Daily Archives

September 8, 2020

ସେପ୍ଟେମ୍ବର ୨୧ରୁ ୯ମରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ, ଏସଓପି ଜାରି କଲେ କେନ୍ଦ୍ର ସରକାର

କନକ ବ୍ୟୁରୋ : ଆସନ୍ତା ୨୧ ତାରିଖରୁ ୯ମରୁ ୧୨ଶ ଶ୍ରେଣୀ ସ୍କୁଲ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ଏଥିପାଇଁ ଆଜି କେନ୍ଦ୍ର ସରକାର ମାନକ ଆଚରଣବିଧି (ଏସଓପି) ଜାରି କରିଛନ୍ତି । ଏହି ଗାଇଡଲାଇନ ଅନୁସାରେ ଶ୍ରେଣୀରେ ସାମାଜିକ ଦୂରତ୍ୱ ପାଳନ, ମାସ୍କ ପିନ୍ଧିବା, ହାତ ଧୋଇବା ଆଦିକୁ ବାଧ୍ୟତାମୂଳକ…

ରିୟାଙ୍କ ପାଇଁ ୧୪ ଦିନିଆ ନ୍ୟାୟିକ ହେପାଜତ ମାଗିଲା ଏନ୍‌ସିବି; ଜାମିନ ପାଇଁ ଆବେଦନ କଲେ ରିୟା

କନକ ବ୍ୟୁରୋ : ଡଗ୍ରସ୍‌ କାରବାର ଅଭିଯୋଗରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଜାମିନ ଆବେଦନ କରିଛନ୍ତି। ରିୟା ତାଙ୍କ ଓକିଲଙ୍କ ଜରିଆରେ ଜାମିନ ପାଇଁ ଆବେଦନ କରିଥିବା ବେଳେ ଏନ୍‌ସିବି ତାଙ୍କ ଜାମିନ ଆବେଦନର ବିରୋଧ କରିବା ସହ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ…

କରୋନା ଯୁଦ୍ଧରେ ହାରିଗଲେ ପୁଲିସ ଅଧିକାରୀ : ପ୍ରଶାସନ ପକ୍ଷରୁ ଗାର୍ଡ଼ ଅଫ୍‌ ଅନର

କନକ ବ୍ୟୁରୋ : କରୋନା ଯୁଦ୍ଧରେ ହାରିଗଲେ ଯୁବ ପୁଲିସ ଅଧିକାରୀ ରାଜ କିଶୋର ସାମଦ( ୩୯)। ଆଜି ସକାଳ ୧୧.୪୫ରେ ଝାରସୁଗୁଡ଼ା କୋଭିଡ୍‌ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ୱର୍ଗତ ସାମଦ ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ପୁଲିସ ଷ୍ଟେସନରେ ସବ୍‌ ଇନ୍‌ସପେକ୍ଟର ଭାବରେ…

ସୁସ୍ଥ ଅଧିକ, ଆକ୍ରାନ୍ତ କମ୍‌: ଭୁବନେଶ୍ୱରରୁ ଆଜି ୩୭୬ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୪୨୦ ଜଣ

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଆଜି ୩୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିନ୍ତୁ ୪୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଆଜି ସଂଗରୋଗରୁ ୧୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୩ ଜଣଙ୍କର…

ବର୍ଷା-ଅନୁଭବ ବିଦାଦ ଭିତରେ ଆସିଲା ବର୍ଷାଙ୍କ ଆଉ ଏକ ବାର୍ତ୍ତା: ବର୍ଷା କହିଲେ, କୌଣସି ସ୍ଥିତିରେ ବି ଯିବି ନାହିଁ…

କନକ ବ୍ୟୁରୋ: ବର୍ଷା-ଅନୁଭବ ବିଦାଦ ଭିତରେ ପୁଣି ଆସିଲା ବର୍ଷାଙ୍କ ଆଉ ଏକ ବାର୍ତ୍ତା । ଯେଉଁଥିରେ ବର୍ଷା ସ୍ପଷ୍ଟ ଭାବରେ କହିଛନ୍ତି ଯେ ମୁଁ କୌଣସି ବି ସ୍ଥିତିରେ ବାପଘରକୁ ଯିବି ନାହିଁ । ମୁଁ ଅନୁଭବଙ୍କୁ ବାହା ହୋଇଛି ଏବଂ ସମ୍ପୁର୍ଣ୍ଣ ଭାବେ ଶାଶୁ ଘରେ ରହିବାର ଅଧିକାର ଅଛି । ଶାଶୁ ଘରେ…

ବିକାଶ ଦେଖୁଛି ସ୍ୱାଭିମାନ ଅଂଚଳ । ଲାଲ ଗଡରେ ପହଁଞ୍ଚିଲା ମୋବାଇଲ ସେବା । ମାଲକାନଗିିରି ଜିଲ୍ଲାର ଅତି ମାଓପ୍ରବଣ…

କନକ ବ୍ୟୁରୋ: ବିକାଶ ଦେଖୁଛି ସ୍ୱାଭିମାନ ଅଂଚଳ । ଲାଲ ଗଡରେ ପହଁଚିଲା ମୋବାଇଲ ସେବା । ପ୍ରଥମ ଥର କରି ସ୍ୱାଭିମାନ ଅଂଚଳର ଅତି ମାଓ ପ୍ରବଣ ଅଂଚଳରେ ମୋବାଇଲ ସେବା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଘରୋଇ ଟେଲିକମ କମ୍ପାନୀ ଏଆରଟେଲ ପକ୍ଷରୁ ସ୍ୱାଭିମାନ ଅଂଚଳରେ ୭ ଟି ମୋବାଇଲ ଟାଓର ସ୍ଥାପନ…