Daily Archives

October 10, 2020

ଏମିତି ବି ଆସେ ଦୁଃଖ । ସ୍ୱାମୀଙ୍କ ମୃତ୍ୟୁକୁ ୨ ଦିନ ନପୁରୁଣୁ ପୋଡ଼ିଗଲା ଘର । ପାଉଁଶ ହୋଇଗଲା ଘରେ ଥିିବା ଆସବାବପତ୍ର ।…

କନକ ବ୍ୟୁରୋ : ସ୍ୱାମୀ ମରିବାର ୨ ଦିନ ନ ପୁରୁଣୁ ଜଳିଗଲା ଘର । ପାଉଁଶରେ ମିଶିଗଲା ଘରର ସବୁ ଜିନିଷ । ବିଧବା ସ୍ତ୍ରୀ ନିଜର ୨ ଛୋଟ ସନ୍ତାନ କୁ ନେଇ ଏବେ ବାର ଦୁଆର । ନା ଖାଇବାକୁ ମୁଠାଏ ଚାଉଳ ଅଛି ନା ପିନ୍ଧିବାକୁ ଲୁଗା । ବିପତି ଉପରେ ବିପତି । ସ୍ୱାମୀର ମୃତ୍ୟୁକୁ ନେଇ ଦୁଃଖ କରିବ ନା…

ଦିନେଶ କାର୍ତ୍ତିକଙ୍କ ଦମଦାର ବ୍ୟାଟିଂ । ୧୬୪ ରନ କଲା କୋଲକାତା । ପଞ୍ଜାବ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ।

କନକ ବ୍ୟୁରୋ : ଆଜିର ମ୍ୟାଚରେ ଦିନେଶ କାର୍ତ୍ତିକଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ କୋଲକାତା ନାଇଟ ରାଇଡର୍ସ ୧୬୪ ରନ କରିବାରେ ସକ୍ଷମ ହୋଇଛି । ଏବେ ପଞ୍ଜାବ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରହିଛି । ପଞ୍ଜାବକୁ ଜିତିବାକୁ ହେଲେ ଏହି ମ୍ୟାଚରେ ବଡ ପାଳି ଖେଳିବାକୁ ହେବ । ଏବେ…

ଅପରାଜିତାଙ୍କୁ ଜବାବ ଦେଲା ବିଜେଡି । ପ୍ରତିକ୍ରିୟା ରଖିଲେ ବିଜେଡି ମୁଖପାତ୍ର ସୁଲତା ଦେଓ । କହିଲେ, ଅଫିସ ସିଲ୍…

କନକ ବ୍ୟୁରୋ : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଜବାବ ଦେଲା ବିଜେଡି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ । ସେ କହିଛନ୍ତି କି, ଅଫିସ ସିଲ୍ ପ୍ରଶାସନିକ ସ୍ତରରେ ହୋଇଥାଏ, ଏଥିରେ ବିଜେଡିର କିଛି ଭୂମିକା ନାହିଁ କି ବିଜେଡି ଏଥିରେ କିଛି କହିବ ନାହିଁ ।…

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ବିନା ଶବରେ ହେଲା ଶବ ସତ୍କାର, ଜାଣନ୍ତୁ କଣ ଥିଲା ପୂରା ଘଟଣା ?

କନକ ବ୍ୟୁରୋ : ବିନା ଶବରେ ଶବସତ୍କାର । କଥାଟି ଶୁଣିବାକୁ ଯେତେ ଅସ୍ୱାଭାବିକ ଲାଗୁଛି, ଘଟଣାଟି ସେତେ ସମ୍ବେଦନଶୀଳ । ମରି ଯାଇଥିବା ମଣିଷର ମୁହଁକୁ ଯଦି ଚାହିଁ ପାରିବେନି ଆତ୍ମୀୟ ସ୍ୱଜନ । ଆଉ ବାଧ୍ୟବାଧତାରେ ନଡ଼ା ବିଡ଼ାକୁ ଶବ କରି ପ୍ରତିକାତ୍ମକ ଶବ ସତ୍କାର କରିବାକୁ ପଡ଼ିବ, ସେହି ପରିବାରର…

ଅପରାଜିତା ୧୭ ଫଟୋ ଓ ଗୋଟିଏ ଭିଡ଼ିଓ ଦେଖାଇଲେ, ପଚାରିଲେ କେବେ ସିଲ୍ ହେବ ବିଜେଡି ଅଫିସ? କିନ୍ତୁ ଜନ୍ମଦିନ ଭିଡ଼ିଓକୁ ନେଇ…

କନକ ବ୍ୟୁରୋ : ବିଜେଡି ବିରୋଧରେ ପାଲଟା ଅଭିଯୋଗ ଆଣିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ୧୭ଟି ଫଟୋ ଓ ଗୋଟିଏ ଭିଡ଼ିଓ ଦେଖାଇ ବିଜେଡି ଦଳର କର୍ମୀ ଓ ନେତା କିଭଳି କୋଭିଡ ନିୟମ ଉଲ୍ଲଂଘନ କରିଛନ୍ତି ସାମ୍ବାଦିକ ସମ୍ମଳନୀରେ ସାମ୍ନାକୁ ଆଣିଛନ୍ତି ଅପରାଜିତା । ବିଜେଡିର ଦଳୀୟ…

କରୋନା ମୁକ୍ତ ହେବ କନ୍ଧମାଳ । ପ୍ରଶାସନର ନିର୍ଦ୍ଦେଶ ପରେ ପ୍ରତି ଘରେ କରାଯାଉଛି ଆଂଟିଜେନ ଟେଷ୍ଟ୍

କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲାକୁ କରୋନା ମୁକ୍ତ କରିବା ପାଇଁ ପ୍ରଶାସନର ପ୍ରସ୍ତୁତି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଫୁଲବାଣୀ ସହରରେ ପ୍ରତି ସାହିର ଘରକୁ ଘର ବୁଲି ଆଂଟିଜେନ ପରୀକ୍ଷା କରାଯାଉଛି । ଫୁଲବାଣୀ ପୌରପରିଷଦର ୧୨ଟି ୱାଡ଼ ପାଇଁ ୭ଟି ଟିମ୍ କରାଯାଇଛି । ପ୍ରତି ଘରକୁ ଯାଇ…