Daily Archives

September 2, 2020

ଆଦିତ୍ୟ ମୃତ୍ୟୁ ମାମଲାରେ ସନ୍ଦେହରେ ସାଇକୋ ଲେଡି । ରହସ୍ୟମୟୀ ମହିଳାଙ୍କୁ ନେଇ ବଢୁଛି ରହସ୍ୟ, ମାନବପ୍ରେମୀଙ୍କ ବନ୍ଧୁ…

କନକ ବ୍ୟୁରୋ : ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ । ରହସ୍ୟ ଘେରରେ ଥିବା ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ସାଇକୋ ଲେଡିଙ୍କ ଭୂମିକା । ଆଦିତ୍ୟଙ୍କ ବନ୍ଧୁ ତଥା ସମାଜସେବୀ ବିସ୍ମିତ କହିଛନ୍ତି ଯେ, ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ସେହି ସାଇକୋ…

ବଢିଲା ଏକାଡେମୀ ପୁରସ୍କାର ରାଶି । ଐତିହ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଓଡିଶୀ ସଙ୍ଗୀତର ଶାସ୍ତ୍ରୀୟ…

କନକ ବ୍ୟୁରୋ: ଆଜି ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ରୁଦ୍ଧିମନ୍ତ କରିବା ପାଇଁ ଦ୍ୱିତୀୟ ଐତିହ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ ୭ଟି ପ୍ରସ୍ତାବକୁ ମଂଜୁରୀ…

କେମିତି ଭାଙ୍ଗିଲା ଯାଜପୁର ଜିଲ୍ଲା ରମାପୁର ଘାଇ ? ମାମୁଁ ଭଣଜା ଡିନାମାଇଟ୍ ଲଗାଇ ବନ୍ଧ ଭାଙ୍ଗିଦେଇଥିବା ଅଭିଯୋଗ ।…

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ଧର୍ମଶାଳାରେ ଘାଇକୁ ନେଇ ତେଜିଛି ରାଜନୀତି । ଅଭିଯୋଗ ହୋଇଛି ଯେ, ଘାଇକୁ ଡିନାମାଇଟରେ ବିସ୍ଫୋରଣ କରି ଭାଙ୍ଗି ଦିଆଯାଇଛି । ଆଉ ଏଥିପାଇଁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ବିବାଦ ଘେରକୁ ଟାଣିଛି ବିଜେପି । ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିବା ସହ…

କ୍ୟାବିନେଟରେ ବଡ଼ ନିଷ୍ପତ୍ତି । କୃଷି କ୍ୟାବିନେଟରେ ଚାଷୀଙ୍କୁ ଋଣ ଦେବା ଉପରେ ଗୁରୁତ୍ୱ, ଐତିହ୍ୟ କ୍ୟାବିନେଟରେ ଓଡିଶୀ…

କନକ ବ୍ୟୁରୋ: ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ଦେବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଐତିହ୍ୟ କ୍ୟାବିନେଟରେ କେନ୍ଦ୍ରଙ୍କ ପ୍ରସ୍ତାବକୁ ମଂଜୁରି ଦିଆଯାଇଛି । ଐତିହ୍ୟ କ୍ୟାବିନେଟରେ ୭ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି ।…

ଚାଇନା ଉପରେ ଭାରତର ଦ୍ୱିତୀୟ ଡିଜିଟାଲ୍ ଷ୍ଟ୍ରାଇକ୍ । ପବଜି ସମେତ ୧୧୮ ଚାଇନା ଆପ୍ ଉପରେ କଟକଣା ଲଗାଇଲା ଭାରତ, ଦେଶରେ…

କନକ ବ୍ୟୁରୋ : ପ୍ରଥମେ ଗଲୱାନ ଏବଂ ପରେ ପେଙ୍ଗଙ୍ଗ ହ୍ରଦ ନିକଟରେ ଚୀନ୍ ସେନା ବାରମ୍ବାର ଉତ୍ତେଜନା ସୃଷ୍ଟି କରିବା ପରେ କୂଟନୈତିକ ସ୍ତରରେ ବଡ ପଦକ୍ଷେପ ନେଇଛି ଭାରତ । ଦେଶରେ ବ୍ୟାନ ହୋଇଛି ସର୍ବାଧିକ ଲୋକପ୍ରିୟ ଗେମିଂ ଆପ୍ ପବଜି । ଭାରତରେ ଏହି ଗେମର ପ୍ରାୟ ୧୭ କୋଟି ୫୦ ଲକ୍ଷ…

ବିଶ୍ୱ ବିଦ୍ୟାଳୟ ସ୍ତରରେ ବଡ ସଂସ୍କାର । ୧୯୮୯ ଆକ୍ଟର ହେବ ପରିବର୍ତ୍ତନ, ସବୁ ୟୁନିଭର୍ସିଟି ପାଇଁ ହେବ ଗୋଟିଏ ଆକ୍ଟ ।…

କନକ ବ୍ୟୁରୋ: ବିଶ୍ୱ ବିଦ୍ୟାଳୟ ସ୍ତରରେ ହେବ ବଡ ସଂସ୍କାର । ୟୁନିଭର୍ସିଟିରେ ବ୍ୟାପକ ପରିବର୍ତ୍ତନ ନେଇ ସରକାରଙ୍କ ନିଷ୍ପତ୍ତି । ପ୍ରେସମିଟ କରି ସଂସ୍କାର ବାବଦରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ । ଏଣିକି ଗୋଟିଏ ଆକ୍ଟରେ ରହିବ ସବୁ ବିଶ୍ୱ ବିଦ୍ୟାଳୟ । ଶିକ୍ଷା ଓ ପରିଚାଳନା ସବୁ ଗୋଟିଏ…