Daily Archives

September 12, 2020

ପୁଣି ୨ ନେତାଙ୍କୁ କରୋନା : କେନ୍ଦ୍ରାପଡ଼ା ଓ ପାଟଣାଗଡ଼ ବିଧାୟକ କରୋନା ପଜିଟିଭ ଚିହ୍ନଟ

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ଓ ପାଟଣଗଡ଼ ବିଧାୟକ ସରୋଜ ମେହେର କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ବିଧାୟକ ଶ୍ରୀ ବେହେରା ଟୁଇଟ କରି ଏହି ସୂଚନା ଦେଇଛନ୍ତି । ସେହପରି ଶ୍ରୀ ମେହେର ଟୁଇଟ କରି ସୂଚନା ଦେଇଛନ୍ତି ଯେ, ମୁଁ ସୁସ୍ଥ ଅଛି ଏବଂ ଡାକ୍ତରଙ୍କ…

ସୁସ୍ଥ ହେଲେ ୩୨୧୭ ଆକ୍ରାନ୍ତ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୧୫ ହଜାର ୨୭୯କୁ ବୃଦ୍ଧି

କନକ ବ୍ୟୁରୋ :  ଖୋର୍ଦ୍ଧା ଜିଲ୍ଲାରୁ ୬୪୭ ଜଣଙ୍କ ସମେତ ରାଜ୍ୟରୁ ଆଜି ୩ ହଜାର ୨୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନା ଭାଇରସ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୫ ହଜାର ୨୭୯କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ଜୀବନ ବଂଚାଇବାକୁ ଆସିଲେ , ଜୀବିକା ବୁଡିଗଲା । ଭୋକ ଉପାସରେ ଏଠି କେତେ ଦିନ ବି ରହିପାରିବେ ? ସଜଡା ହେଲାଣି…

କନକ ବ୍ୟୁରୋ : ଦୀର୍ଘ ୧୫ ବର୍ଷ ହେଲା ପେଟପାଟଣା ପାଇଁ ସୁଦୂର ସୁରଟରେ କାମ କରୁଛନ୍ତି ବସନ୍ତ । ପରିବାର ସହ ସେଠାରେ ରହି ଦୁଃଖ କଷ୍ଟରେ ଦିନ କଟାଉଥିଲେ । ଦିନକୁ ପ୍ରାୟ ୪୦୦ ଟଙ୍କା ହିସାବରେ ମାସକୁ ତାଙ୍କ ଆୟ ପ୍ରାୟ ୧୨ ହଜାର ଟଙ୍କା ହୋଇଯାଏ । ଫଳରେ ଅଭାବ ସତ୍ୱେ ବି କଷ୍ଟେମଷ୍ଟେ କଟିଯାଏ…

ଦିନେ ଜନଜଗଳି ଥିଲା ଏବୋ ପୂରା ଖାଁ ଖାଁ । ବାତ୍ୟା ବଦଳାଇ ଦେଇଛି ବାଲାଜୀ ସୂତାକଳର ଚିତ୍ର, ଫାଇଲିନ ଆସି ସବୁ ନଷ୍ଟ…

କନକ ବ୍ୟୁରୋ : ଦିନେ ଯେଉଁଠି ଜନଗହଳି ଲାଗି ରହୁଥିଲା ଏବେ ସେହି ସ୍ଥାନ ଖାଁ ଖାଁ । ବର୍ତମାନର ସ୍ଥିତି ଦେଖିଲେ ଏହା କୌଣସି କାରଖାନା ପରି ମନେ ହେଉନି, ବରଂ ଗୋଟିଏ ଘଂଚ ଜଙ୍ଗଲ ପରି ମନେ ହେଉଛି । ଏଭଳି ଅବସ୍ଥାରେ ପଡି ରହିଛି ଆସ୍କା ସ୍ଥିତ ବାଲାଜୀ ସୂତାକଳ । ୨୦୧୩ ମସିହା ଅକ୍ଟୋବରରେ…

ଏଠି ରୋଜଗାର ନାହିଁ, ପେଟକୁ ଦାନା ଦେବା ପାଇଁ ପାଖରେ ଟଙ୍କା ନାହିଁ । ସୁରଟ ଯିବା ପାଇଁ ସକାଳୁ ସକାଳୁ ଷ୍ଟେସନ ଆଗରେ…

କନକ ବ୍ୟୁରୋ : ଏବେ ଯିବାକୁ ପଡିବ ସୁରଟ । ରୋଜଗାର ପାଇଁ ଟ୍ରେନ ଟିକେଟ ପାଇଁ ସକାଳୁ ସକାଳୁ କାଉଁଟର ଆଗରେ ପହଂଚିଯାଉଛି ପ୍ରବାସୀ । କରୋନା କଟକଣା ବେଳେ ବହୁ କଷ୍ଟରେ ଗାଁକୁ ଫେରିଥିଲେ । କିଏ ସ୍ୱତନ୍ତ୍ର ବସ୍ ଭଡା କରି ଅଖିଆ ଅପିଆରେ ଫେରିଥିଲେ ତ ଆଉ ଏକ ଶ୍ରମିକ ଟ୍ରେନରେ ଆସିଥିଲେ ।…

ସୁଶାନ୍ତ ମୃତ୍ୟୁ ଓ କଙ୍ଗନା ବିବାଦରେ ରାଜନୀତିର ରଙ୍ଗ । ନିର୍ବାଚନ ପୂର୍ବରୁ ସୁଶାନ୍ତଙ୍କୁ ବିହାର ମାଟିର ପୁଅ…

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ବେକାକୁ ହେଉଥିବା ବେଳେ ଅର୍ଥନୀତି ମଧ୍ୟ ଭୁଷୁଡିବାକୁ ବସିଲାଣି । କିନ୍ତୁ ଏହାରି ଭିତରେ ସାରାଦେଶରେ ଚର୍ଚ୍ଚା ଚାଲିଛି କେବଳ ସୁଶାନ୍ତ ସିଂ ରାଜପୁତ, ରିଆ ଚକ୍ରବର୍ତୀ ଓ କଙ୍ଗନା ରାଣାୱତଙ୍କୁ ନେଇ । ଏହି ପ୍ରସଙ୍ଗରେ ଏବେ ରାଜନୀତିର ରଙ୍ଗ ଲାଗିସାରିଛି…