Daily Archives

September 25, 2020

ପୁଣି ଚିତ୍ ହୋଇଗଲା ଧୋନୀ ବାହିନୀ । ଦୁବାଇରେ ଦ୍ୱିତୀୟ ବିଜୟ ହାସଲ କଲା ଦିଲ୍ଲୀ, ଯୁବ ବୋଲିଂ ସାମ୍ନାରେ ଲଗାତାର…

କନକ ବ୍ୟୁରୋ: ଦ୍ୱିତୀୟ ମ୍ୟାଚ୍ ବି ଦଖଲ କଲା ଦିଲ୍ଲୀ । ଅଭିଜ୍ଞ ଧୋନୀ ଉପରେ ଭାରି ପଡ଼ିଲେ ଯୁବ ଖେଳାଳି । ୧୭୬ ରନ୍ ର ବିଜୟ ଲକ୍ଷ୍ୟକୁ ହାସଲ କରିବାବେଳେ ଅଧାରେ ଚିତ୍ ହୋଇଗଲା ଚେନ୍ନାଇ । ୭ ୱିକେଟ୍ ହରାଇ ମାତ୍ର ୧୩୧ ରନ୍ କରିବାରେ ସକ୍ଷମ ହୋଇପାରିଛି ଧୋନୀ ବାହିନୀ । କ୍ରମାଗତ ଦୁଇଟି…

ସେନାକୁ ମିଳିଲା ସ୍ୱତନ୍ତ୍ର ଶକ୍ତି । ଆତଙ୍କୀ ନିପାତ ପାଇଁ ଆସିଲା ସ୍ୱତନ୍ତ୍ର ଗାଡ଼ି, ଜାଣନ୍ତୁ କ’ଣ ରହିଛି ଏହି ଗାଡ଼ିର…

କନକ ବ୍ୟୁରୋ: ସାବାଡ୍ ହେବେ ଆତଙ୍କୀ । ସେନାକୁ ମିଳିଲା ସ୍ୱତନ୍ତ୍ର ଶକ୍ତି, ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେବା ପାଇଁ ଜମ୍ମୁକାଶ୍ମୀର ପୁଲିସକୁ ମିଳିଛି ଏକ ସ୍ୱତନ୍ତ୍ର ଗାଡ଼ି | କାରଣ ଜାମ୍ମୁ କାଶ୍ମୀର ପୁଲିସଙ୍କୁ ଦିଆଯାଇଥିବା କମାଣ୍ଡ ଭେଇକିଲରେ ଏଭଳି ଅତ୍ୟାଧୁନିକ ସୁବିଧା ଦିଆଯାଇଛି…

କରୋନା କଟକଣା କଡ଼ାକଡ଼ି । ଭୁବନେଶ୍ୱରରେ କମିସନରେଟ୍ ପୋଲିସର ବ୍ୟାପକ ଯାଂଚ । ପୁଲିସ୍ କମିଶନରଙ୍କ ନେତୃତ୍ୱରେ ମାର୍କେଟ୍…

କନକ ବ୍ୟୁରୋ: ରାଜଧାନୀରେ କେମିତି ପାଳନ ହେଉଛି କୋଭିଡ ନିୟମ ଏହାର ଆଜି କଡାକଡି ଯାଂଚ କରାଯାଇଛି । ବିଶେଷ କରି ମାର୍କଟ ବିଲଡିଂ ଅଂଚଳରେ ଖୋଲାଥିବା ଦୋକାନ ଏବଂ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ କୋଭିଡ କଟକଣାକୁ ଠିକ ଭାବେ ପାଳନ କରୁଛନ୍ତି କି ନାହିଁ, ଗ୍ରାହକଙ୍କ ମଧ୍ୟରେ ସାମାଜିକ…

କରୋନା କାହାକୁ ମାରୁଛି କାହାକୁ ଛାଡୁଛି । ସେନେଇ ଆମେରିକା ବିଶ୍ୱବିଦ୍ୟାଳୟରୁ ଆସିଲା ଗବେଷଣାର ନୂଆ ତଥ୍ୟ । ସଂପୂର୍ଣ୍ଣ…

କନକ ବ୍ୟୁରୋ: କରୋନା ଭୂତାଣୁର ଗୁଣକୁ ନେଇ ଏବେ ଜାରି ରହିଛି ଗବେଷଣା । କାରଣ ଅସ୍ପଷ୍ଟ ରହିଛି ଏହାର ଚରିତ୍ର । କେତେବେଳେ ଏହି ଭୂତାଣୁ ସଂକ୍ରମଣରେ ଜଣକଙ୍କର ଜୀବନ ଚାଲିଯାଉଥିଲା ତ ଆଉ କେହି ସୁସ୍ଥ ହୋଇ ଫେରି ଆସୁଛି । ଗବେଷଣାରୁ ଜଣାପଡିଛି ଟାଇପ୍ ୱାନ୍ ଇଂଟରଫେରନ୍ ଭଳି ଏକ ପ୍ରୋଟିନ୍,…

ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୪,୩୮୮ ସୁସ୍ଥ । ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୬୫…

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ରାଜ୍ୟରେ ସୁସ୍ଥ ହେଲେ ୪ ହଜାର ୩୮୮ କରୋନା ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକ ଜିଲ୍ଲାରୁ ୪୯୬ ଜଣ, ପୁରୀ ଜିଲ୍ଲାରୁ ୧୮୩ ଜଣ, ନୂଆପଡ଼ା ଜିଲ୍ଲାରୁ…

ଆଇପିଏଲ୍ ଟକ୍କର: ଧୋନୀ ବାହିନୀ ସାମ୍ନାରେ ୧୭୬ ରନର ବିଜୟ ଲକ୍ଷ୍ୟ ରଖିଲା ଦିଲ୍ଲୀ, ଏବେ ଚେନ୍ନାଇ ବ୍ୟାଟିଂ ଉପରେ ନଜର ।

କନକ ବ୍ୟୁରୋ: ଚେନ୍ନାଇ ସାମ୍ନାରେ ୧୭୬ ରନର ବିଜୟ ଲକ୍ଷ୍ୟ । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭର ଖେଳି ୩ ୱିକେଟ୍ ହରାଇ ୧୭୫ ରନ୍ ହାସଲ କରିଛି । ତେବେ ଯୁବ ଖେଳାଳୀ ପୃଥି ସ’ଙ୍କ ୬୪ ରନ୍ ଦଳକୁ ଏକ ବଡ଼ ସ୍କୋରରେ ପହଁଚାଇବାରେ ସହାୟକ ହୋଇଛି । ପ୍ରଥମେ ପୃଥ୍ୱି ଏବଂ ଶିଖର…