ରେକର୍ଡ ଭାଙ୍ଗିଲା ଆମେରିକା, ଦିନକରେ ୫୨ ହଜାର ଆକ୍ରାନ୍ତ

କନକ ବ୍ୟୁରୋ : ଆମେରିକା ଦୈନିକ ସଂକ୍ରମଣ ମାମଲାରେ ସବୁ ରେକର୍ଡ ଭାଙ୍ଗି ଦେଇଛି। ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ନୂଆ ସଂକ୍ରମଣ ମାମଲା ଦେଶ ପାଇଁ ଚିନ୍ତା ବଢ଼ାଇଛି। ସଂକ୍ରମଣ ବଢ଼ିବାରୁ ଆମେରିକାରେ କାଲିଫର୍ଣ୍ଣିଆଠାରୁ ଆରମ୍ଭ କରି…

କାନପୁରରେ ଅଘଟଣ : ଅପରାଧୀଙ୍କ ଗୁଳିରେ ୮ ପୁଲିସ କର୍ମଚାରୀ ସହିଦ

କନକ ବ୍ୟୁରୋ :  ମୋଷ୍ଟୱାଣ୍ଟେଡ୍‌ ଅପରାଧୀକୁ ଧରିବାକୁ ଯାଇଥିବା ବେଳେ ଅପରାଧୀଙ୍କ ଗୁଳିରେ ୮ ପୁଲିସ ସହିଦ। ଅନ୍ୟ ୭ ଜଣ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି। ଉତ୍ତରପ୍ରଦେଶର କାନପୁର ଧୌବେଦପୁର ଥାନା ଅନ୍ତର୍ଗତ ବେକରୁ ଗାଁ ନିକଟରେ ଘଟିଛି ଏହି ଅଘଟଣ। ମିଳିଥିବା ସୂଚନାନୁଯାୟୀ,…

ରାଜ୍ୟରେ ପାଗରେ ହୋଇପାରେ ପରିବର୍ତନ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷାର ପୂର୍ବାନୁମାନ କଲା ପାଣିପାଗ ବିଭାଗ

କନକ ବ୍ୟୁରୋ :  ରାଜ୍ୟର କିଛି କିଛି ସ୍ଥାନରେ ଏବେ ମୌସୁମୀ ବର୍ଷା ଜାରି ରହିଛି। ଦକ୍ଷିଣ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳ ଉପରେ ରହିଥିବା ଘୂର୍ଣ୍ଣିବଳୟ ଏବେ ଦକ୍ଷିଣ-ପଶ୍ଚିମକୁ ଗତି କରୁଛି। ଏହାର ପ୍ରଭାବରେ ଦକ୍ଷିଣ ଉପକୂଳବର୍ତ୍ତୀ କିଛି ଅଞ୍ଚଳ ତଥା ରାଜ୍ୟର ‌କେତେକ ସ୍ଥାନରେ ସ୍ୱଳ୍ପରୁ…

କରୋନା କଟକଣା ଭିତର ଉଚ୍ଚଶିକ୍ଷା ବିଭାଗର ପାଠପଢା ପାଇଁ ନୂଆ ଗାଇଡ୍ ଲାଇନ୍ । ଅନଲାଇନରେ ସପ୍ତାହକୁ ତିନି ଦିନ ପାଠ…

କନକ ବ୍ୟୁରୋ : କୋଭିଡ କଟକଣା ଯୋଗୁଁ ଅଗଷ୍ଟ ୩୧ ଯାଏଁ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ । ଫଳରେ ରାଜ୍ୟର ସମସ୍ତ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ ନିୟମିତ କ୍ଲାସରୁମ୍ ପାଠପଢା ହେବନି । ଏପରିକି ହଷ୍ଟେଲ ବି ଖୋଲିବ ନାହିଁ । ସରକାରଙ୍କର ଏହି ନିଷ୍ପତି ମଧ୍ୟରେ ଉଚ୍ଚ ଶିକ୍ଷା ବିଭାଗ ଏକ ବିକଳ୍ପ…

ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି । ରଥାରୁଢ ଦିଅଁଙ୍କ ପାଖରେ ଅଧର ଉଚ୍ଚ ହାଣ୍ଡିରେ ଲାଗି ହେବ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ…

କନକ ବ୍ୟୁରୋ : ଆଜି ରଥ ଉପରେ ପାଳିତ ହେବ ଶ୍ରୀଜଗନ୍ନାଥଙ୍କ ଅଧରପଣା ନୀତି । ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁସାରେ ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁମାନଙ୍କର ଦକ୍ଷିଣାଭିମୁଖୀ ଯାତ୍ରା ସମାପ୍ତି ପରେ ଅଧରପଣା ନୀତି ଉଲ୍ଲେଖ ରହିଛି । ରଥରୁଢ ଦିଅଁମାନଙ୍କ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ଅଧର ଉଚ୍ଚ…

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ୫୫ କରୋନା ପଜିଟିଭ୍ ଚିହ୍ନଟ । ରୋଗୀ, ସହାୟକ ଓ ନର୍ସ ସଂକ୍ରମିତ : ଏସସିବିରୁ…

କନକ ବ୍ୟୁରୋ : କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ୫୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୮ ରୋଗୀ ହୋଇଥିବାବେଳେ ଅନ୍ୟମାନେ ସହାୟକ ଓ ନର୍ସ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏତେ ସଂଖ୍ୟାରେ କ୍ୟାନସର ରୋଗୀ କରୋନା ସଂକ୍ରମିତ ହେବା…