Daily Archives

September 20, 2020

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା । ୭ ଜିଲ୍ଲାକୁ ଅଂରେଜ ଏବଂ ୧୦ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ,…

କନକ ବ୍ୟୁରୋ : ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ଫଳରେ ଆସନ୍ତା ତିନି ଦିନ ଧରି ରାଜ୍ୟର ଅଧିକାଂଶ ଅଂଚଳରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବଙ୍ଗୋପସାଗର ଉତର-ପୂର୍ବ ଉପକୂଳରେ ସୃଷ୍ଟି ଏହି ଲଘୁଚାପ ବଳୟ ଆଜି ଅଧିକ ଘନୀଭୂତ ହେବାର ସଂଭାବନା…

କରୋନା ପଜିଟିଭ୍ ସୂଚନା ପରେ ପୁରୀ ସ୍ୱର୍ଗଦ୍ୱାରରୁ ଫେରିଗଲା ଶବ । ଚାରି କାନ୍ଧ ଦେଇ ଆଣିଥିଲେ ପରିବାର, କୋଭିଡ ଜାଣିବା…

କନକ ବ୍ୟୁରୋ : ଶବ ଫେରିଗଲା ସ୍ୱର୍ଗଦ୍ୱାରରୁ । ସଂସ୍କାର ହେବା ପାଇଁ ଆସିଥିଲା ଶବ, କିନ୍ତୁ ସଂସ୍କାର ପୂର୍ବରୁ ଫେରିଗଲା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସ୍ୱର୍ଗଦ୍ୱାରରେ । ଆଜି ଅସୁସ୍ଥ ହୋଇ ଜଣେ ବ୍ୟକ୍ତି ପୁରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । କିନ୍ତୁ…

ଶାମିଙ୍କ ଶାନଦାର ବୋଲିଂ । ପଞ୍ଜାବ ବୋଲିଂରେ ଘାଇଲା ହେଲା ଦିଲ୍ଲୀ । ରାହୁଲ ବ୍ରିଗେଡ୍ ଆଗରେ ଧାର୍ଯ୍ୟ କଲା ୧୫୮ ରନର…

କନକ ବ୍ୟୁରୋ : ଆଇପିଏଲର ଦ୍ୱିତୀୟ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଛନ୍ତି କିଙ୍ଗସ ଏକାଦଶ ପଞ୍ଜାବ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଦୁବାଇ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମରେ ଆଜି ଖେଳାଯାଉଥିବା ହାଇଭୋଲଟେଜ୍ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଥିବା ପଞ୍ଜାବ ।…

ରାଜ୍ୟରେ ଆଉ ୪୦୧୮ ନୂଆ କରୋନା ଆକ୍ରାନ୍ତ ସୁସ୍ଥ । ୧ ଲକ୍ଷ ୪୫ ହଜାର ୬୭୫ରେ ପହଞ୍ଚିଲା ମୋଟ୍ ସୁସ୍ଥ ସଂଖ୍ୟା ।

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୪୦ ଜଣଙ୍କ ସମେତ ଆଜି ରାଜ୍ୟରୁ ୪ ହଜାର ୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ସୁସ୍ଥ ସଂଖ୍ୟା ୧ ଲକ୍ଷ ୪୫ ହଜାର ୬୭୫ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା…

ୟୁଏଇରେ ହେବ ବୋଲରଙ୍କ ପରୀକ୍ଷା : କିଏ ହାସଲ କରିବ ପର୍ପଲ କ୍ୟାପ ? ରେସରେ ଅଛନ୍ତି ଏହି ଖେଳାଳି 

କନକ ବ୍ୟୁରୋ : ଆରମ୍ଭ ହୋଇଯାଇଛି ଆଇପିଏଲ । ୟୁଏଇ ମୈଦାନରେ ଦେଖିବାକୁ ମିଳୁଛି ଫଟାଫଟ କ୍ରିକେଟର ମଜା । ତେବେ ଏଥର ଆଇପିଏଲରେ କେଉଁ ବୋଲର ସଫଳତା ହାସଲ କରିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ୟୁଏଇର ଧୀମା ପିଚରେ ବୋଲରମାନେ ବଡ ପରୀକ୍ଷାର ସମ୍ମୁଖୀନ ହୋଇପାରନ୍ତି । ତେବେ ଏଥର କେଉଁ ବୋଲର…

ରାଜ୍ୟ ସରକାରଙ୍କ ଆଇସିୟୁ ବେଡ ତଥ୍ୟ : କଟକରେ ୫୫ ପ୍ରତିଶତ, ଭୁବନେଶ୍ୱରରେ ମାତ୍ର ୪୯ ପ୍ରତିଶତ ଆଇସିୟୁ ବେଡ୍ ଭର୍ତ୍ତି…

କନକ ବ୍ୟୁରୋ : ଦିନକୁ ଦିନ ରାଜ୍ୟରେ କରୋନାର ଗତି ବଢିବାରେ ଲାଗିଛି । ଏହା ମଧ୍ୟରେ ଆଇସିୟୁ ବେଡ ଓ ଭେଣ୍ଟିଲେଟରକୁ ନେଇକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି । କିଛି ଦିନ ହେଲା କଟକ-ଭୁବନେଶ୍ୱରରେ ଆଇସିୟୁ ବେଡ୍ କିମ୍ବା ଭେଂଟିଲେଟର ସୁବିଧା ପାଇବା ପାଇଁ, ଗୁରୁତର କରୋନା ଆକ୍ରାନ୍ତ…