Daily Archives

October 6, 2020

ଭୁବନେଶ୍ୱରର ଦୁଇ ଦୁଇଟି ବ୍ୟାଙ୍କ ଲୁଟର ପର୍ଦ୍ଦାଫଶ କଲା ଲୁଟେରା ପିନ୍ଧିଥିବା ବୁଟ୍ । ଜୋତାକୁ ଅସ୍ତ୍ର କରି ଲୁଟେରା…

କନକ ବ୍ୟୁରୋ : ବ୍ୟାଙ୍କ୍ ଲୁଟେରାକୁ ଫସାଇ ଦେଲା ଜୋତା । ଚୋର ଯେତେ ଚତୁର ହେଉନା କାହିଁକି ଚୋରି କଲାବେଳେ ଏମିତି କିଛି ସୁରାଗ ଛାଡି ଯାଏ, ଯାହା ତାଙ୍କୁ ଜେଲ ହାଜତ ଭିତରକୁ ଟାଣିନେବା ପାଇଁ ଯଥେଷ୍ଟ ଥାଏ । ଦୋକାନୀରୁ ଲୁଟେରା ସାଜିଥିବା ସୌମ୍ୟରଞ୍ଜନ ଜେନାଙ୍କ କ୍ଷେତ୍ରରେ ବି ତାହା ହିଁ…

ସବୁ ପଞ୍ଚାୟତକୁ ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟରନେଟ ସଂଯୋଗ । ଆସନ୍ତା ଏପ୍ରିଲ ମାସ ସୁଦ୍ଧା କାର୍ଯ୍ୟ ପୂରା କରିବାକୁ…

କନକ ବ୍ୟୁରୋ : ସବୁ ଗ୍ରାମ ପଞ୍ଚାୟତକୁ ସଂଯୋଗ ହେବ ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟରନେଟ । ଏନେଇ ରାଜ୍ୟ ସରକାର ଯୋଜନା ଆରମ୍ଭ କରିଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟନ୍ୱୟ କମିଟି ବୈଠକରେ ଏହା ସ୍ଥିର ହୋଇଛି । ଆସନ୍ତା ଏପ୍ରିଲ ମାସ…

ଓଡିଶା ପାଇଁ ଖୁସି ଖବର । କରୋନାରୁ ସୁସ୍ଥ ହେଲେ ଆଉ ୩୮୧୭ ଜଣ ଆକ୍ରାନ୍ତ । ରାଜ୍ୟରେ ୨ ଲକ୍ଷ ଟପିଲା ସୁସ୍ଥଙ୍କ ସଂଖ୍ୟା…

କନକ ବ୍ୟୁରୋ: ଓଡିଶା ପାଇଁ ଖୁସି ଖବର । କରୋନାରୁ ସୁସ୍ଥ ହେଲେ ଆଉ ୩୮୧୭ ଜଣ ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ୯୬୯ ଜଣଙ୍କ ସମେତ ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୩୮୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ…

ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଖାଁ ଖାଁ ହୁଙ୍କେଇପୁର ଫାର୍ମ ହାଉସ । ଖାଲି ପଡିଛି ଚେୟାର ଟେବୁଲ, ମହାରଥୀ ବସୁଥିବା…

କନକ ବ୍ୟୁରୋ : ମହାରଥୀଙ୍କ ମୃତ୍ୟୁ ପରେ ଖାଁଖାଁ ଲାଗୁଛି ଫାର୍ମ ହାଉସ । ଆଉ ଫାର୍ମ ହାଉସରେ ଥିବା କର୍ମଚାରୀମାନେ ଏବେ ମହାରଥୀଙ୍କୁ ଝୁରି ହେଉଛନ୍ତି । ଯେଉଁ ଚେୟାରରେ ସବୁଥିଲେ ମହାରଥୀ, ସେହି ଚେୟାର ସାମ୍ନାରେ ବସି ଝୁରି ହେଉଛନ୍ତି ଫାର୍ମ ହାଉସରେ କାମ କରୁଥିବା କର୍ମଚାରୀ । ଅବସର ସମୟରେ…

ଆଇପିଏଲ ଟକ୍କର : ଟସ୍ ଜିତି ମୁମ୍ବାଇର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ରାଜସ୍ଥାନ ରୟାଲ୍ସ । 

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ମୁହଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚରେ ମୁମ୍ବାଇ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିବ ରାଜସ୍ଥାନ ରୟାଲ୍ସ ଦଳ । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ…

କରୋନାରୁ ସୁସ୍ଥ ହେବା ପରେ ଯୋଗ କରିବା କାହିଁକି ଜୁରୁରୀ ? ଭଲ ହେବା ପରେ କଣ କଣ ଖାଇବା ଉଚିତ ? ଡାକ୍ତର ଦେଲେ…

କନକ ବ୍ୟୁରୋ: କରୋନାରୁ ମୁକ୍ତ ହେବା ପରେ ମଧ୍ୟ ଯଦି ଜ୍ୱର, କାଶ, ଛିଙ୍କ ଭଳି ଆଦି ଲକ୍ଷଣ ଦେଖାଯାଉଛି, ତାହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ରାଜ୍ୟ ସରକାରଙ୍କ କୋଭିଡ୍‌ ସଂପର୍କିତ ପଶ୍ନୋତ୍ତର କାର୍ଯ୍ୟକ୍ରମରେ ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା ଆଜି ଏହି ପରାମର୍ଶ ଦେଇଛନ୍ତି।…