Daily Archives

October 9, 2020

ଜଣେ ବି ଦୋଷୀ କୋର୍ଟରୁ ଖସି ନ ଯାଆନ୍ତୁ କି ଜଣେ ବି ନିଦ୍ଦୋଷ ଦଣ୍ଡ ନ ପାଆନ୍ତୁ । ଏମିତି ଲକ୍ଷ୍ୟ ରଖି ସେ କୋର୍ଟରେ…

କନକ ବ୍ୟୁରୋ : ଦେଶକୁ ବିଚଳିତ କରିଦେଇଥିବା ଦିଲ୍ଲୀର ନିର୍ଭୟା କାଣ୍ଡ ହେଉ କି ଧାର୍ମିକ ବିଶ୍ୱାସକୁ ଧୋକ୍କା ଦେଇଥିବା ବାବା ରାମ୍ ରହିମଙ୍କ ମାମଲା ହେଉ ବା ଦଳିତ ବନାମ ସବର୍ଣ୍ଣ କଥିତ ଗ୍ୟାଙ୍ଗ ରେପ୍ ଓ ହତ୍ୟା ବାଲା ହାଥରସ୍ କାଣ୍ଡ ହେଉ ଏସବୁ ମାମଲାରେ ଅଭିଯୁକ୍ତଙ୍କ ସପକ୍ଷରେ ଓକିଲ ଭାବେ…

ବିମାନରେ ଜନ୍ମ ନେଲା ଶିଶୁପୁତ୍ର । ସାରା ଜୀବନ ଟିକେଟ୍ ଫ୍ରୀ କରିଦେଲା ଇଣ୍ଡିଗୋ । ଜାଣନ୍ତୁ, କିଏ ସେହି ଭାଗ୍ୟବାନ…

କନକ ବ୍ୟୁରୋ : ସମୟ ସନ୍ଧ୍ୟା ୬ଟା ୧୦ ମିନିଟ୍ । ଆକାଶ ଉପରେ ଆଗେଇ ଚାଲିଥିଲା ଦିଲ୍ଲୀ-ବାଙ୍ଗାଲୋର ଇଣ୍ଡିଗୋ ଫ୍ଲାଇଟ । ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ବିମାନର ଯାତ୍ରୀ ଅନେଇ ବସିଥାନ୍ତି । ଆଉ ଠିକ ଏତିକି ବେଳେ ଶୁଭିଥିଲା କୁଆଁ କୁଆଁ । ବିମାନ ଭିତରେ ଜନ୍ମ ନେଇଥିଲା ଶିଶୁପୁତ୍ର ।…

ଭୁବନେଶ୍ୱରରେ ମାଡି ଚାଲିଛି କରୋନା । ଆଜି ଆଉ ୩୧୬ ପିଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ ସେଣ୍ଟରରୁ ୮୪, ଲୋକାଲ…

କନକ ବ୍ୟୁରୋ : ଭୁବନେଶ୍ୱରରେ ମାଡିଚାଲିଛି କରୋନା ଭୂତାଣୁ । ଆଜି ଭୁବନେଶ୍ୱରରୁ ୩୧୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଥିବା ବେଳେ ୨୩୨ ଜଣ ଲୋକାଲ କଣ୍ଟାକ୍ଟ ରହିଛନ୍ତି । ସେହିପରି ଆଜି ୩୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି…

ହାଥରସ୍ କାଣ୍ଡକୁ ନେଇ ଇଡିଙ୍କ ସଫେଇ, ଭୀମ୍ ଆର୍ମୀ ସହିତ ନାହିଁ ପିଏଫଆଇର ଲିଙ୍କ୍ । ୧୦୦ କୋଟି ଟଙ୍କା ବିଦେଶୀ ଫଣ୍ଡର…

କନକ ବ୍ୟୁରୋ : ହାଥରସ୍‌ରେ ହୋଇଥିବା ଗଣଦୁଷ୍ମର୍ମ ଓ ହତ୍ୟା ମାମଲାକୁ ନେଇ ଯେଉଁ ଆନ୍ଦୋଳନ ତେଜୁଛି ତା ପଛରେ ଏକ ଷଡଯନ୍ତ୍ର ରହିଛି । ଯେଉଁ ଷଡଯନ୍ତ୍ର ପାଇଁ ଭୀମ ଆର୍ମୀକୁ ପିଏଫଆଇ ୧୦୦ କୋଟି ଟଙ୍କା ଦେଇଛି । ଏମିତି କିଛି ଅଭିଯୋଗ ଆସିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହାର ତଦନ୍ତ…

ଚିକିତ୍ସା ପାଇଁ ପୁଣି ବାଧକ ସାଜିଲା ଟଙ୍କା । ୬ ମାସ ଶିଶୁ ପୁତ୍ର ପିଠିରେ ଅସ୍ୱାଭାବିକ ଭାବରେ ବଢିଚାଲିଛି ମାଂସ…

କନକ ବ୍ୟୁରୋ : ଦୁନିଆ କଣ ଜାଣିବା ଆଗରୁ ପିଠିରେ ଯନ୍ତ୍ରଣାର ବୋଝ । ୬ମାସର ଶିଶୁ ପୁତ୍ର ପିଠିରେ ଅସ୍ୱାଭାବିକ ଭାବେ ବଢିଚାଲିଛି ମାଂସ ପିଣ୍ଡୁଳା । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ବରଗଡ଼ ଭଟଲି ରାଇଶୋଭା ଗାଁର ମଙ୍ଗୁଲୁ ଭରାସାଗରଙ୍କ…

ଅମଳ ଆଗରୁ ଗଛରୁ ଝଡି ପଡୁଛି କମଳା । ଦେବଗଡର ରିଆମାଳରେ କମଳା ଚାଷୀଙ୍କ ପାଇଁ କାଳ ହୋଇଛି ଲଘୁଚାପ ଲଗାଣ ବର୍ଷା: ବର୍ଷା…

କନକ ବ୍ୟୁରୋ : ଓଡିଶାର ନାଗପୁର ଭାବେ ପରିଚିତ ଦେବଗଡ ଜିଲ୍ଲା ରିଆମାଳ ବ୍ଲକ  କୁଣ୍ଢେଇଗୋଳା ପଂଚାୟତ । ଏଠାରେ ଉତ୍ପାଦିତ କମଳା ହିଁ ଏଠାକାରା ପରିଚୟ । ହେଲେ ଗତ ଲଘୁଚାପ ବର୍ଷା ପରଠାରୁ କମଳା ଚାଷୀଙ୍କ ହୋସ ଉଡାଇ ଦେଇଛି । ବର୍ଷା ମାଡ ଖାଇଥିବା କମଳା ପାକଳ ହେବା ଆଗରୁ ଗଛରୁ ଖସି ପଡୁଛି ।…