Daily Archives

September 28, 2020

ସରିବାକୁ ଯାଉଛି ଅନଲକ୍ -୪ । ପୁଣି ୨ ଦିନ ପରେ ଆରମ୍ଭ ହେବ ଅନଲକ୍ -୫ । ଅନଲକ୍ -୫ ରେ କ’ଣ ରହିବ ସରକାରଙ୍କ ଆଭିମୁଖ୍ୟ…

କନକ ବ୍ୟୁରୋ : ଅନଲକ୍ -୧ ରୁ ଅନଲକ୍ -୪, ସରକାର ସବୁବେଳେ କିଛି ନା କିଛି ନୂଆ କଟକଣା ଜାରି କରିବା ସହ ପୁରୁଣା କଟକଣା ଉପରେ କୋହଳ ମନୋଭାବ ପୋଷଣ କରୁଛନ୍ତି । ହେଲେ କରୋନା ବିଶ୍ୱବାସୀଙ୍କ ଉପରେ କେବେ ବି କୋହଳ ମନୋଭାବ ପୋଷଣ କରିବା ଭଳି ଦେଖିବାକୁ ମିଳୁନାହିଁ । ଲକଡାଉନ ହେଉ କି ସଟଡାଉନ…

ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ବ୍ୟାଟିଂ କରିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ବାଙ୍ଗାଲୋର ପକ୍ଷରୁ ଦୁଇ ଓପନର ବ୍ୟାଟିଂ କରିବାକୁ ମୈଦାନକୁ ଆସିବେ । ଏହି ମ୍ୟାଚ ଉଭୟ ଦଳ…

ଅକ୍ଟୋବର ୪ରୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ସୂଚନା ଦେଲେ ନନ୍ଦନକାନନ ଉପନିର୍ଦ୍ଦେଶକ । କରୋନା ଯୋଗୁଁ ବନ୍ଦ…

କନକ ବ୍ୟୁରୋ : ଅକ୍ଟୋବର ୪ ତାରିଖରୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ । କରୋନା କଟକଣା ପାଇଁ ଦୀର୍ଘଦିନ ହେବ ବନ୍ଦ ରହିଥିଲା ନନ୍ଦନକାନନ । ଏହାସହ ବଟାନିକାଲ ଗାର୍ଡେନ ମଧ୍ୟ ୪ ତାରିଖରୁ ଖୋଲିବ ବୋଲି କୁହାଯାଇଛି । ତେବେ ଏହି ସମୟରେ…

ଆଗ ବହିଷ୍କାର ନା ଆଗ ଇସ୍ତଫା? କଳ୍ପତରୁଙ୍କୁ ଦଳରୁ ବିଦା କରିବା ପଛର କାରଣ କ’ଣ?

କନକ ବ୍ୟୁରୋ : ବିଜେଡିର ସାଧାରଣ ସଂପାଦକ ପଦରୁ ବହିଷ୍କୃତ ହୋଇଛନ୍ତି ଯୁବନେତା କଳ୍ପତରୁ ଓଝା । କଳ୍ପତରୁଙ୍କ ବହିଷ୍କାର ପରେ ଏନେଇ ଏବେ ଉଠିଛି ଅନେକ ପ୍ରଶ୍ନ । ପଦ ପାଇବାର ୨୪ ଘଣ୍ଟା ନପୂରୁଣୁ ଏଭଳି ଘଟଣା ଦେଖିବାକୁ ମିଳିଛି । କଥା ଉଠୁଛି ଯେ ସେ ପ୍ରଥମେ ଦଳରୁ ବହିଷ୍କୃତ ହେଲେ ନା ପ୍ରଥମେ…

ବବି ଦାସଙ୍କୁ ଘାରିଲା ବାଲେଶ୍ୱର ଚିନ୍ତା ! ଅଚାନକ ଗସ୍ତ, ଆଶାୟୀଙ୍କ ସହ ଆଲୋଚନା ପରେ ଉଠିଲା ପ୍ରଶ୍ନ, ଟିକେଟ ପାଇବ କିଏ…

କନକ ବ୍ୟୁରୋ: ବାଲେଶ୍ୱର ସଦର ଆସନ ଉପନିର୍ବାଚନକୁ ନେଇ ବିଜେଡି ଶିବିର ଚଳଚଞ୍ଚଳ ହୋଇଉଠିଛି। ଦଳର ସଂଗଠନ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଅଚାନକ ବାଲେଶ୍ବର ଗସ୍ତରେ ଆସି ସର୍କିଟ୍ ହାଉସ ଠାରେ ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏବଂ ପୂର୍ବତନ ସଦର…

କରୋନା କବଳରେ ୪୫୦ ଶ୍ରୀମନ୍ଦିର ସେବାୟତ । ସେବାୟତ ପଜିଟିଭ ଚିହ୍ନଟ ହେବା ପରେ ଶ୍ରୀଜିଉଙ୍କ ନୀତିକାନ୍ତିକୁ ନେଇ ବଢୁଛି…

କନକ ବ୍ୟୁରୋ : ପୁରୀ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛିି । ଜିଲ୍ଲାରେ ପାଖାପାଖି ୧୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୪୫୦ ଶ୍ରୀମନ୍ଦିର ସେବାୟତ ରହିଛନ୍ତି । ସେବାୟତ ପଜିଟିଭ ଚିହ୍ନଟ ହେବା ପରେ ଶ୍ରୀଜିଉଙ୍କ ନୀତିକାନ୍ତିକୁ ନେଇ ଚିନ୍ତା ବଢୁଛି ।…