Daily Archives

October 10, 2020

ଓଡିଶା ପାଇଁ ଖୁସି ଖବର । ଆଜି ରାଜ୍ୟରୁ ସୁସ୍ଥ ହେଲେ ୩ ହଜାର ୮୮୫ ଆକ୍ରାନ୍ତ । ଏହାସହ ୨ ଲକ୍ଷ ୨୪ ହଜାର ୨୭୩ରେ…

କନକ ବ୍ୟୁରୋ : ଆକ୍ରାନ୍ତ ଭିତରେ ଓଡିଶା ପାଇଁ ଭଲ ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୩ ହଜାର ୮୮୫ ଆକ୍ରାନ୍ତ । ଏହାସହ ରାଜ୍ୟରେ ସୁସ୍ଥ ସଂଖ୍ୟା ୨ ଲକ୍ଷ ୨୪ ହଜାର ୨୭୩ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧାରୁ ୧,୧୪୩, କଟକରୁ୩୨୫,…

ରାଜସ୍ଥାନ କରୋଲିରେ ପୂଜକଙ୍କୁ ହତ୍ୟା ନେଇ ରାଜନୀତି ସରଗରମ । ଅଭିଯୁକ୍ତଙ୍କ ଗିରଫ ଦାବିରେ ଶେଷକୃତ୍ୟ ନ କରିବାକୁ ଅଡି…

କନକ ବ୍ୟୁରୋ : ୟୁପି ପରେ ଏବେ ଜଣେ ପୂଜକଙ୍କ ମୃତ୍ୟୁକୁ ନେଇ ରାଜସ୍ଥାନରେ ସରଗମର ହୋଇଛି ରାଜନୀତି । ମନ୍ଦିରର ଜମି ଜବର ଦଖଲ ପାଇଁ କରୋଲିରେ ଜଣେ ପୂଜକଙ୍କୁ କିଛି ଦୁର୍ବୃତ୍ତ ପେଟ୍ରୋଲ ଢାଳି ଜାଳି ଦେଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ପଣ୍ଡିତଙ୍କ ମୃତ୍ୟୁ ପରେ ରାଜନୀତି ଜୋର ଧରିଛି ।…

ଭିଡିଓ କନଫରେନ୍ସିଂରେ କଟକ ତାଳଦଣ୍ଡା କେନାଲ ପ୍ରଶସ୍ତିକରଣର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ: ଏଣିକି କଟକ ଏସସିବି…

କନକ ବ୍ୟୁରୋ: ଆଜି କଟକ ତାଳଦଣ୍ଡା କେନାଲ ପ୍ରଶସ୍ତିକରଣ କାମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି କଟକ ଏସସିବି ମେଡିକାଲକୁ ଯିବାଆସିବା ଆହୁରି ସହଜ ହୋଇଯିବ । ଏହି କାର୍ଯ୍ୟରେ ସହଯୋଗ କରିଥିବାରୁ କଟକସହରବାସୀଙ୍କୁ ପ୍ରଶଂସା କରିଛନ୍ତି ନବୀନ । ଆଗକୁ ତାଳଦଣ୍ଡା…

ବାଲେଶ୍ୱରରେ କାହାକୁ ମିିଳିବ ଟିକଟ? ବିଜେଡି ନେତା ଜୀବନ ପ୍ରଦୀପ ଦାସ କହିଲେ, ନିର୍ବାଚନ ହାରିଥିବା ନେତାଙ୍କୁ…

କନକ ବ୍ୟୁରୋ: ବାଲେଶ୍ୱର ସଦର ଏବଂ ତିର୍ତୋଲ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ବିଜେଡିରେ କିଏ ହେବ ପ୍ରାର୍ଥୀ ସେନେଇ ଆରମ୍ଭ ହୋଇଛି ରାଜନୈତିକ ଅଙ୍କକଷା । ବିଜେଡି ନେତା ଜୀବନ ପ୍ରଦିପ ଦାସ କହିଛନ୍ତି, ଗତ ନିର୍ବାଚନରେ ହାରିଥିବା ନେତାଙ୍କୁ ଟିକେଟ ନଦେବା ପାଇଁ ଦଳ…

କୋଲକାତାର ରୋମାଞ୍ଚକର ବିଜୟ । ୨ ରନରେ ପଞ୍ଜାବକୁ ହରାଇଲା କୋଲକାତା ନାଇଟ ରାଇଡର୍ସ । 

କନକ ବ୍ୟୁରୋ : ଆଜିର ଆଇପିଏଲ ପ୍ରଥମ ମ୍ୟାଚରେ ମୟଙ୍କ ଅଗ୍ରୱାଲ ଓ କେଏଲ ରାହୁଲଙ୍କ ଦମଦାର ବ୍ୟାଟିଂ ସତ୍ତେ୍ୱ ପରଜାୟ ଲାଭ କଲା ପଞ୍ଜାବ । ଏଥିରେ ପଞ୍ଜାବକୁ ୨ରନରେ ହରାଇଛି କୋଲକାତା । ଏହି ମ୍ୟାଚର ଶେଷ ଓଭରରେ ସୁନୀଲ ନାରାଏନଙ୍କ ଚମତ୍କାର ବୋଲିଂ ଦେଖିବାକୁ ମିଳିଥିଲା ଏହି ବିଜୟ ସହ କୋଲକାତା…

ଜନ୍ମଦିନ ପାଳନ ବେଳେ କୋଭିଡ ନିୟମ ଉଲଂଘନ ନେଇ ଦୋଷ ମାନିଲେନି ଅପରାଜିତା, ପାଲଟା ଲଦିଲେ ଦୋଷ: ସାଂସଦଙ୍କ ଅଫିସ ସିଲ୍…

କନକ ବ୍ୟୁରୋ: କୋଭିଡ୍ ନିୟମ ଉଲ୍ଲଂଘନ ନେଇ ମୁହାଁମୁହିଁ ହୋଇଛନ୍ତି, ବିଜେପି ସାଂସଦ ଅପରାଜିତ ଷଡଙ୍ଗୀ ଓ ବିଜେଡି । ସାମାଜିକ ଦୂରତାର ନିୟମକୁ ଭୁଲି ଜନ୍ମଦିନ ପାଳନର ଭିଡିଓ ଭାଇରାଲ ହେବା ପରେ ବିବାଦ ତେଜିଥିଲା । ସାଂସଦଙ୍କର ଅଫିସକୁ ବିଏମସି କର୍ତୃପକ୍ଷ ସିଲ୍ କରିବା ପରେ ଚିହିଁକି ଉଠିଥିଲେ…