Daily Archives

September 5, 2020

ଅନୁଭବ ଜଣେ ପେସାଦାର ମଦୁଆ । ମଦ ପିଇବା ପରେ ହିତାହୀତ ଜ୍ଞାନ ଭୁଲିଯାଆନ୍ତି । ସାଙ୍ଗଙ୍କ ସହ ବେଡରୁମରେ ବି ମଦ ପିଇବାକୁ…

କନକ ବ୍ୟୁରୋ: ଅନୁଭବ ଜଣେ ପେସାଦାର ମଦୁଆ । ମଦ୍ୟ ପାନ କରି ସ୍ୱାଭାବିକ ଅବସ୍ଥାରେ ରୁହନ୍ତି ନାହିଁ ଅନୁଭବ । ରାତି ଶେଷ ପର୍ଯ୍ୟନ୍ତ ମଦ ପିଅନ୍ତି ଅନୁଭବ । ଏମିତି ତାଙ୍କ ସାଙ୍ଗମାନଙ୍କ ସହ ବେଡରୁମରେ ମଦ୍ୟପାନ କରନ୍ତି । ସ୍ତ୍ରୀଙ୍କ ସାମ୍ନାରେ ତାଙ୍କ ଉପସ୍ଥିତିରେ ବାହାର ଲୋକଙ୍କ ସହ ମଦ…

କେମିତି ହୋଇଥିଲା ଅନୁଭବ-ବର୍ଷାଙ୍କ ବାହାଘର ? ପିଟିସନରେ ବିବାହ ପୂର୍ବର ଚାଞ୍ଚଲ୍ୟକର ତଥ୍ୟ ଦେଲେ ବର୍ଷା । ଆତ୍ମହତ୍ୟାର…

କନକ ବ୍ୟୁରୋ: ବିବାଦରେ ବଡ ପରଦାର ବଡ ଷ୍ଟାର । ସିନେମା ନୁହେଁ ସତ ସମ୍ପର୍କରେ ହୋଇଛି ଫାଟ । ଲକଡାଉନରେ ଆରମ୍ଭ ହୋଇଥିବା ଫାଟ ଏବେ ଲଭଷ୍ଟୋରୀର ଦି ଏଣ୍ଡ କରିବାକୁ ବସିଛି । ତେବେ ଅନୁଭବଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବର୍ଷା । ସ୍ୱାମୀ ଅନୁଭବଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ…

ଅନୁଭବଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । କହିଲେ, ଅନେକ ଝିଅଙ୍କ ସହ ସମ୍ପର୍କ…

କନକ ବ୍ୟୁରୋ : ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ବିଉଟି କୁଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କ ଜୀବନରେ ଉଠିଛି ଝଡ । ସାଂସଦ ଅନୁଭବଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଆଣିଛନ୍ତି ଘରୋଇ ହିଂସା ଓ ମାନସିକ ଅତ୍ୟାଚାର ଭଳି ସାଂଘାତିକ ଅଭିଯୋଗ । ଚର୍ଚ୍ଚିତ ଯୋଡିଙ୍କ ଘରେ ଉଠିଥିବା ଝଡ…

ଲକଡାଉନ ବେଳେ ରାଜଧାନୀରେ ଲଜ୍ଜା । ଜଣେ ନାବାଳିକାଙ୍କୁ ବାରମ୍ବାର ଗଣଦୁଷ୍କର୍ମ ନେଇ ଅଭିଯୋଗ ପରେ ପୁଲିସର ତଦନ୍ତ…

କନକ ବ୍ୟୁରୋ : ଲକଡାଉନ୍ ବେଳେ ଲଜ୍ଜା । ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ । ଇଏ ଏଭଳି ଏକ ଲଜ୍ଜ୍ୟାଜନକ କାହାଣୀ, ଯାହା ଆପଣଙ୍କୁ ବିଚଳିତ କରି ଦେବ । କାରଣ ଯେତେବେଳେ କରୋନା ମହାମାରୀ ସଂକ୍ରମଣ ଭୟରେ ସାରା ରାଜ୍ୟରେ ଲକଡାଉନ, ସଟଡାଉନ ଭଳି କଠୋର କଟକଣା ଲାଗୁ ହୋଇଥିଲା ସେହି ସମୟରେ…

ଅନେକ ଝିଅଙ୍କ ସହ ଅନୁଭବ ସମ୍ପର୍କ ରଖିଥିବା ଅଭିଯୋଗ ଆଣିଲେ ବର୍ଷା । କହିଲେ, ମଦ୍ୟପାନ କରି ଅଶାଳୀନ ବ୍ୟବହାର କରନ୍ତି…

କନକ ବ୍ୟୁରୋ : ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଓ ବିଉଟି କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କ ଜୀବନରେ ଉଠିଛି ଝଡ । ଯାହା ଆପଣଙ୍କୁ ସିନେମାର କାହାଣୀ ଭଳି ଲାଗିବ, ହେଲେ ଏହା କୌଣସି ଫିଲ୍ମର କାହାଣୀ ନୁହେଁ । ସାଂସଦ ଅନୁଭବଙ୍କ ପତ୍ନୀ ତଥା ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ…

ପବଜୀ ପ୍ଲେୟାରଙ୍କ ପାଇଁ ଖୁସି ଖବର । ବ୍ୟାନ ପରେ ଆସିଲା ବିକଳ୍ପ… ଏବେ ମୋବାଇଲରେ ପବଜୀ ମଜା ଦେବ ଫୌଜୀ ଗେମିଂ…

କନକ ବ୍ୟୁରୋ: ପବଜୀ ଖେଳାଳୀଙ୍କ ପାଇଁ ଖୁସି ଖବର । ଏବେ ପବଜୀର ବିକଳ୍ପ ସାଜିବ ଫୌଜୀ । ଖୁବଶୀଘ୍ର ମୋବାଇଲକୁ ଆସିବ ଫୌଜୀ ଗେମିଂ ଆପ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଗେମ ପପଜୀର ସ୍ଥାନ ନେବ ଆଉ ଯୁବପିଢି ଏହାର ମଜା ଉଠାଇ ପାରିବେ । ତେବେ ଫୌଜୀ ଭଳି ଆକ୍ସନ ଗେମ୍ ଆଣିବା ନେଇ ଘୋଷଣା…