Monthly Archives

August 2020

ପ୍ରଣବଙ୍କ ପାଇଁ ୭ ଦିନିଆ ଶୋକ । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ପାଳନ ହେବ ୭ ଦିନିଆ ରାଷ୍ଟ୍ରୀୟ…

କନକ ବ୍ୟୁରୋ: ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଭାରତ ସରକାର ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଦିବଂଗତ ମୁଖାର୍ଜୀଙ୍କ ସମ୍ମାନାର୍ଥେ ୭ ଦିନିଆ ‌(୩୧. ୮. ୨୦୨୦ରୁ ୦୬. ୦୯. ୨୦୨୦ ) ରାଷ୍ଟ୍ରୀୟ ଶୋକ ପାଳନ କରାଯିବ । ରାଷ୍ଟ୍ରୀୟ ଶୋକ ସମୟରେ ନିୟମିତ ଜାତୀୟ ପତାକା…

ଓଡିଶାରୁ ହଟିଲା ନାଇଟ୍ କର୍ଫ୍ୟୁ । ନୂଆ ଗାଇଡଲାଇନରେ ରାତ୍ରୀକାଳୀନ କର୍ଫ୍ୟୁ ଉଠାଇଲେ ରାଜ୍ୟ ସରକାର । ପୂର୍ବରୁ ନାଇଟ୍…

କନକ ବ୍ୟୁରୋ: ହଟିଲା ନାଇଟ କର୍ଫ୍ୟୁ । ନୂଆ ଗାଇଡଲାଇନରେ ନାଇଟ କର୍ଫ୍ୟୁ ହଟାଇଲେ ସରକାର । ରାତ୍ରୀକାଳୀନ କର୍ଫ୍ୟୁ ନେଇ ନୂଆ ଗାଇଡଲାଇନରେ କିଛି ଉଲ୍ଲେଖ କରି ନାହାନ୍ତି ରାଜ୍ୟ ସରକାର । ପୂର୍ବରୁ ନାଇଟ୍ କର୍ଫ୍ୟୁ ହଟାଇବା ନେଇ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ ବି ଅଗଷ୍ଟରେ…

କାଲିଠୁ ଗଡିବ ବସ । ରାଜ୍ୟରେ ଆସନ୍ତାକାଲି ଠାରୁ ଚଳାଚଳ କରିବ ପାସେଞ୍ଜର ବସ୍ । ଜାଣନ୍ତୁ ସରକାରଙ୍କ ସେପ୍ଟେମ୍ବର…

କନକ ବ୍ୟୁରୋ: କାଲିଠୁ ଗଡିବ ବସ । ରାଜ୍ୟରେ ଆସନ୍ତାକାଲି ଠାରୁ ବସ ଚଳାଚଳ କରିବ । ସେପ୍ଟେମ୍ବର ୧ରୁ ପାସେଞ୍ଜର ବସ୍ ଚାଲିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ଅନଲକ ୪ ପାଇଁ ଦିଆଯାଇଥିବା ନୂଆ ଗାଇଡଲାଇନରେ ଉଲ୍ଲେଖ । ରାଜ୍ୟ ଭିତରେ ଏହି ବସ ଚଳାଚଳ କରିବ । ତେବେ ରାଜ୍ୟ ସରକାର…

ହଟିଲା ଶନିବାର, ରବିବାର ସଟଡାଉନ । ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ଗାଇଡଲାଇନରେ ଉଠିଲା ସଟଡାଉନ ।

କନକ ବ୍ୟୁରୋ: ଆସିଲା ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ପାଇଁ ନୂଆ ଗାଇଡଲାଇନ । ଅନଲକ ୪.୦ରେ ନୂଆ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଶନିବାର କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଦେବା ପରେ ଅଗଷ୍ଟ ଅବଧି ସରିବାର ଦିନକ ପୂର୍ବରୁ ରାଜ୍ୟ ଦେଇଛି ନୂଆ ଗାଇଡଲାଇନ । ତେବେ ନୂଆ ଗାଇଡଲାଇନରେ ହଟିଲା…

ବନ୍ୟା କ୍ଷତିଗ୍ରସ୍ତ ପରିବାରକୁ ମିଳିବ ୫୦ କେଜି ଚାଉଳ ଓ ୫୦୦ ଟଙ୍କା । ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ ପରେ…

କନକ ବ୍ୟୁରୋ : ବନ୍ୟା କ୍ଷତିଗ୍ରସ୍ତ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା । ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରତ୍ୟେକ ପରିବାରକୁ ୫୦ କେଜି ଚାଉଳ ସହ ମିଳିବ ୫୦୦ ଟଙ୍କା । ଆକାଶମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ପରେ ସହାୟତା ରାଶି ଘୋଷଣା କରିଛନ୍ତି ନବୀନ ।…

୧ ଟଙ୍କା ଜରିମାନା ଦେଲେ ପ୍ରଶାନ୍ତ ଭୂଷଣ । ଅଦାଲତ ଅବମାନନା ମାମଲାରେ ଜରିମାନା ବାବଦକୁ ୧ ଟଙ୍କାରେ ଦଣ୍ଡିତ କରିଥିଲେ…

କନକ ବ୍ୟୁରୋ : ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସାମାଜିକ କର୍ମୀ ତଥା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ କୋର୍ଟ ଆଜି ୧ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଏଥିସହ ଆସନ୍ତା ସେପ୍ଟେଟର ୧୫ ସୁଦ୍ଧା ୧ ଟଙ୍କା ଜରିମାନା ଭରଣା କରିବାରେ…