Daily Archives

September 1, 2020

ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ, ଦେଶର ସାମାଜିକ ବ୍ୟବସ୍ଥାକୁ…

କନକ ବ୍ୟୁରୋ: ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ । ଫେସବୁକ ଦେଶର ସାମାଜିକ ବ୍ୟବସ୍ଥାକୁ ବିଗାଡୁଥିବା ନେଇ ଉଲ୍ଲେଖ କରି ଏହି ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଫେସବୁକ ବ୍ୟବହାର କରି କେତେକ ଦଳ ଭାରତର ସାମାଜିକ ବ୍ୟବସ୍ଥାକୁ…

ଦୁବାଇରୁ ଫେରିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ସୁରେଶ ରୈନା । ପଠାନକୋଟରେ ସର୍ମ୍ପକୀୟଙ୍କ ମୃତ୍ୟୁ ତଦନ୍ତ ପାଇଁ…

କନକ ବ୍ୟୁରୋ: ଆଇପିଏଲ ପାଇଁ ଦୁବାଇ ଯାଇ ସେଠାରୁ ଭାରତକୁ ଫେରିଆସିଥିବା ସିଏସକେ ଷ୍ଟାର କ୍ରିକେଟର ସୁରେଶ ରୈନା ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ତାଙ୍କ ସମ୍ପର୍କୀୟଙ୍କ ହତ୍ୟା ମାମଲାରେ ତଦନ୍ତ ଦାବି କରିଛନ୍ତି ରୈନା । ପଂଜାବ ପଠାନକୋଟରେ ରହୁଥିବା ତାଙ୍କ ପିଉସୀଙ୍କ ଘରେ ଅଗଷ୍ଟ ୧୯…

ରାଷ୍ଟ୍ରୀୟ ସମ୍ମାନ ସହ ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କୁ ଶେଷ ବିଦାୟ ଦେଲା ଦେଶ । ବାସଭବନରେ ରାଷ୍ଟ୍ରପତି,…

କନକ ବ୍ୟୁରୋ: ପଂଚଭୂତରେ ବିଲୀନ ହେଲା ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀର । ଦିଲ୍ଲୀର ଲୋଧୀ ରୋଡରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ ସଂପନ୍ନ ହେଲା ଅନ୍ତିମ ସଂସ୍କାର । ଏହି ଅବସରରେ ସେନା ପକ୍ଷରୁ ଦିଆଗଲା ତୋପସଲାମି । ପିପିଇ କିଟ୍ ପିନ୍ଧି ଅନ୍ତ୍ୟେଷ୍ଟି କ୍ରିୟାର…

ଆଜିଠୁ ସାରା ଦେଶରେ ଆରମ୍ଭ ହେଲା ଜେଇଇ ମେନ୍ ପରୀକ୍ଷା । ୬୬୦ଟି କେନ୍ଦ୍ରରେ ପରୀକ୍ଷା ଦେବେ ୯ ଲକ୍ଷରୁ ଅଧିକ…

କନକ ବ୍ୟୁରୋ: କୋଭିଡ୍ କଟକଣା ଭିତରେ ଆଜି ଆରମ୍ଭ ହୋଇଛି ଜେଇଇ ମେନ ପରୀକ୍ଷା । ପରୀକ୍ଷାର୍ଥୀମାନେ କୋଭିଡ୍ କଟକଣାକୁ ମାନି ପରୀକ୍ଷା ଦେଇଛନ୍ତି । ପରୀକ୍ଷାର ଦୁଇ ଘଂଟା ପୂର୍ବରୁ ପରୀକ୍ଷା ହଲର ଗେଟ୍ ଖୋଲିଥିଲା । ବାର କୋଡ୍ ଏବଂ ସିସିଟିଭି ଯାଂଚ ମଧ୍ୟରେ ପରୀକ୍ଷାର୍ଥୀ ପରୀକ୍ଷା ହଲକୁ ପ୍ରବେଶ…

ଏଣିକି ସୀମାରେ ବିଫଳ ହେବ ବେଜିଂର ସବୁ ଚାଲ୍ । ବେଇମାନ ଚୀନର ଚେହେରା ଉପରୁ ହଟିବ ପରଦା, ଡ୍ରାଗନର ଷଡଯନ୍ତ୍ର ଭଣ୍ଡୁର…

କନକ ବ୍ୟୁରୋ : ଏଣିକି ସୀମାରେ ବିଫଳ ହେବ ବେଜିଂର ସବୁ ଚାଲ୍ । ବେଇମାନ ଚୀନର ଚେହେରା ଉପରୁ ହଟିବ ପରଦା, ଡ୍ରାଗନର ଷଡଯନ୍ତ୍ର ଭଣ୍ଡୁର କରିବାକୁ ପ୍ରସ୍ତୁତ ସେନା । ବିଚଳିତ ଚୀନ ଦେଖିସାରିଲାଣି ଭାରତର ଦମ୍ । ଅଗଷ୍ଟ ୨୯/୩୦ ତାରିଖ ରାତିରେ ଲଦାଖ ସୀମାରେ ଯାହା ଘଟିଲା ତାକୁ ଦେଖିବା ପରେ ଚୀନ…

ଦୁଇ ଚକିଆ ସେଗମେଂଟକୁ ଆସିଲା ନାରାୟଣୀ ମୋଟର୍ସ । ନାରାୟଣୀ ସୁଜୁକି ଜରିଆରେ ଗ୍ରାହକଙ୍କ ନିକଟରେ ପହଁଚିବାକୁ ଲକ୍ଷ୍ୟ ।

ନାରାୟଣୀ ମୋଟର୍ସର ସଫଳତା ତାଲିକାରେ ଯୋଡି ହୋଇଛି ଆଉ ଏକ ଫର୍ଦ୍ଦ । ପୂର୍ବରୁ ଭୁବନେଶ୍ୱର ବଜାରରେ ନିଜର ଶୋ ରୁମ ଜରିଆରେ ଗ୍ରାହକଙ୍କ ବିଶ୍ୱାସ ଜିତିଥିବା ନାରାୟଣୀ ମୋଟର୍ସ ଏବେ ନୂଆ ସେଗମେଂଟରେ ପ୍ରବେଶ କରିଛି । ଚାରିଚକିଆ ସେଗମେଂଟ ପରେ ନାରାୟଣୀ ମୋଟର୍ସର ନୂଆ ଭାବେ ଦୁଇ ଚକିଆ ସେଗମେଂଟରେ…