Daily Archives

September 27, 2020

ତାପଙ୍ଗ ହେଲା ବ୍ୟାନ । ନିୟମ ନମାନି ବୁଲିବାକୁ ଗଲେ ଦେବାକୁ ପଡିବ ବଡ ଜରିମାନା । ଘୋଷଣା କଲା ଜିଲ୍ଲା ପ୍ରଶାସନ । 

କନକ ବ୍ୟୁରୋ : ବନ୍ଦ ହେଲା ନିଜିଗଡ ତାପଙ୍ଗ । କାଲିଠୁ ତାପଙ୍ଗ ନଯିବାକୁ ଜନସାଧାରଣଙ୍କୁ ବାରଣ କରିଛି ଜିଲ୍ଲାପ୍ରଶାସନ । ଖୋର୍ଦ୍ଧାର ନୂଆ ସେଲ୍୍ଫି ପଏଣ୍ଟ ପାଲଟିଥିବା ତାପଙ୍ଗ ଉପରେ ସମ୍ପୂଣ୍ଣ କଟକଣା ଲଗାଯାଇଛି । ଯଦି କେହି ଏହି ନିୟମକୁ ଉଲ୍ଲଘଂନ କରି ବୁଲିବାକୁ ଯାଆନ୍ତି ତେବେ ତାଙ୍କଠୁ…

ଛକା ଚୌକାରେ ଦୁଲୁକିଲା ସାରଜାହା । ପଞ୍ଜାବ ହାତରୁ ମ୍ୟାଚ ଛଡାଇ ନେଲେ ସାମସନ, ତେୱତିଆ । ୪ ୱିକେଟରେ ଜିତିଲା ରାଜସ୍ଥାନ…

କନକ ବ୍ୟୁରୋ : ଛକା ଚୌକାରେ ଦୁଲୁକିଲା ସାରଜାହା ଷ୍ଟାଡିୟମ । ପଞ୍ଜାବ ହାତରୁ ମ୍ୟାଚ ଛଡାଇନେଲେ ସଞ୍ଜୁ ସାମସନ ଓ ରାହୁଲ ତେୱତିଆ । ଫଳରେ ରାଜସ୍ଥାନ ଏହି ମ୍ୟାଚରେ ୪ ୱିକେଟରେ ବିଜୟ ହାସଲ କରିଛି । ଏହି ମ୍ୟାଚରେ ସଞ୍ଜୁ ସାମସନ ୮୫ ରନ କରିଥିବା ବେଳେ ରାହୁଲ ତେୱତିଆ ୫୩ ରନ କରିଛନ୍ତି ।…

ବିହାର ନିର୍ବାଚନ ପୂର୍ବରୁ ତେଜସ୍ୱୀଙ୍କ ବେକାରୀ ଗେମ୍ । ସରକାରଙ୍କ ପ୍ରଥମ କ୍ୟାବିନେଟରେ ୧୦ ଲକ୍ଷ ନିଯୁକ୍ତି ।…

କନକ ବ୍ୟୁରୋ : ନିତିଶ କୁମାର ବିହାର ନିର୍ବାଚନକୁ ଆଖି ଆଗରେ ରଖି ଛାତ୍ର ଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ମାଟ୍ରିକ୍ ପାସ କଲେ ୧୦ ହଜାର ଓ ଗ୍ରାଜୁଏସନ ପରେ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିବା ପରେ ପଛରେ ପଡି ନାହାନ୍ତି ତେଜସ୍ୱୀ । ୧୦ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି…

ପ୍ରବାସୀ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଏଣିକି ଶ୍ରମିକଙ୍କ ଗାଡି ଖର୍ଚ୍ଚ ବହନ କରିବ କମ୍ପାନୀ…

କନକ ବ୍ୟୁରୋ: କେନ୍ଦ୍ରର ବଡ ନିର୍ଦ୍ଦେଶ । କର୍ମଚାରୀଙ୍କୁ ଗାଡି ଭଡା ଦେବ କମ୍ପାନୀ । ଦେଶରେ ବ୍ୟାପୁଥିବା କରୋନା ମହାମାରୀ ପାଇଁ ବଢିଯାଇଛି ଶ୍ରମିକଙ୍କ ଦୁଃଖ । ଟଙ୍କା ରୋଜଗାର ପାଇଁ ଅନ୍ୟ ରାଜ୍ୟକୁ ଯାଉଛନ୍ତି ଲୋକେ । ଆଉ ଅନେକ ସମସ୍ୟାକୁ ମଧ୍ୟ ସାମ୍ନା କରୁଛନ୍ତି । ତେଣୁ ଶ୍ରମିକଙ୍କ…

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲରେ ରାଜନୈତିକ ଲଢ଼େଇ ଜୋର । କାଲି ଦୁଇଟି ସେତୁର ଭିତ୍ତିପ୍ରସ୍ତର…

କନକ ବ୍ୟୁରୋ: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ୨ଟି ଜଇପୁର-କଟିକଟା ଓ ତିର୍ତ୍ତୋଲ-ପୋଷଲ ହାଇଲେଭଲ୍ ସେତୂର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହାକୁ ନେଇ ବିଜେଡି ନେତା ଖୁସି ମନାଉଥିବା ବେଳେ କଂଗ୍ରେସ ଓ ବିଜେପି ଏହାକୁ…

ବଦଳୁଛି ଲାଲଗଡର ରକ୍ତ ଚରିତ୍ର । ସ୍ୱାଭିମାନ ଅଂଚଳର ଲାଲକୋଠି ପାଲଟିଛି ସୁରକ୍ଷା କର୍ମୀଙ୍କ ଚେକପୋଷ୍ଟ । ପାହାଡ ଉପରେ…

କନକ ବ୍ୟୁରୋ: ବଦଳି ଯାଇଛି ସ୍ୱାଭିମାନ ଅଂଚଳର ଚିତ୍ର । ଯେଉଁଠି ମାଓବାଦୀଙ୍କ ରାଜ ଚାଲିଥିଲା, କେହି ସେଠାରେ ପଶିପାରୁନଥିଲେ ଏବେ ସେଠାରେ ପହରା ଦେଉଛନ୍ତି ବିଏସଏଫ ଯବାନ ଓ ଓଡିଶା ପୁଲିସ । କନକ ନ୍ୟୁଜର କ୍ୟାମେରା ଟିମ ଏହି ଚିତ୍ରକୁ ନିଜ କ୍ୟାମେରାରେ କଏଦ କରିଥିଲା । ପାହାଡ ଘେରରେ…