କନକବ୍ୟୁରୋ:ରାଜଧାନୀରୁ ଧରାପଡ଼ିଲା ସିନ୍ଧି ଚୋର । ସାଇକେଲରେ ବୁଲି ବୁଲି ନନ୍ଦନକାନନ ଅଂଚଳରୁ ଲୁଟ୍ କରୁଥିବା ସିନ୍ଧି ଚୋର ସୁମନ ଶବରକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ନିକଟରୁ ୬ଲକ୍ଷର ସୁନାଗହଣା ସହ ନଗଦ ୩୭ହଜାର ଟଙ୍କା, ମୋବାଇଲ ଫୋନ ଓ କ୍ୟାମେରା ଜବତ କରିଛି ପୋଲିସ । ଗିରଫ ସୁମନ ଶବର ନାରେ ୬ରୁ ଅଧିକ ମାମଲା ରହିଛି ।
ରାଜଧାନୀରୁ ଧରାପଡ଼ିଲା ସିନ୍ଧି ଚୋର । ଅଭିଯୁକ୍ତଙ୍କ ନାମରେ ରହିଛି ୬ରୁ ଅଧିକ ମାମାଲା
/kanak/media/post_attachments/wp-content/uploads/2024/05/32-14.jpg)