Daily Archives

October 8, 2020

ଶବ ବେକରୁ ସୁନା ଚୋରି । କଟକ ପରେ ସମ୍ବଲପୁର । ମୃତ୍ୟୁ ପରେ କୋଭିଡ୍ ହସ୍ପିଟାଲରେ ଶବ ବେକରୁ ଗାଏବ ହୋଇଗଲା ଚେନ୍ ଓ…

କନକ ବ୍ୟୁରୋ: ସମ୍ବଲପୁର ସୁନାପାଲିର ଅଭିଷେକ ମୋହନ ନାମକ ଜଣେ ବ୍ୟକ୍ତି ଟାଉନ ଥାନାରେ ଅଭିଯୋଗ କରିଛନ୍ତି, ଗତ ଅଗଷ୍ଟ ମାସ ୧୯ ତାରିଖରେ ମୋ ମାଆ ସମ୍ବଲପୁର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେତେବେଳେ ସେ ସୁନା ଚେନ୍ ପିନ୍ଧିଥିଲେ ଏବଂ ମଙ୍ଗଳସୂତ୍ର ମଧ୍ୟ ପିନ୍ଧିଥିଲେ । ଅଗଷ୍ଟ ୩୦…

ଜେଲରେ ରିୟା ଥିବା ବେଳେ କେମିତି ଥିଲା ତାଙ୍କ ପରିବାରର ପରିସ୍ଥିତି ? ଦୁର୍ଦ୍ଦିନର କଥା ନେଇ କହିଲେ ରିୟାଙ୍କ ମା’,…

କନକ ବ୍ୟୁରୋ : ପ୍ରାୟ ମାସେ ଧରି ଜେଲରେ ରହିବା ପରେ ଜାମିନରେ ମୁକୁଳିଛନ୍ତି ରିୟା ଚକ୍ରବର୍ତୀ । ତେବେ ଏହି ସମୟ ମଧ୍ୟରେ କେମିତି ଥିଲା ତାଙ୍କ ପରିବାରର ଅବସ୍ଥା, ଆଉ କେମିତି ଜେଲରେ କଟିଥିଲା ରିୟାଙ୍କ ଦିନ । ରିୟାଙ୍କ ମା’ କହିଛନ୍ତି ଯେ, ଆତ୍ମହତ୍ୟା କରିବା କଥା ତାଙ୍କ ମନକୁ ଆସିଥିଲା ।…

କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ଦେହାନ୍ତ । ୭୪ ବର୍ଷ ବୟସରେ ଆଖିବୁଜିଲେ, ଉଭୟ ଏନଡିଏ ଓ ୟୁପିଏ ସରକାରରେ…

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ଦେହାନ୍ତ । ୭୪ ବର୍ଷ ବୟସରେ ଆଖି ବୁଜିଲେ ପାସୱାନ । ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିବା ପାସୱାନ ଆଜି ଦିଲ୍ଲୀର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ଏଲଜେପି ଅଧ୍ୟକ୍ଷ ତଥା ପୁଅ ଚିରାଗ ପାସୱାନ ଟ୍ୱିଟ୍ କରି ସ୍ପଷ୍ଟ…

ପ୍ରତିଷ୍ଠା ଦିବସରେ ଶକ୍ତି ପ୍ରଦର୍ଶନ କଲା ବାୟୁସେନା । ହିଣ୍ଡେନ ଏୟାରବେସରେ ରାଫେଲ, ତେଜସ-ଜାଗୁଆର ସହ ସୁଖୋଇ ଦେଖାଇଲା…

କନକ ବ୍ୟୁରୋ : ଭାରତୀୟ ବାୟୁସେନା ପାଳନ କରିଛି ୮୮ତମ ପ୍ରତିଷ୍ଠାଦିବସ । ଏହି ଅବସରରେ ଗାଜିଆବାଦର ହିଣ୍ଡେନ୍ ଏୟାରବେସରେ ଭବ୍ୟ ପରେଡ୍ ସହିତ ଆକାଶରେ ବିମାନ ଗୁଡିକର ଶକ୍ତି ପ୍ରଦର୍ଶନ କରିଛନ୍ତି । ରାଫେଲ୍ ସହିତ ସୁଖୋଇ ଏମକେ ଆଇ, ତେଜସ୍ , ମିଗ୍ ୨୯ ବିମାନ ମଧ୍ୟ ପ୍ରଦର୍ଶନରେ ସାମିଲ…

କେମିତି ହୋଇଥିଲା ପେଟ୍ରୋଲ ପମ୍ପ ବିସ୍ଫୋରଣ ? ନିଖୋଜ ବ୍ୟକ୍ତିଙ୍କ ଫଟୋ ଦେଖାଇ ଖୋଜୁଛନ୍ତି ପରିବାର ଲୋକ ।

କନକ ବ୍ୟୁରୋ : ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗଞ୍ଜାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ନିଖୋଜ ବ୍ୟକ୍ତିଙ୍କ ପତ୍ତା ଲଗାଇବା ପାଇଁ ଆବଶ୍ୟକ ପଡ଼ିଲେ ଖଣ୍ଡବିଖଣ୍ଡିତ ମାଂସ…

ଟିଆରପି ହେରଫେର ନେଇ ରିପବ୍ଲିକ ଟିଭି ସମେତ ୩ ଚ୍ୟାନେଲ ବିରୋଧରେ ତଦନ୍ତ । ମୁମ୍ବାଇ ପୁଲିସ୍ କମିଶନରଙ୍କ ସୂଚନା ।…

କନକ ବ୍ୟୁରୋ : ଟିଭି ଟିଆରପି ହେରଫେର ନେଇ ୩ଟି ଟିଭି ଚ୍ୟାନେଲ ବିରୋଧରେ ତଦନ୍ତ ଆରମ୍ଭ କରିଛି ମୁମ୍ବାଇ ପୁଲିସ୍ । ମୁମ୍ବାଇ ପୁଲିସ୍ କମିଶନର ପରମବୀର ସିଂ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତଦନ୍ତ ପରିସରକୁ ଆସିଥିବା ଏହି ୩ଟି ଚ୍ୟାନେଲ ଭିତରେ ଅର୍ଣ୍ଣବ ଗୋସ୍ୱାମୀଙ୍କ…