Daily Archives

October 9, 2020

ଗାଁ ମୁହାଁ କରୋନା ? ସହର ପରେ ଭାରତରେ ଗାଁକୁ ବ୍ୟାପୁଛି କରୋନା ! ଗାଁରେ ଘରେ ଘରେ ଜର, ଥଣ୍ଡା, କାଶରେ ପଡୁଛନ୍ତି ଲୋକେ…

କନକ ବ୍ୟୁରୋ: ଗାଁରେ ମାଡୁଛି କରୋନା! ବ୍ୟାପିବାରେ ଲାଗିଛି ଥଣ୍ଡା, କାଶ, ଜ୍ୱର । ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏବେ ଗାଁ ଗାଁରେ ଥଣ୍ଡା, କାଶ ଓ ଜ୍ୱର । ଗୋଟିଏ ଗୋଟିଏ ପରିବାରରେ ୪-୫ ଜଣ ଜ୍ୱରରେ ପଡିଛନ୍ତି । କାହାର ପତଳା ଝାଡ଼ା ହେଉଛି ତ କେହି କେହି ବାସ୍ନା ଓ…

ଓଡିଶା ପାଇଁ ଖୁସି ଖବର । ଆଜି ରାଜ୍ୟରୁ ସୁସ୍ଥ ହେଲେ ୩ ହଜାର ୪୦୪ ଆକ୍ରାନ୍ତ । ଏହାସହ ୨ ଲକ୍ଷ ୨୦ ହଜାର ୩୮୮ରେ…

କନକ ବ୍ୟୁରୋ : ଆକ୍ରାନ୍ତ ଭିତରେ ଓଡିଶା ପାଇଁ ଭଲ ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୩ ହଜାର ୪୦୪ ଆକ୍ରାନ୍ତ । ଏହାସହ ରାଜ୍ୟରେ ସୁସ୍ଥ ସଂଖ୍ୟା ୨ ଲକ୍ଷ ୨୦ ହଜାର ୩୮୮ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧାରୁ ୬୦୨, କଟକରୁ୩୭୪,…

ତାଳଦଣ୍ଡା କେନାଲ ବନ୍ଧରେ ହେବ ୩ ଲେନର ରାସ୍ତା । ସୌନ୍ଦର୍ଯ୍ୟକରଣ ସହ ଝିଲମିଲ ଆଲୁଅରେ ଝଲସିବ କେନାଲ କୂଳ ରାସ୍ତା ।…

କନକ ବ୍ୟୁରୋ: କଟକ ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ ଉକ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ । ଚାଲିଥିବା କାମର ସମୀକ୍ଷା ସହ ତାଳଦଣ୍ଡା କେନାଲର ବାମ ଓ ଡାହାଣ ପାଶ୍ୱର୍ରେ ୩ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ…

ଆଇପିଏଲ ଟକ୍କର : ଟସ୍ ଜିତି ରାଜସ୍ଥାନର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ ।

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ରାଜସ୍ଥାନ ରୟାଲ୍ସ ଦଳ । ଫଳରେ ଏବେ ବ୍ୟାଟିଂ କରିବାକୁ ଆସିବ ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀ କ୍ୟାପିଟାଲ ପକ୍ଷରୁ ଦୁଇ ଓପନର ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବେ । ଏହି ମ୍ୟାଚ ରାଜସ୍ଥାନ ପାଇଁ ବେଶ…

ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନବୀନ କରି ପାରନ୍ତି ଡିଜିଟାଲ ରାଲି । ଉପନିର୍ବାଚନ ପ୍ରାର୍ଥୀ ଚୟନ ପାଇଁ…

କନକ ବ୍ୟୁରୋ : ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ଏବଂ ତିର୍ତୋଲ ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ । ଏହି ଦୁଇଟି ଆସନ ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ୍ ଗ୍ରହଣ କରାଯିବ । ତେଣୁ ଉପନିର୍ବାଚନରେ ବିଜେଡି ସୁପ୍ରିମୋ ଡିଜିଟାଲ ରାଲି କରିପାରନ୍ତି ବୋଲି କୁହାଯାଉଛି । ବାଲେଶ୍ୱର…

ଭୁବନେଶ୍ୱର ସାମନ୍ତରାପୁର ହତ୍ୟାକାଣ୍ଡର ପର୍ଦ୍ଦାଫ।ଶ । ୫ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ । ହତ୍ୟା ପାଇଁ ସୁପାରୀ…

କନକ ବ୍ୟୁରୋ : ରାଜଧାନୀ ଉପକଣ୍ଠ ସାମନ୍ତରାପୁର ମିଠା ଦୋକାନୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ । ଘଟଣାରେ ଆଉ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ଦିଲୁ ବେହେରା, ଦିଲୁର ବାପା ବାଉରିଆ ବେହେରା, ଦିଲୁର ସ୍ତ୍ରୀ ଏବଂ ଏମାନଙ୍କୁ ଆଶ୍ରୟ ଦେଇଥିବା ଏବଂ ଅଭିଯୁକ୍ତଙ୍କୁ ଫେରାର…