Daily Archives

September 17, 2020

ଆକ୍ସନ ମୋଡରେ କମିଶନରେଟ୍ ପୋଲିସ । ନିୟମ ନମାନୁଥିଲେ ହୋଇଯାଆନ୍ତୁ ସାବଧାନ, ନହେଲେ ଗଣିବେ ମୋଟା ଅଙ୍କର ଜୋରିମାନା ।

କନକ ବ୍ୟୁରୋ : ଟ୍ୱିନସିଟିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ କୋଭିଡ୍ ନିୟମ ପାଳନକୁ କଡ଼ାକଡ଼ି କରିବା ପାଇଁ ଅଂଟା ଭିଡିଛି କମିସନରେଟ୍ ପୋଲିସ । ଗତକାଲି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବା ପରେ ଆଜି ଆକ୍ସନ ମୋଡକୁ ଆସିଛି ପୋଲିସ । ଦୋକାନଗୁଡିକୁ ଯାଂଚ…

କରୋନା : ଆଜି ୩୬୦୭ ଆକ୍ରାନ୍ତ ହେଲେ ସୁସ୍ଥ । ଟ୍ୱିଟ୍ କରି ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲାରୁ ୧ ହଜାର ୩୭ ଜଣଙ୍କ ସମତେ ରାଜ୍ୟରେ ଆଜି ୩ ହଜାର ୬୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନା ଭାଇରସରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୩ ହଜାର ୪୬୬ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଅଭି ବି ପିକଚର ବାକି ହେ !! ଜୟା ବଚ୍ଚନଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଦେଇଛନ୍ତି ଜୟାପ୍ରଦା : ବଲିଉଡ ଷ୍ଟାରଙ୍କ ମଧ୍ୟରେ…

କନକ ବ୍ୟୁରୋ : ବଲିଉଡରେ ଡ୍ରଗ୍ସକୁ ନେଇ ଆରମ୍ଭ ହୋଇଥିବା ବିବାଦକୁ ଦେଖିଲେ ଲାଗୁଛି, ପିକ୍ଚର ଏବେ ବି ବାକି ଅଛି । ପ୍ରତିଦିନ ନୂଆ ବୟାନ ଓ ନୂଆ ଟ୍ୱିଟ୍ ସାମ୍ନାକୁ ଆସୁଛି । ଏବେ କଙ୍ଗନାଙ୍କ ସହ ଜୟା ବଚ୍ଚନଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଦେଇଛନ୍ତି ଜୟାପ୍ରଦା ।  ଦମ ମାରୋ ଦମ୍... ବଲିଉଡର…

କେଉଁ ଥାଳିର କଥା କହିଲେ ଜୟା ବଚ୍ଚନ ? ବଲିଉଡରେ କେତେ ଦୂର ରହିଛି ବଂଶବାଦ ? ଥାଳିର ଯେତେବେଳେ ସଫେଇ ହେବ ସେତେବେଳେ…

କନକ ବ୍ୟୁରୋ : ଜୟା ବଚ୍ଚନ ଥାଳିଧରି ବଲିଉଡର ଆରତି କରୁଛନ୍ତି । ତାଙ୍କ ନଜରରେ ବଲିଉଡଠାରୁ ଦୁନିଆଁରେ ପବିତ୍ର ଆଉକିଛି ନାହିଁ । ଏହା ଉପରେ କେହି ପାଟି ଖୋଲି ପାରିବେନି । କେହି ଆଙ୍ଗୁଠି ଦେଖାଇ ପାରିବେନି । ଏହା ଫଳରେ ଇମେଜ ଖରାପ ହେବ । ଯିଏ ଆଙ୍ଗୁଠି ଦେଖିଉଛି, ସିଏ ଥାଳିରେ କଣା କରୁଛି ।…

୭୦ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତିଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଜଣାଇଲେ ଶୁଭେଛା : ଟ୍ୱିଟ କରି…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନ ଅବସରରେ ଛୁଟିଛି ଶୁଭେଚ୍ଛାର ସୁଅ । ସୋସିଆଲ ମିଡିଆରେ ତାଙ୍କର ଦୀର୍ଘ ଜୀବନର କାମନା କରିଛନ୍ତି ଅନେକ ରାଜନେତା ଓ ସେଲିବ୍ରିଟି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଟ୍ୱିଟ କରିଛନ୍ତି ।…

ସୀମାରେ ଚୀନ୍ ସେନାର ନୂଆ ଷଡଯନ୍ତ୍ର ।  ୧୯୬୨ର ତରିକା ଦୋହରାଇଲା ପିପୁଲ୍ସ ଲିବରେସନ ଆର୍ମି : ଫିଙ୍ଗର-୪ ଅଂଚଳରେ ମାଇକ…

କନକ ବ୍ୟୁରୋ : ସୀମାରେ ଚୀନ୍ ସେନାର ନୂଆ ଷଡଯନ୍ତ୍ର । ଗୁରୁତ୍ୱପୂର୍ଣ୍ଣ ଫିଙ୍ଗର-ଫୋର ଅଂଚଳରେ ମାଇକ ଲଗାଇ ବଜାଉଛି ପଞ୍ଜାବୀ ଓ ହିନ୍ଦୀ ଗୀତ । ଭାରତୀୟ ସେନାର କବଜାରେ ଥିବା ଉଚ୍ଚ ପାହାଡରୁ  ଚୀନ୍ ସେନାର ଗତବିଧି ଉପରେ କଡା ନଜର ରଖିଛି ଭାରତୀୟ ସେନା । ଏଥିପାଇଁ ଉସୁକାଇବା ଲାଗି ଏବଂ…