Daily Archives

October 7, 2020

ଆଇପିଏଲ୍ ଟକ୍କର: ଚେନ୍ନାଇକୁ ୧୬୮ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ।

କନକ ବ୍ୟୁରୋ: ଚେନ୍ନାଇ ଆଗରେ ୧୬୮ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ ରାଇଡର୍ସ । ରାହୁଲ ତ୍ରିପାଠୀଙ୍କ ଦମଦାର ବ୍ୟାଟିଂ ସତ୍ୱେ ଦଳ ୨୦ ଓଭର ଖେଳି ୧୬୭ ରନରେ ଅଟକିଛି । ତେବେ ପ୍ରଥମରୁ ଟସ୍ ଜିତି କୋଲକାତା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ଭଲ ବ୍ୟାଟିଂ କରୁଥିବାବେଳେ…

ସୁରକ୍ଷା ପାଇଁ ସିସିଟିଭି । ସୁପ୍ରିମକୋର୍ଟଙ୍କ ତାଗିଦ ପରେ ହାଥରସ ପୀଡିତା ପରିବାରକୁ କଡା ସୁରକ୍ଷା । ଘରେ ଲାଗିଲା…

କନକ ବ୍ୟୁରୋ: କୋର୍ଟଙ୍କ ତାଗିଦ ପରେ କଡା ସୁରକ୍ଷା । ପୀଡିତାଙ୍କ ଘରେ ଲାଗିଲା ସିସିଟିଭି କ୍ୟାମେରା । ଉତ୍ତରପ୍ରଦେଶ ହାଥରସ ପୀଡିତାଙ୍କ ପରିବାରର ସୁରକ୍ଷା ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନର ଦିନକ ପରେ ବୁଲଗଢିରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ପୀଡିତା ପରିବାରକୁ ସୁରକ୍ଷା ଯୋଗାଇ…

୨୮ ଦିନ ଜେଲ୍ ପରେ ମୁକୁଳିଲେ ରିୟା । ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ବମ୍ବେ ହାଇକୋର୍ଟଙ୍କ…

କନକ ବ୍ୟୁରୋ: ଦୀର୍ଘ ୨୮ ଦିନ ପରେ ଜେଲରୁ ବାହାରିଲେ ଅଭିନେତ୍ରୀ ରିୟା ଚକ୍ରବର୍ତୀ । ବଲିଉଡରେ ଡ୍ରଗସ୍ କାରବାର ମାମଲାରେ ତାଙ୍କୁ ପୋଲିସ ଗିର ରିୟା ଚକ୍ରବର୍ତିଙ୍କୁ ସାମାନ୍ୟ ଆଶ୍ୱସ୍ତି । ୨୮ ଦିନ ପରେ ଅଭିନେତ୍ରୀ ରିୟା ଚକ୍ରବର୍ତିଙ୍କୁ ମିଳିଛି ଜାମିନ୍ । ସର୍ତମୂଳକ ଭାବେ ବଂବେ ହାଇକୋର୍ଟ…

ଅପରାଜିତାଙ୍କ ଅଜବ ଯୁକ୍ତି । ସ୍ୱାଗତ କାର୍ଯ୍ୟକ୍ରମରେ ଶହ ଶହ ଲୋକ ହେଲେ ଏକାଠି, ଭୁବନେଶ୍ୱର ସାଂସଦ କହିଲେ, କୋଭିଡ…

କନକ ବ୍ୟୁରୋ : କୋଭିଡ୍ ନିୟମ ଉଲ୍ଲଂଘନ ମାମଲାରେ ଆଜି ଗଣମାଧ୍ୟମ ପ୍ରତିନିଧିମାନେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ପ୍ରଶ୍ନ କରିଥିଲେ । ରାଷ୍ଟ୍ରୀୟ ମୁଖପାତ୍ର ନିଯୁକ୍ତି ପରେ ଆଜି ଭୁବନେଶ୍ୱର ଫେରିବା ସମୟରେ ବିମାନ ବନ୍ଦରରେ ଏହି ପ୍ରଶ୍ନ କରାଯାଇଥିଲା । ସେମାନେ ପଚାରି ଥିଲେ ସ୍ୱାଗତ…

ଛାତ୍ରଛାତ୍ରୀ ସାବଧାନ…! ଆପଣ ନକଲି ବିଶ୍ୱବିଦ୍ୟାଳୟରେ ପଢୁନାହାନ୍ତି ତ ପାଠ? ରାଜ୍ୟରେ ରହିଛି ୨ଟି ନକଲି…

କନକ ବ୍ୟୁରୋ : ଛାତ୍ରଛାତ୍ରୀ ସାବଧାନ । ଆପଣ ନକଲି ବିଶ୍ୱବିଦ୍ୟାଳୟରେ ପଢୁନାହାନ୍ତି ତ ପାଠ । କାରଣ ଶିକ୍ଷା ନାଁରେ ହେଉଛି ସାଂଘାତିକ ଠକେଇ । ଏନେଇ ଛାତ୍ରଛାତ୍ରୀଙ୍କୁ ଆଗୁଆ ସର୍ତକ କରିଛି ୟୁଜିସି । ସମଗ୍ର ଦେଶରେ ସରକାରଙ୍କୁ ଭୂଆଁ ବୁଲାଇ ୨୪ଟି ‘ଆତ୍ମଘୋଷିତ’ ଓ ‘ଅଣସ୍ୱୀକୃତ’…

କେବେ ମିଳିବ ସହିଦ କରୋନା ଯୋଦ୍ଧାଙ୍କୁ ସହାୟତା ? ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଆସିଲା ବଡ ତଥ୍ୟ ।

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା । କରୋନା ସହ ସାରା ଓଡିଶା ଲଢେଇ କରୁଥିବା ବେଳେ କେବେ ମିଳିବ ସହିଦ କରୋନା ଯୋଦ୍ଧାଙ୍କୁ ସହାୟତା ? ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରୁ ଆସିଲା ବଡ ତଥ୍ୟ । ରାଜ୍ୟର ୬୦ କୋଭିଡ୍ ସହିଦଙ୍କ ତାଲିକା କେନ୍ଦ୍ରଙ୍କୁ ଦିଆଯାଇଛି । କେନ୍ଦ୍ର ମାତ୍ର…