟୁରୋ : ନିର୍ବାଚନ ଭିତରେ ଯେଉଁଠି ରାଜନୀତି ଦଳଗୁଡିକ ଭିତରେ ବୟାନବାଜୀ ଜୋରଦାର ଚାଲିଛି ସେଠି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଂଶସାରେ ପୋତି ପକାଉଛନ୍ତି କଳାକାର । ଅଭିନେତ୍ରୀ ରଶ୍ମୀକା ମନ୍ଦାନା ମୋଦୀଙ୍କ ପ୍ରଂଶସା କରିବା ସହ ବିଜେପି ସରକାରଙ୍କ ୧୦ବର୍ଷର ଶାସନ ଦେଶକୁ ବିକାଶପଥରେ…