ଛୋଟ ନିର୍ବାଚନ ବଡ ରଣନୀତି । ଉପନିର୍ବାଚନକୁ ନେଇ ଚାଲିଛି ଅଙ୍କକଷା । କିଏ ହେବ କେଉଁ ଦଳର ଚେହେରା ?
କନକ ବ୍ୟୁରୋ : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ ନିର୍ବଚନ ପାଇଁ ତାରିଖ ଘୋଷଣା ସରିଛି । ହେଲେ ଏବେ ଟିକେଟ ପାଇଁ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଚାଲିଛି ଛକାପଞ୍ଝା । ଉଭୟ ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଉଷୁମ ହେଉଛି ଉପ-ନିର୍ବାଚନ ରାଜନୀତି । ଟିକେଟ ପାଇଁ ଦଳ ମଧ୍ୟରେ ଚାଲିଛି ବିବାଦ ।…