ରାୟଗଡ଼ା ସମାବେଶରେ ଭିଡିଓ କନଫରେନ୍ସିଂରେ ସାମିଲ ହେବେ ରାହୁଲ । ପ୍ରବଳ ଖରାରେ ଜନସଭାରେ ଜମୁଛି ଭିଡ଼ ।

125

କନକ ବ୍ୟୁରୋ: ରାୟଗଡ଼ା ସମାବେଶରେ ଭିଡିଓ କନଫରେନ୍ସିଂରେ ସାମିଲ ହେବେ ରାହୁଲ ଗାନ୍ଧୀ । ପ୍ରବଳ ଖରା ସତ୍ୱେ ଜନସଭାରେ ଜମୁଛି ଭିଡ଼ । ଜନସଭାରେ ଉପସ୍ଥିତ ଅଛନ୍ତି କଂଗ୍ରେସର ତୁଙ୍ଗ ନେତା । ରାୟବରେଲି ଆସନରୁ ନାମାଙ୍କନ ଦାଖଲ ପାଇଁ ବାତିଲ ହୋଇଛି ଓଡ଼ିଶା ଗସ୍ତ । ଆଜି ଦିନ ୧୨ଟା ୧୦ରେ ରାୟଗଡ଼ା ଜିଆଇଏସିଆର କଲେଜ ନିକଟରେ ଜନସଭାକୁ ସମ୍ବୋଧିତ କରିଥାନ୍ତେ ରହୁଲ । କିନ୍ତୁ ନାମାଙ୍କନ ଦାଖଲର ଶେଷ ଦିିନ ଥିବାରୁ ରାହୁଲଙ୍କ ଗସ୍ତ ବାତିଲ ହୋଇଥିଲା ।