Daily Archives

September 7, 2020

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବଢିଲା ସୁରକ୍ଷା । ମୁମ୍ବାଇରେ ଦିଆଯିବ ୱାଇ କାଟୋଗୋରୀ ସୁରକ୍ଷା : ଜଗିବେ  ୧୧…

କନକ ବ୍ୟୁରୋ :ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ମିଳିଲା ୱାଇ କାଟାଗୋରୀ ସିକ୍ୟୁରିଟି । ଶିବସେନା ନେତା ସଂଜୟ ରାଉତ ଓ କଙ୍ଗନାଙ୍କ ମଧ୍ୟରେ କଥା କଟାକଟି ପରେ ତାଙ୍କୁ ୱାଇ କାଟାଗୋରୀ ସୁରକ୍ଷା ଯୋଗାଇ ଦେବେ କେନ୍ଦ୍ର ସରକାର । ବୁଧବାର ଦିନ କଙ୍ଗନା ମୁମ୍ବାଇ ଆସିବା ପରେ ତାଙ୍କୁ ଏହି ସୁରକ୍ଷା…

୧୬୯ ଦିନ ପରେ ଗଡିଲା ଦିଲ୍ଲୀ ମେଟ୍ରୋ । ୟେଲୋ ୟେଲୋ ଲାଇନ ଉପରେ କରୋନା ମହାମାରୀ ଭିତରେ ଗଡିଲା ଟ୍ରେନ : ପ୍ରଥମ ଦିନରେ…

କନକ ବ୍ୟୁରୋ : କରୋନା ମହାମାରୀ କାରଣରୁ ୧୬୯ ଦିନ ହେବ ବନ୍ଦ ରହିଥିବା ଦିଲ୍ଲୀ ମେଟ୍ରୋ ଟ୍ରେନ୍ ଆଜିଠାରୁ ପୁଣି ଥରେ ଗଡିଛି । ସକାଳ ୭ଟାରେ ସମୟପୁର ବାଦଲିରୁ ହୁଡ୍ଡା ସିଟି ସେଂଟର ଗଡିଛି ଟ୍ରେନ୍ । ୪୯ କିଲୋମିଟର ୟେଲୋ ଲାଇନ ଉପରେ ଏହି ଟ୍ରେନ୍ ଯାତ୍ରା କରିଛି । ଏହି ରୁଟରେ ୩୭ ଷ୍ଟେସନ…

ଋଷିଆ ପରେ ଆସୁଛି ଚୀନ୍ ଭ୍ୟାକସିନ । ସାରା ବିଶ୍ୱ ସମ୍ମୁଖରେ କରୋନା ଟିକାର ଚିତ୍ର ପ୍ରଦର୍ଶନ କଲା ଚୀନ୍ : ତୃତୀୟ ଫେଜ…

କନକ ବ୍ୟୁରୋ : ଋଷିଆ ପରେ ଆସୁଛି ଚୀନ୍ ଭ୍ୟାକସିନ । ସାରା ବିଶ୍ୱ ସମ୍ମୁଖରେ କରୋନା ଟିକାର ଫଟୋ ପ୍ରଦର୍ଶନ କରିଛି ଚୀନ୍ । ତୃତୀୟ ଫେଜ ଟ୍ରାୟଲ ଶେଷ ହେବା ପରେ ଡିସେମ୍ବର ଶେଷ ସୁଦ୍ଧା ଆସିବ ଏହି ଟିକା । ବର୍ତମାନ ଏହା ବଜାରକୁ ଆସିବ ନାହିଁ । ଏହି ଭ୍ୟାକସିନକୁ ସିନୋଭେକ ବାୟୋଟେକ ଓ…

ସ୍କ୍ରାମଜେଟ ଇଞ୍ଜିନ ଗର୍ଜନ କରି ଉପରକୁ ଉଠିଲା, ଭାରତୀୟଙ୍କ ଛାତି ଗର୍ବରେ ଫୁଲିଲା ।  ଆକାଶ ମାର୍ଗରେ ହିଁ ଯୁଦ୍ଧର…

କନକ ବ୍ୟୁରୋ : ଓଡ଼ିଶାର ଚାନ୍ଦିପୁରରେ ଥିବା ଏପିଜେ ଅବଦୁଲ କାଲାମ ହୁଇଲର ଦୀପରୁ ଯେତେବେଳେ ସ୍କ୍ରାମଜେଟ ଇଞ୍ଜିନ ଗର୍ଜନ କରି ଉପରକୁ ଉଠୁଥିଲା, ସେତେବେଳେ ଡିଫେନ୍ସ ରିସର୍ଚ ଡେଭଲପମେଂଟ ଅର୍ଗାନାଇଜେସନ ସହ ସବୁ ଭାରତୀୟଙ୍କ ଛାତି ଗର୍ବରେ ଫୁଲି ଉଠିଥିଲା । କାରଣ ଏହି ସଫଳତା ଏଭଳି ଏକ…

ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ନୂଆ ମୋଡ଼ । ସାଇକୋ ଲେଡି ପ୍ରସଙ୍ଗରେ ଥାନାରେ ବିଦ୍ୟାଶ୍ରୀ ଓ ବିସ୍ମିତଙ୍କ…

କନକ ବ୍ୟୁରୋ : ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ଉପରୁ ପରଦା ହଟୁନଥିବା ବେଳେ ଆଦିତ୍ୟଙ୍କ ପ୍ରେମିକା ଚିନ୍ମୟୀ ମହାପାତ୍ର, ପତ୍ନୀ ବିଦ୍ୟାଶ୍ରୀ ଓ ବନ୍ଧୁ ବିସ୍ମିତ ଦାସଙ୍କୁ ନେଇ ଏବେ ଚର୍ଚ୍ଚା । ବାଲେଶ୍ୱର ଖଇରା ଥାନାରେ ଏତଲା ଦେଇ ଚିନ୍ମୟୀ ଅଭିଯୋଗ କରିଛନ୍ତି, ବିସ୍ମିତ ତାଙ୍କୁ…

ପୁଲିସ ସୁରକ୍ଷା ମାଗିଲେ ବର୍ଷା ପ୍ରିୟଦର୍ଶନୀ । ଖାଇବାକୁ ଦେବାବେଳେ ବର୍ଷାଙ୍କ ରୁମରେ ପଶି ଭିଡିଓ ସୁଟ କଲେ ଅନୁଭବଙ୍କ…

କନକ ବ୍ୟୁରୋ : ବାସ୍ତବ ଜୀବନରେ ଯେତେବେଳେ ସିନେମାର କାହାଣୀ ଭଳି ଦୃଶ୍ୟ ସାମ୍ନାକୁ ଆସେ, ସିଏ ଯେତେବେଳେ ବଡ଼ କାଳାକାର ହୁଅନ୍ତୁ ନାଁ କାହିଁକି ବିଚଳିତ ହେବା ହୁଏତ ସ୍ୱାଭାବିକ । ଆଉ ଏଇ ହେଉଛି ସେମିତି ଏକ ସାଙ୍ଗେତିକ ଚିତ୍ର । ଘରେ ବସିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଆଉ ତାଙ୍କୁ…