Daily Archives

September 24, 2020

ପଞ୍ଜାବରେ କୃଷି ବିଲକୁ ଜୋରଦାର ବିରୋଧ । ଆରମ୍ଭ ହେଲା ୩ଦିନିଆ ରେଳ ରୋକ୍ । ବିଲ୍ ବିରୋଧରେ ଆସନ୍ତାକାଲି କୃଷକ ସଂଘର…

କନକ ବ୍ୟୁରୋ : ପଞ୍ଜାବରେ କୃଷି ବିଲକୁ ଜୋରଦାର ବିରୋଧ । ଏଥିପାଇଁ ରାଜ୍ୟରେ ଆରମ୍ଭ ହୋଇଛି ୩ଦିନିଆ ରେଳ ରୋକ । ପଞ୍ଜାବରେ ଜୋରଦାର ବିରୋଧ କରାଯିବା ସହ ରେଳ ରୋକ କରାଯାଇଛି । ବିଲ୍ ବିରୋଧରେ ଆସନ୍ତାକାଲି କୃଷକ ସଂଘ ପଂଜାବ ବନ୍ଦ ଡାକରା ଦେଇଛି ।  ଅମ୍ରୃତସର ଓ ଫିରୋଜପୁର ଜିଲ୍ଲାରେ ଜୋରଦାର…

ପଞ୍ଜାବ ବୋଲିଂରେ ଧରାଶାୟୀ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ୯୭ ରନ୍ ରେ ବିଜୟ ହାସଲ କଲା କିଙ୍ଗସ୍ ଇଲେଭେନ…

କନକ ବ୍ୟୁରୋ : କିଙ୍ଗସ ଇଲେଭେନ ପଞ୍ଜାବର ବୋଲିଂରେ ଧରାଶାୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚକୁ ପଞ୍ଜାବ ୯୭ ରନର ବୃହତ ବ୍ୟବଧାନରେ ବିଜୟ ହାସଲ କରିଛି । ଏହି ବିଜୟ ସହ ପଞ୍ଜାବ ଚଳିତ ଆଇପିଏଲରୁ ନିଜ ଯାତ୍ରା ଆରମ୍ଭ କରିଛି । ଏହି ମ୍ୟାଚରେ ପଞ୍ଜାବ ପକ୍ଷରୁ କେଏଲ ରାହୁଲ…

ସେୟାର ବଜାର ଉପରେ ବଡ଼ ବିପର୍ଯ୍ୟୟ । କ୍ରମାଗତ ୬ ଦିନ ଧରି ବଜାରରେ ମାନ୍ଦାବସ୍ଥା । ୬ ଦିନରେ ୧୧ ଲକ୍ଷ ୩୧ ହଜାର କୋଟି…

କନକ ବ୍ୟୁରୋ : ସେୟାର ବଜାର ଉପରେ ପଡିଛି ବଡ଼ ବିପର୍ଯ୍ୟୟ । ୬ ଦିନରେ ୧୧ ଲକ୍ଷ ୩୧ ହଜାର କୋଟିର କ୍ଷତି ସହିଛନ୍ତି ନିବେଶକ । ବିଶ୍ୱ ବଜାରରେ ମାନ୍ଦାବସ୍ଥା ଯୋଗୁଁ ସେୟାର ମାର୍କେଟ ବି ଖସିବାରେ ଲାଗିଛି । କ୍ରମାଗତ ଷଷ୍ଠ ସେସନ ପାଇଁ ବିଏସଇ ସେନସେକ୍ସ ୧୧ଶହ ୧୫ ପଏଂଟ୍ ଖସିଛି । ଆଜି ଗୋଟିଏ…

ଶତ୍ରୁ ଦେଖିବ ନାରୀଶକ୍ତିର ଦମ୍ । ପ୍ରଥମ ମହିଳା ପାଇଲଟ ଭାବେ ଆକାଶର ବାହୁବଳୀ ରାଫେଲ୍ ଉଡାଇବେ ଫ୍ଲାଇଟ ଲେଫ୍ଟନାଂଟ…

କନକ ବ୍ୟୁରୋ : ଏବେ ଶତ୍ରୁ ଦେଖିବ ଦେଶର ନାରୀଶକ୍ତିର ଦମ୍ । ଆକାଶର ବାହୁବଳୀ ରାଫେଲ୍ ଉଡାଇବେ ଫ୍ଲାଇଟ ଲେଫ୍ଟନାଂଟ ଶିବାଙ୍ଗୀ ସିଂ । ଭାରତୀୟ ସର୍ବାଧୁନିକ ଫାଇଟର ଯୁଦ୍ଧ ବିମାନ ରାଫେଲ୍ର ପ୍ରଥମ ମହିଳା ପାଇଲଟ୍ ହେବେ ଶିବାଙ୍ଗୀ ସିଂ । ଅମ୍ବାଲାର ସେଭେନଟିନ୍ ଗୋଲଡେନ ଏରୋଜ ସ୍କ୍ୱାର୍ଡନରେ…

ରାଜ୍ୟରେ ଆଉ ୩ ହଜାର ୭୭୯ ଆକ୍ରାନ୍ତ ସୁସ୍ଥ । ଖୋର୍ଦ୍ଧାରୁ ସର୍ବାଧିକ ୫୫୦ ସୁସ୍ଥ 

କନକ ବ୍ୟୁରୋ : କରୋନା ଆକ୍ରାନ୍ତ ବଢିବା ସହ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ରାଜ୍ୟରେ ଆଜି ଆଉ ୩ ହଜାର ୭୭୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ ୧ ଲକ୍ଷ ୬୧ ହଜାର ୪୪ରେ ପହଞ୍ଚିଛି ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା । ତେବେ ଆଜି ସୁସ୍ଥ ହୋଇଥିବା ଆକହ୍ନ୍ହ୍କ…

ମୁମ୍ବାଇ ଆସିଲେ ସାରା, କାଲି ଦୀପିକାଙ୍କୁ ହେବ ଜେରା । ବଲିଉଡ ଡ୍ରଗ୍ସ ଲିଙ୍କ୍ ମାମଲାରେ କାଲି ଏନସିବିରେ ହାଜର ହେବେ…

କନକ ବ୍ୟୁରୋ : ଏନସିବିର ସମନ ପାଇବା ପରେ ଗୋଆରୁ ଆସି ମୁମ୍ବାଇରେ ପହଞ୍ଚିଛନ୍ତି ଅଭିନେତ୍ରୀ ସାରା ଅଲ୍ଲି ଖାନ୍ । ଅଭିନେତା ସୈଫ ଅଲି ଖାନ୍ ଓ ଅଭିନେତ୍ରୀ ଅମ୍ରିତା ସିଂଙ୍କ ଝିଅ ସାରା ଅଲି ଖାନଙ୍କ ନାଁ ଡ୍ରଗ୍ସ ଲିଙ୍କରେ ପଦାକୁ ଆସିଛି । ଏନସିବି ତାଙ୍କୁ ପଚରା ଉଚରା ପାଇଁ ସମନ ପଠାଇବା ପରେ…